Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁଶୁଡ଼ିଲା ତିନିତାଲା କୋଠା, ଚାଲିଗଲା ୨ଜଣଙ୍କ ଜୀବନ

ଚଣ୍ଡିଗଡ: ବଡ ଧରଣର ଦୁର୍ଘଟଣା । ଭୁଶୁଡିଲା ୩ମହଲା କୋଠା । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେମାନଙ୍କୁ ମଧ୍ୟ ସାମିଲ…

ମନ୍ଦିର ହୁଣ୍ଡିରେ ପଡିଗଲା ଭକ୍ତଙ୍କ ଆଇଫୋନ, ଫେରାଇବାକୁ ମନା କଲା ଟ୍ରଷ୍ଟ

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ ଯେତେବେଳେ ମନ୍ଦିରକୁ ଯାଉ ସେତେବେଳେ ମନ୍ଦିର ଭିତରେ ଏବଂ ଭଗବାନଙ୍କ ସାମ୍ନାରେ ଥିବା ଦାନ ବାକ୍ସ ଉପରେ ଆମର ନଜର ନିହାତି ଭାବରେ ପଡିଥାଏ । ଭକ୍ତ ମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସେହି ଦାନବାକ୍ସରେ ଅର୍ଥ ଦାନ କରନ୍ତି । ଆଉ ସେସବୁ ଭଗବାନଙ୍କ ସମ୍ପତ୍ତି…

ଫାଟିଗଲା ଚକା, ଟ୍ରକ ସହ ଧକ୍କା ହେଲା ବସ୍‌, ଚାଲିଗଲା ୩୮ ଜଣଙ୍କ ଜୀବନ

ବ୍ରାଜିଲ୍‌: ଟ୍ରକ୍‌କୁ ପିଟିଲା ବସ୍ । ୩୮ ମୃତ, ୯ ଗୁରୁତର । ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ପରେ ବସ୍‌ରେ ଲାଗିଲା ନିଆଁ । ବସ୍‌ଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ରେ ୪୫ରୁ ଅଧିକ ଯାତ୍ରୀ ଥିଲେ । ସେପଟେ ୯ ଗୁରୁତର ମେଡିକାଲରେ…

ଏଣିକି ଆଉ ଦେଖିହେବନି ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଓ ଭିଡିଓ ରେକର୍ଡିଂ

ନୂଆଦିଲ୍ଲୀ: ଏଣିକି ନିର୍ବାଚନ ବେଳର ସମସ୍ତ ରେକର୍ଡ ଯାଞ୍ଚ କରିପାରିବେନି ଜନସାଧାରଣ। ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ…

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ, ସ୍କୁଲକୁ ବୋମା ଧମକ ପଛରେ ୩ ଛାତ୍ରଙ୍କ ହାତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ପକାଇ ଉଡେଇଦେବା ନେଇ ମିଳିଥିବା ଧମକ ଘଟଣାରେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ଏକ ଚକିତ କଲା ଭଳି ତଥ୍ୟ ଦେଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀରେ ଅତିକମରେ ତିନୋଟି ବିଦ୍ୟାଳୟକୁ ମିଳିଥିବା ଏହି ଧମକ ବିଦ୍ୟାଳୟର ୩ ଜଣ…

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ…

ଏକ ଲକ୍ଷ ଲୋକଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା, ଏହି ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତି ମିନିଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ। ସରକାର ମଧ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କଡ଼ା ଆଇନ ଆଣୁଛନ୍ତି। ହେଲେ ସାଧାରଣ ଲୋକ ଯଦି ସତର୍କ ନହୋଇ ଗାଡ଼ି ଚଳାଇବେ କେମିତି ରୋକି ହେବ ସଡ଼କ ଦୁର୍ଘଟଣା।…

ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ବଡ଼ ବିପଦ ! ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ ୨୧।୧୨: ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ। ଏତେ ବଡ଼ ବିପଦକୁ କେମିତି ଟାଳି ହେବ ଚିନ୍ତାରେ ବୈଜ୍ଞାନିକ । ଆଉ ଏହି ବିପଦ ହେଉଛି ଉଲ୍ଲକାପିଣ୍ଡ। ବୈଜ୍ଞାନିକଙ୍କ ଅନୁସାରେ ୨୪ ଡିସେମ୍ବରରେ ମହାକାଶରେ ଗତି କରିବ ଏହି ଉଲ୍ଲକାପିଣ୍ଡ। ଯଦି ଏହି ଉଲ୍ଲକାପିଣ୍ଡର…

ସମସ୍ତଙ୍କୁ ଦରକାର ଆମ୍ବେଦକର

ନୂଆଦିଲ୍ଲୀ: ସଂସଦ ହେଉ କି ସଡ଼କ, ସବୁଠି ଆମ୍ବେଦକର ଝଡ଼। ସଂସଦରେ ସମ୍ବିଧାନକୁ ନେଇ ବିତର୍କ ହେଲା। ହେଲେ ଜନତାଙ୍କ ସାମ୍ବିଧାନିକ ଅଧିକାର, ସଂଘୀୟ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ଓ ଆଇନରେ ରହିଥିବା ସମସ୍ୟାକୁ ନେଇ ଆଲୋଚନା ହେଲାନି, ବରଂ ଆମ୍ବେଦକରଙ୍କ ଜୟଗାନ କଲେ ରାଜନୈତିକ ଦଳ। ଭୀମରାଓ…

କେଜ୍ରିୱାଲଙ୍କ ପାଇଁ ଆହୁରି ବଢ଼ିଲା ଅଡୁଆ, ଏବେ କ’ଣ କରିବ ଆଦମୀ ପାର୍ଟି ?

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା । ଏବେ ପ୍ରଶ୍ନ ଉଠୁଛି କ'ଣ କରିବ ଆଦମୀ ପାର୍ଟି? ନିର୍ବାଚନ ପୂର୍ବରୁ ଅବକାରୀ ଦୁର୍ନୀତିରେ ଆହୁରି ଛନ୍ଦି ହେବେ କି ସେ ! କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ ପାଇଁ…