Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାତ୍ମା ଗାନ୍ଧୀ ଭାରତର ନୁହେଁ ପାକିସ୍ତାନର ରାଷ୍ଟ୍ରପିତା: ଅଭିଜିତ୍ ଭଟ୍ଟାଚାର୍ଯ୍ୟ

ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ। ସେ ନିଜ ବିବାଦୀୟ ବୟାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଗାୟକ ପୁଣିଥରେ ନିଜ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ନଜର ଆସିଥିଲେ ଅଭିଜିତ୍।ଯେଉଁଠାରେ…

ଲଞ୍ଚ ହେଲା ନୂଆ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର; ଜାଣନ୍ତୁ ପ୍ରାଇସ, ଫିଚର କ’ଣ ରହିଛି..

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ନିର୍ମାତା ବଜାଜ ଅଟୋ,ନୂଆ ଜେନେରେସନ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି, ଏଥିରେ ନୂଆ ଫିଚର ରହିଛି | ତିନୋଟି ମଡେଲରେ ନ୍ୟୁ ଚେତକ ମାର୍କେଟକୁ ଆସିଛି | ବର୍ତ୍ତମାନ କମ୍ପାନୀ କେବଳ ମିଡ-ଭେରିଆଣ୍ଟ (୧.୨୦ ଲକ୍ଷ ଟଙ୍କା) ଏବଂ ଟପ୍-ସ୍ପେକ୍ ଭର୍ସନ…

କାହିଁକି ପାଳନ କରାଯାଏ ଜାତୀୟ ଗଣିତ ଦିବସ ?

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଦିନ ଘଟେ କିଛି ବିଶେଷ ଘଟଣା । ସେହିପରି ପ୍ରତିବର୍ଷ ୨୨  ଡିସେମ୍ବରରେ ଦେଶ ପାଳିଥାଏ ଜାତୀୟ ଗଣିତ ଦିବସ। ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ, ଏହି ଦିନ ପାଳନ କରାଯାଏ। ୨୦୧୨  ମସିହାରେ ମସିହାରେ ପ୍ରଥମେ…

ପାନାମା କେନାଲକୁ ନେଇ ଏଭଳି ଧମକ ଦେଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ଧମକ ଦେଇଛନ୍ତି। ଯଦି ସେମାନେ ଆମେରିକୀୟ ଜାହାଜ ଉପରେ ଗମନାଗମନ ଶୁଳ୍କ ଜାରି ରଖନ୍ତି ତେବେ ଆମେରିକା ପାନାମା କେନାଲକୁ ଫେରାଇ ଆଣିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ' 'ରେ ଏଭଳି ପୋଷ୍ଟ କରିଛନ୍ତି …

ଆପଣ ଘରେ କେତେ ନଗଦ ରଖିପାରିବେ? ନିୟମ ଜାଣନ୍ତୁ ନଚେତ୍ ଆପଣଙ୍କ ଘରେ ହୋଇପାରେ ଆୟକର ଚଢାଉ

ନୂଆଦିଲ୍ଲୀ: କୋରନା ପର ଠାରୁ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ବୃହତ ଜନସଂଖ୍ୟା ଅନଲାଇନ୍ କାରବାର କରିବାକୁ ପସନ୍ଦ କରନ୍ତି | କିନ୍ତୁ ଯେଉଁ ଲୋକମାନେ ଇଣ୍ଟରନେଟ୍ ବ୍ୟବହାର ଜାଣନ୍ତି ନାହିଁ, ସେମାନେ ଅନଲାଇନ୍ କାରବାର ପରିବର୍ତ୍ତେ ନଗଦ ମାଧ୍ୟମରେ ସେମାନଙ୍କର…

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: 'ପୁଷ୍ପା ୨' ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ…

ବ୍ୟବସ୍ଥିତ ଷଡଯନ୍ତ୍ର: ନିର୍ବାଚନ ନିୟମ ସଂଶୋଧନକୁ ନେଇ ବର୍ଷିଲେ ଖଡଗେ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆଜି କେନ୍ଦ୍ର ସରକାଙ୍କ ନିର୍ବାଚନ ସଂଶୋଧନ ନିୟମକୁ ନେଇ ଜୋରଦାର୍ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ରୀତିମତ ଚାଲିଥିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ନିୟମ…

କୁଏତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ଆଜି କୁଏତ ଗସ୍ତର ଅନ୍ତିମ ଦିନରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । କୁଏତର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ମୁବାରକ ଅଲ୍ କବୀର’ ଗ୍ରହଣ କରିଛନ୍ତି ମୋଦି ।  ଉପସାଗରୀୟ ଦେଶ କୁଏତର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବା ପରେ ଏହା ଥିଲା…

କିଷାନ କ୍ରେଡିଟ କାର୍ଡ କ’ଣ , କେତେ ଋଣ ମିଳିବ ଏବଂ ଏହାର ଲାଭ କିପରି ପାଇବେ?

ନୂଆଦିଲ୍ଲୀ: କୃଷକମାନଙ୍କ ମଧ୍ୟରେ କିଷାନ କ୍ରେଡିଟ୍ କାର୍ଡ (KCC)ହେଉଛି ସବୁଠାରୁ ଲୋକପ୍ରିୟ ଯୋଜନା | କୃଷକମାନଙ୍କ ପାଇଁ ଲୋନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ୧୯୯୮ ମସିହାରେ କେସିସି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ କୃଷକମାନଙ୍କୁ କୃଷି ଉଦ୍ଦେଶ୍ୟରେ ଲୋନ ଦିଆଯାଏ | ଏହି ଯୋଜନାରେ…

ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ଲାଗୁଛି ୩ ପ୍ରକାର ଟିକସ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ନିଆଯାଇଛି। ପରିଷଦ ଅନୁଯାୟୀ ଜିଏସ୍ଟି (ଜିଏସ୍ଟି ଅନ୍ ପପକର୍ଣ୍ଣ) ର ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ…