Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି…

[ଭିଡ଼ିଓ] INS ରଣବୀରରେ ବ୍ଲାଷ୍ଟ, ୩ ଯବାନ ସହିଦ

ମୁମ୍ବାଇ: INS ରଣବୀରରେ ବ୍ଲାଷ୍ଟ  ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି । ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ହଠାତ୍ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଛି । ରାଜପୁତ…

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି । वेधा . VEDHA#vikramvedha…

ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜିନ-୨ ବିଜେତା ହେଲେ ସୌମ୍ୟା କାମ୍ବଲେ

ମୁମ୍ବାଇ: ଡ଼୍ୟାନ୍ସ ରିଆଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜନ ୨ର ଗ୍ରାଣ୍ଡ ଫାଇନାଲ ଏପିସୋଡ଼ ଧମାକାଦାର ହୋଇଥିଲା । ମହାରାଷ୍ଟ୍ରର ସୌମ୍ୟା କାମ୍ବଲେ ଟ୍ରଫି ଜିତି ସିଜନ-୨ର ବିଜେତା ହୋଇଛନ୍ତି । ସୌମ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ତରଫରୁ ୧୫ଲକ୍ଷ ଟଙ୍କାର ଚେକ ଏବଂ କାର ସହ…

କରୋନା କବଳରେ ସିଙ୍ଗର୍ ଅରିଜିତ୍ ସିଂ, ଅଭିନେତ୍ରୀ ନଫିସା ଅଲ୍ଲି ଓ ମାନବୀ ଗାଗ୍‌ରୁ

ମୁମ୍ବାଇ: କରୋନା ସଂକ୍ରମଣ ଜାଲରେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସେଲିବ୍ରିଟି । ତାଜା ରିପୋର୍ଟ ଅନୁଯାୟୀ ସିଙ୍ଗର ଅରିଜିତ ସିଂ, ବରିଷ୍ଠ ଅଭିନେତ୍ରୀ ନଫିସା ଅଲ୍ଲି ଓ ଫୋର୍ ମୋର୍ ସଟ୍ସ ଫେମ୍ ଅଭିନେତ୍ରୀ ମାନବୀ ଗାଗରୁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ନଫିସା…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।…

[ଭିଡିଓ] ମୁମ୍ବାଇ ରାସ୍ତାରେ ଅଟୋରିକ୍ସା ଚଳାଇଲେ ସୁପରଷ୍ଟାର ସଲମାନ୍ ଖାନ୍

ମୁମ୍ବାଇ: ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାକୁ ଭୁଲନ୍ତି ନାହିଁ ସୁପରଷ୍ଟାର ସଲମାନ ଖାନ । କେତେବେଳେ ଚିତ୍ର ଆଙ୍କି ତ ପୁଣି କେତେବେଳେ ରାସ୍ତାରେ ସାଇକଲ ଚଢି ସେ ନିଜ ଦର୍ଶକଙ୍କୁ ଦେଇଥାନ୍ତି ସରପ୍ରାଇଜ ପରେ ସରପ୍ରାଇଜ । ନିକଟରେ ସଲମାନଙ୍କୁ ଅଟୋରିକ୍ସା ଚାଳକ ଅବତାରରେ ଦେଖିବାକୁ ମିଳିଥିଲା ।…

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ…

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

ଦୀର୍ଘଦିନ ପରେ ବଡ ପରଦାକୁ ଫେରୁଛନ୍ତି ସୋନୁ ସୁଦ୍

ମୁମ୍ବାଇ: ବେଶ କିଛିଦିନ ଧରି ବଡ ପରଦାରୁ ଦୂରେଇ ରହିଥଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସବା ଲାଗି ସଜବାଜ ହେଉଛନ୍ତି । ଆଗାମୀ ଦିନରେ ସୋନୁ ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ୍ ପରି ଏହାର ଫାଷ୍ଟଲୁକ୍ ପୋଷ୍ଟର ମଧ୍ୟ…