Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାବାଳିକାଙ୍କୁ ତେଜାବ ମାଡ଼ ଘଟଣା, ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଏସିଡ୍ ମାଡ଼ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ମୋହନ ଗାର୍ଡେନ ଅଞ୍ଚଳରେ ବୁଧବାର ସକାଳେ ସ୍କୁଲ ଯାଉଥିବା ଜଣେ 17 ବର୍ଷୀୟା ନାବାଳିକାକୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଏସିଡ୍ ମାଡ଼…

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ…

ନିଶାରେ ଛୋଟ କୁକୁର ଛୁଆର କାନ, ଲାଞ୍ଜ ଖାଇଦେଲେ

ବରେଲୀ: ନିଶା କଣ ବା ନ କରିପାରେ ? ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗମାନଙ୍କ ସହ ମଦ ପିଉଥିବା ମୁକେଶ ବାଲ୍ମିକୀ ଚାଖଣ ନ ଥିବାରୁ ରାଗି ଯାଇଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାଲ୍ମିକୀ ଖେଳୁଥିବା ୨ଟି…

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍…

୧୯୦ ତମ ଜନ୍ମଦିନ ପାଳିଲା ଜୋନଥନ

ନୂଆଦିଲ୍ଲୀ: ୧୯୦ ତମ ଜନ୍ମଦିନ ପାଳନ କଲା ଜୋନଥନ । ଦୀର୍ଘ ଜୀବନ ପାଇଁ ଏଇ ଜୋନଥନର ନାଁ ଗିନିଜ ବୁକରେ ସାମିଲ ହୋଇଛି । ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, ଭାବୁଥିବେ ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷଙ୍କ କଥା କହୁନାହୁଁ । ଆମେ ଏଠି…

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ କରିଥିଲା ଚୀନ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭରକୁ ଚୀନ ହ୍ୟାକ କରିଥିବା ଜଣାପଡିଛି । ହ୍ୟାକ ହୋଇଥିବା ୧୦୦ଟି ସର୍ଭରରୁ ୫ଟିରେ ଚୀନର କାରସାଦି ଥିବା ଜଣାପଡିଛି । ଏକ ବଡଧରଣର କ୍ଷତି ପୂର୍ବରୁ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ତଥାପି ଅନେକ…

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ…

ଦିଲ୍ଲୀରେ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଏସିଡ୍ ମାଡ଼, ଜଣେ ଅଟକ

ଦିଲ୍ଲୀ: ଦିଲ୍ଲୀରେ ଏସିଡ୍ ଆଟାକ୍ । ଦ୍ୱାରକାରେ ଏପରି ଜଘନ୍ୟ କାଣ୍ଡ ସାରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି । ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ । ବାଇକରେ ୨ ଜଣ ଯୁବକ ଆସି ନାବାଳିକା ଉପରକୁ ଏସିଡ୍ ଫୋପାଡି ପଳାଇଥିଲେ । ଏସିଡ ଆଖିରେ ପଶିଯିବାରୁ ଛାତ୍ରୀ ଜଣକ ଗୁରୁତର ଅଛନ୍ତି ।…

ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି: ପାଇକାରୀ ମୁଦ୍ରାସ୍ଫୀତି ୫.୮୫%କୁ ଖସିଲା

ନୂଆଦିଲ୍ଲୀ : ଭାରତରେ ହୋଲସୋଲ୍ ଇନଫ୍ଲେସନ୍ (WPI) ବା ପାଇକରୀ ମୁଦ୍ରାସ୍ଫୀତି ନଭେମ୍ୱରରେ କମିଛି । ଅକ୍ଟୋବରରେ WPI ୮.୩୯% ଥିବାବେଳେ ନଭେମ୍ୱରରେ ଏହା ୫.୮୫%କୁ ଖସିଛି । ଯାହା ୨୧ ମାସର ସର୍ବନିମ୍ନ ସ୍ତର । ଗତବର୍ଷ ନଭେମ୍ୱର ମାସରେ WPI ୧୪.୮୭ ଥିଲା । ୨୦୨୨ରେ ଖାଦ୍ୟସାମଗ୍ରୀ, ଧାତବ,…