Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର…

ବିଜେପିକୁ କଡା ନିଶାନା କଲେ ନାନା, କହିଲେ ‘କୁକୁର ଅବସ୍ଥା କରିବୁ’

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା । ଏଥିପାଇଁ ନିର୍ବାଚନ ପ୍ରଚାର ମଇଦାନରେ ଅଙ୍କ କଷୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ କଂଗ୍ରେସ ନେତାଙ୍କ ଏକ ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏବେ ବିଜେପିକୁ…

କିଙ୍ଗଖାନଙ୍କୁ ଧମକ: ଅଭିଯୁକ୍ତ ଗିରଫ

ମୁମ୍ବାଇ: ଗତ କିଛି ଦିନ ତଳେ କିଙ୍ଗଖାନ ତଥା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା l ଏପରିକି ତାଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା । ସେବେଠାରୁ ମୁମ୍ବାଇ ପୋଲିସ କରୁଥିବା ବେଳେ ଏହି ମାମଲାରେ ଏବେ ଦୃଢ…

ଆଇଓସିଏଲ ରିଫାଇନରୀରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ଜଣେ ଗୁରୁତର

ଗାନ୍ଧୀନଗର: ଗୁଜରାଟର ଭଦୋଦରାରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ ତଥା ଆଇଓସିଏଲ୍‌ ରିଫାଇନରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ସମ୍ପର୍କରେ ଜଣେ ପୁଲିସ…

ମଦ କିଣିଲା ବେଳେ ଲୋକଙ୍କ ବୟସ ଯାଞ୍ଚ ପାଇଁ କ’ଣ ରହିଛି ବ୍ୟବସ୍ଥା? କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ଏବଂ ନିଶାଦ୍ରବ୍ୟ ବିକ୍ରି କରିବା ଭଳି ସ୍ଥାନ ପାଇଁ ବାଧ୍ୟତାମୂଳକ ବୟସ ମାନଦଣ୍ଡ ଉପରେ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ବୟସର ମାନଦଣ୍ଡ ନିୟମ ଏବଂ ଏକ ଦୃଢ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ପାଇଁ କେନ୍ଦ୍ରକୁ କୋର୍ଟ…

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ପୁରୁଣା ଖାତାରହେବ ପୁନଃ କେୱାଇସି ଅପଡେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅଧୀନରେ ଖୋଲାଯାଇଥିବା 10 ବର୍ଷ ପୁରୁଣା ଖାତାର ପୁନଃ କେୱାଇସି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବାକୁ ଆର୍ଥିକ ସେବା ସଚିବ ଏମ ନାଗରାଜୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। 2014 ରେ ଆରମ୍ଭ ହୋଇଥିବା ଏହି ଯୋଜନା ଗରିବ ଏବଂ ସ୍ୱଳ୍ପ…

ଅଶାନ୍ତ ମଣିପୁର: ବନ୍ଦ ଡାକରା ଦେଲା କୁକି ସଙ୍ଗଠନ

ଇମ୍ଫାଲ: ଦିନ କୁ ଦିନ ଅଶାନ୍ତ ହୋଇ ଉଠୁଛି ମଣିପୁର l ଥମିବାର ନାଁ ନେଉନାହିଁ ମଣିପୁର କାଣ୍ଡ l ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ। ଏନ୍‌କାଉଣ୍ଟରେ ଦୁଇ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେପଟେ ଉଗ୍ରବାଦୀଙ୍କ ମୃତ୍ୟୁ ପରେ ଆଜି ୧୨ ଘଣ୍ଟିଆ…

ଚାରିଧାମ ଯାତ୍ରା ସମୟରେ ୨୫୦ରେ ପହଞ୍ଚିଲା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ତୀର୍ଥଯାତ୍ରାରେ ସ୍ବାସ୍ଥ୍ୟାବସ୍ଥା ଖରାପ କାରଣରୁ ଚଳିତ ବର୍ଷ ୨୪୦ ରୁ ଅଧିକ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଯୋଗେ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ମଧ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ଅତ୍ୟଧିକ ଉଚ୍ଚତା, ଅମ୍ଳଜାନ ଅଭାବ ଏବଂ…

ମଣିପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା

ଇମ୍ଫାଲ : ଅଶାନ୍ତ ପାଲଟିଛି ମଣିପୁର।  ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ। ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି୧୧ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ…

ବିଧାୟକ ପତ୍ନୀଙ୍କ ଚାଲାଣ କାଟି ହଟହଟା ଏସପି

ବଦ୍ଦି: ବିଧାୟକ ପତ୍ନୀଙ୍କ ଚାଲାଣ କାଟି ହଟହଟା। ଏସପି ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ବଦ୍ଦିର ମହିଳା ଏସପି ଇଲମା ଆଫ୍ରୋଜ ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇଛନ୍ତି।  ସରକାର ଏବଂ ତାଙ୍କ ବିଭାଗ ର ଅନେକ ଅଫିସର ମାନଙ୍କର ଉଦ୍ୟମ ସତ୍ୱେ ମଧ୍ଯ ସେ ଆପୋଷ ବୁଝାମଣା କରିବାକୁ ମନା…