Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ଲାଗୁଛି ୩ ପ୍ରକାର ଟିକସ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ନିଆଯାଇଛି। ପରିଷଦ ଅନୁଯାୟୀ ଜିଏସ୍ଟି (ଜିଏସ୍ଟି ଅନ୍ ପପକର୍ଣ୍ଣ) ର ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ…

ବଢିଲା ରାହୁଲଙ୍କ ଅଡୁଆ: ଆସିଲା କୋର୍ଟ ଡାକରା…

ନୂଆଦିଲ୍ଲୀ: ଲୋକସଭାରେ ଠେଲାପେଲା ଘଟଣାରେ ସଂପୃକ୍ତି ନେଇ ରାହୁଲ ବିବାଦରେ ଥିବା ବେଳେ ଏବେ ଆଉ ଏକ ନୂଆ ଅଡୁଆରେ ଫସିଲେଣି ଗାନ୍ଧୀ । ରାହୁଲଙ୍କୁ ବରେଲି କୋର୍ଟ ସମନ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ  ୭ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ତେବେ ନିର୍ବାଚନ ବେଳେ…

ଏବେଠାରୁ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କର ୪୨,୫୦୦ ଫଇସଲା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କୃତ୍ରିମ ଇଣ୍ଟେଲିଜେନ୍ସ (AI) ବ୍ୟବହୃତ ହେଉଛି। ଆଇନଗତ କାର୍ଯ୍ୟରେ ମଧ୍ୟ ଏଆଇର ବ୍ୟବହାର ବୃଦ୍ଧି ପାଉଛି। ଏହା ମାଧ୍ୟମରେ ସୁପ୍ରିମକୋର୍ଟର ୩୬,୩୨୪ ନିଷ୍ପତ୍ତି ହିନ୍ଦୀରେ ଅନୁବାଦ ହୋଇଥିବାବେଳେ ୪୨,୭୬୫ ନିଷ୍ପତ୍ ୧୭ଟି ଆଞ୍ଚଳିକ ଭାଷାରେ ଅନୁବାଦ…

କୁଏତରେ ଶୁଭିଲା ଜୟ ଜଗନ୍ନାଥ: ଓଡିଆ ପୁଅଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହୋଇଛନ୍ତି ମୋଦି । ଦୁଇ ଦିନିଆ କୁଏତ ଗସ୍ତରେ…

ହେଲ୍‌ପଲାଇନ ନମ୍ବର ୧୯୩୦ ବ୍ୟବହାର କରନ୍ତୁ, ସାଇବର ଠକେଇରୁ ବଞ୍ଚନ୍ତୁ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ଏବଂ ଡିଜିଟାଲ ଠକେଇର ବୃଦ୍ଧି ପାଉଛି। ଏହି ଘଟଣାଗୁଡ଼ିକ ମଧ୍ୟରେ ସରକାର ଦେଇଥିବା ଏହି ହେଲ୍ପଲାଇନ ନମ୍ବର ଆପଣଙ୍କୁ ସାହାଯ୍ୟ କରିପାରିବ। ଏହି ନମ୍ବରର ସାହାଯ୍ୟରେ ଆପଣ କୌଣସି ଠକାମୀର ଶିକାର ହେବାକୁ ଏଡ଼ାଇ ପାରିବେ। ଆସନ୍ତୁ ଏହାର ସମ୍ପୂର୍ଣ୍ଣ ଗଣିତ…

ମହାକୁମ୍ଭ ୨୦୨୫ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା; ବଟରଫ୍ଲାଏ ଲାଇଟିଂରେ ଝଲସିବ ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତା

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ପାଇଁ, ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତାକୁ ପ୍ରଜାପତି ଆଲୋକରେ ସଜାଇବାକୁ ନିଷ୍ପତ୍ତି ନିଆଯାଇଛି | ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ମୁଖ୍ୟ ରାସ୍ତା ଏବଂ ଛକଗୁଡ଼ିକରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବ | ରାସ୍ତା…

ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହେଲା ‘ଡ୍ରେସ୍ କୋର୍ଡ’, ଏସବୁ ପୋଷାକ ପିନ୍ଧିଲେ ମିଳିବନି ଏଣ୍ଟ୍ରି

ମଥୁରା: ମଥୁରା-ବୃନ୍ଦାବନ ସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍ କୋର୍ଡ'। ନିୟମ ନ ମାନିଲେ ମିଳିବନି ଏଣ୍ଟ୍ରି। ସୂଚନାନୁସାରେ, ନୂଆବର୍ଷରେ ବହୁ ସଂଖ୍ୟାରେ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବାଙ୍କେ…

୨୦୨୫ ରେ ଲାଗିବ ୨ଟି ପରାଗ; ଜାଣନ୍ତୁ ଏହା କେବେ ଏବଂ ଏହାର ସମୟ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି । ତେଣୁ ଲୋକମାନେ ଆଗାମୀ ବର୍ଷରେ କଣ…

ଗିରଫ ୱାରେଣ୍ଟ ପରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପା

ନୂଆଦିଲ୍ଲୀ: ପିଏଫ୍ ଠକେଇ ମାମଲାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କୁ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଯାହାପରେ ସେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଶେୟାର କରି ରବିନ୍ ଉଥାପ୍ପା କହିଛନ୍ତି ଯେ, ମୁଁ…

ବିଶ୍ବର ଏହି ସ୍ଥାନମାନଙ୍କରେ ନିଆରା ଢଙ୍ଗରେ ପାଳନ ହୁଏ ଖ୍ରୀଷ୍ଟମାସ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ହେଉଛି ଏକ ପର୍ବ ଯାହା ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନେ ବହୁତ ଉତ୍ସାହ ସହ ଧୁମଧାମ୍ ରେ ସହିତ ପାଳନ କରିଥାନ୍ତି | ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର | ବିଶ୍ୱାସ କରାଯାଏ ଯେ ଯୀଶୁ ଖ୍ରୀଷ୍ଟ ୨୫ଡିସେମ୍ବରରେ ଜନ୍ମ ହୋଇଥିଲେ,…