Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଭିନବ ଆରୋରା କିଏ ? କାହିଁକି ତାଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା…

ଦାମୀ ବ୍ୟାଗ ପାଇଁ ଟ୍ରୋଲ ହେଉଛନ୍ତି ଜୟା କିଶୋରୀ, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପ୍ରବଚିକା ଜୟା କିଶୋରୀ। ଭାଇରାଲ ହୋଇଥିବା ଏକ ଭିଡିଓରେ ଜୟା କିଶୋରୀଙ୍କୁ ଏୟାରପୋର୍ଟରେ ଦେଖାଯାଇଛି। ଧଳା ଡ୍ରେସ୍ ପିନ୍ଧିଥିବା ଜୟା ନିଜ ଲଗେଜ ଓ ଏକ ପର୍ସ ସହ ନଜର ଆସିଛନ୍ତି ୲ ସୂଚନା ଅନୁଯାୟୀ ଜୟା କିଶୋରୀ ଏକ ବ୍ୟାଗ ସାଙ୍ଗରେ…

କାହିଁକି ଧନତେରାସରେ ସୁନା-ରୂପା-ଚାନ୍ଦି କିଣିବାକୁ ଶୁଭ ମଣାଯାଏ?

ଭୁବନେଶ୍ବର: ଆଜି ଧନତେରାସର ଅବସରରେ ମା’ ଧନଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ଆଜି ଦିନରେ ଚାନ୍ଦି ଏବଂ ସୁନା ରୂପର ଗହଣା, ବାସନ, ଝାଡୁ, ହଲ୍ଦି, ଧନିଆ ଆଦି କିଣିବାକୁ ଶୁଭ ମଣାଯାଏ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’…

ମୋମୋ ନେଲା ମହିଳାଙ୍କ ଜୀବନ, ୨୦ ଜଣ ଅସୁସ୍ଥ

ହାଇଦ୍ରାବାଦ: ବ୍ୟସ୍ତ ବହୁଳ ଜୀବନରେ ଆଜିକାର ପିଢି ଅଧିକ ଫାଷ୍ଟଫୁଡ ଉପରେ ନିର୍ଭରଶୀଳ। ସନ୍ଧ୍ୟା ହେବା ମାତ୍ରେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ବାହାରି ଯାଆନ୍ତି। ଏଥିରେ ସ୍ଵାସ୍ଥ୍ୟ କଥା କେହି ଚିନ୍ତା କରନ୍ତିନି। ଫାଷ୍ଟଫୁଡ ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ପାଟିରୁ ଲାଲ ବୋହି ଆସେ। ଏଥିରେ ମୋମୋ…

ଉଇକିପିଡ଼ିଆ ଏବଂ ଏଏନଆଇ ବିବାଦ: ଖୁବଶୀଘ୍ର ସବିଶେଷ ତଥ୍ୟ ଦେବ ଉଇକିପିଡ଼ିଆ

ନୂଆଦିଲ୍ଲୀ: ଉଇକିପିଡ଼ିଆ ଏବଂ ଏଏନଆଇ ମଧ୍ୟରେ ଚାଲିଥିବା ମାନହାନି ମାମଲାରେ ଗତକାଲି ଉଇକିପିଡ଼ିଆ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ସେ ଖୁବ ଶୀଘ୍ର ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ବିଷୟରେ ପୃଷ୍ଠା ସମ୍ପାଦନା କରୁଥିବା ଉପଭୋକ୍ତାମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବ। ନ୍ୟୁଜ…

ପୁଣି ସଲମାନ ଖାନ ଓ ଜିଶାନ ସିଦ୍ଦିକଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ଜିଶାନ ସିଦ୍ଦିକିଙ୍କ ବାନ୍ଦ୍ରା ଇଷ୍ଟ ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟକୁ ଆସିଛି। ପୋଲିସର ସୂଚନା ଅନୁସାରେ ଏହି ଧମକ ପୂର୍ଣ୍ଣ କଲ ଗତ ଶୁକ୍ରବାର…

ରୋଜଗାର ମେଳା: ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ରୋଜଗାର ମେଳା ଜରିଆରେ ଭିଡିଓ କନଫରେନସିଂ ମାଧ୍ୟମରେ ମୋଟ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ରୋଜଗାର ମେଳାରେ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା…

ପାଟଣାରେ ଟନେଲ ନିର୍ମାଣ ବେଳେ ଦୁର୍ଘଟଣା, ୨ ଓଡ଼ିଆ ଶ୍ରମିକ ମୃତ

ପାଟନା: ବିହାର ପାଟଣା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା। ବ୍ରେକ୍‌ ଫେଲ୍‌ ଯୋଗୁଁ ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ। ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି କୁହାଯାଉଛି। ସେହିପରି ୮ ଆହତ ଶ୍ରମିକଙ୍କ…

ମୁତୟନ ହେଲା ବିଏମପି-ଟୁ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ, ଆତଙ୍କବାଦୀଙ୍କୁ ଦେବ ମୁହଁତୋଡ୍‌ ଜବାବ

ଶ୍ରୀନଗର: ସୋମବାର (୨୮ ଅକ୍ଟୋବର) ସକାଳେ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ଅଖନୁର ଅଞ୍ଚଳରେ ଏକ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଭାରତୀୟ ସେନା କରୁଛି ବଡ଼ ରଣନୀତି। ଆତଙ୍କବାଦୀଙ୍କୁ ମୁକାବିଲା ଓ ମୂଳପୋଛ କରିବା ଲାଗି…

ଦେଶର ସୁରକ୍ଷା ପାଇଁ ଟଳି ପଡିଲା ଆର୍ମି କୁକୁର ‘ଫ୍ୟାଣ୍ଟମ୍’

ଶ୍ରୀନଗର: ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ। ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର 'ଫ୍ୟାଣ୍ଟମ୍'। ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ…