Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକୁମ୍ଭ ପାଇଁ ରେଳବାଇର ସ୍ଵତନ୍ତ୍ର ବ୍ୟବସ୍ଥା: ୧୧୮୬ ସିସିଟିଭି, ୧୨ ଭାଷାରେ ମିଳିବ ସୂଚନା..

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ର ଐତିହାସିକ ଆୟୋଜନକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଅଞ୍ଚଳରେ ସୁବିଧା ଓ ସୁରକ୍ଷା ପାଇଁ ରେଳବାଇ ଅନେକ ପ୍ରମୁଖ ପଦକ୍ଷେପ ନେଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଅଞ୍ଚଳର ୯ ରେଳ ଷ୍ଟେସନର ସୁପରିଚାଳନା ପାଇଁ ୧୧୮୬ ସିସିଟିଭି କ୍ୟାମେରା ଏବଂ…

କୁମ୍ଭମେଳା ପାଇଁ ଗଡିବ ୭ ସ୍ପେଶାଲ ଟ୍ରେନ

ଭୁବନେଶ୍ବର: କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର…

ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ

ନୂଆଦିଲ୍ଲୀ : ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ। ଦୁଇଟି ସ୍ପେଶ କ୍ରାଫ୍ଟ ମଧ୍ୟରେ ଦୂରତା ୧୫ ମିଟରକୁ ହ୍ରାସ କରିବାରେ ସକ୍ଷମ ହୋଇଛି ଇସ୍ରୋ। କ୍ରମେ ଏହି ଦୂରତାକୁ ଶୂନ୍ୟ ସ୍ତରକୁ ଅଣାଯିବ ଏହା ପରେ ଦୁଇଟି ସ୍ପେଶକ୍ରାପ୍ଟ ପରସ୍ପର ସହ ଯୋଡ଼ି ହେବ । ଯାହାକୁ ସ୍ପେଶ ଡକିଂ…

ପୋଲିସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଷ୍ଟାଇଲ୍ କପି… 

ମୁମ୍ବାଇ: ମୁମ୍ବାଇ ପୋଲିସରେ ନିଯୁକ୍ତି ପାଇଁ ଚାଲିଥିବା ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଛନ୍ତି। ତାଙ୍କୁ ପୋଲିସ ମଧ୍ଯ ଗିରଫ କରିଛି। 'ମୁନ୍ନା ଭାଇ ଏମବିବିଏସ ଫିଲ୍ମ'ର ଏକ କପି ସିନ୍ ଭଳି ପରୀକ୍ଷା ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମାଇକ୍ରୋଫୋନ୍…

ଇରାନର ମିସାଇଲ ସୋ’, ତାଜୁବ ହେଲା ପୂରା ଦୁନିଆ

ନୂଆଦିଲ୍ଲୀ : ଇରାନ ଦେଖାଇଲା ମିସାଇଲ ସୋ' । ଯାହାକୁ ଦେଖି ଏବେ ପୂରା ଦୁନିଆ ଛାନିଆ । ମାଳ ମାଳ ନୂଆ ମିସାଇଲ ଆଉ ଅତ୍ୟାଧୁନିକ ଡ୍ରୋନରେ ତିଆରି ହୋଇଯାଇଛି ଇରାନର ମିସାଇଲ ସିଟି । ଯାହା ଦେଖିଲା ବେଳକୁ ଆଚମ୍ବିତ ଲାଗୁଛି । ଇସ୍ରାଏଲ ସହ ତିକ୍ତତା ଭିତରେ ମିସାଇଲ ସିଟିର ଭିଡିଓ ସାମ୍ନାକୁ…

ବିପିଏସସି ପରୀକ୍ଷା ରଦ୍ଦ ମାମଲା: ପାଟନାରେ ହଙ୍ଗାମା-ପୋଡ଼ାଜଳା, ପୋଲିସ ହେପାଜତରେ ପପ୍ପୁ ଯାଦବ

ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ବିପିଏସସି ଆଶାୟୀଙ୍କ ସମର୍ଥନରେ ସେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି ତାଙ୍କ ସମର୍ଥକମାନେ ଆଶାୟୀମାନଙ୍କ ସହ ମିଶି ବିହାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ…

‘ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି’; କଡା ନିଶାନା ସାଧିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ବିଭିନ୍ନ ରାଜନୀତିକ ଦଳ ଭିତରେ ଚାଲିଛି ଘମୋଘୋଟ ଆରୋପ-ପ୍ରତ୍ୟାରୋପ । ପରସ୍ପରର ଖୁଣ ବାହାର କରି ଜନତାଙ୍କ ପ୍ରିୟଭାଜନ ହେବାକୁ ନିଜ ନିଜର ଜିଯାନ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳ । ଏହାରି ଭିତରେ ଏବେ ସମସ୍ତଙ୍କ ନଜର ଦିଲ୍ଲୀର ବସ୍ତି…

ଦିଲ୍ଲୀ ନିର୍ବାଚନ ପାଇଁ ଆତିଶୀ ଆରମ୍ଭ କଲେ କ୍ରାଉଡଫଣ୍ଡିଂ: କହିଲେ, ‘ଆପ୍ ପାଖରେ ନାହିଁ କଳାଧନ’

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ପାଇଁ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି । ତେବେ କ୍ରାଉଡଫଣ୍ଡିଂ ଅଭିଯାନ…

ତାମିଲନାଡୁ ଓ କେନ୍ଦ୍ର ସରକାର ମୁହାଁମୁହିଁ, ରେଳ ପ୍ରକଳ୍ପକୁ ନେଇ ବିବାଦ

ନୂଆଦିଲ୍ଲୀ : ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି । ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ସରକାର । ଶୁକ୍ରବାର ଚେନ୍ନାଇ ICFରେ ଅମୃତ ବାରତ ଓ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍ କୋଚ୍ ଅନୁଧ୍ୟାନ ବେଳେ…

କଂଗ୍ରେସର ବଡ ଘୋଷଣା: ଶିକ୍ଷିତ ବେକାରୀଙ୍କୁ ମାସକୁ ମିଳିବ ୮୫୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ବେଳେ, ଦୁଇ ମୁଖ୍ୟ ଦଳ ବିଜେପି ଏବଂ ଆପ ମଧ୍ୟରେ କଥା କଟାକଟି ଚାଲିଛି। ଏହାର ଫାଇଦା ନେଉଛି କଂଗ୍ରେସ। କଂଗ୍ରେସ ନେତାମାନେ ଦିଲ୍ଲୀରେ ଛୋଟ-ବଡ଼ ସଭା…