Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୀପାବଳି ପୂର୍ବରୁ ଅଘଟଣ: ମନ୍ଦିରରେ ଆତସବାଜି ବେଳେ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ

ଥିରୁବନନ୍ତପୁରମ୍: ଦୀପାବଳି ପୂର୍ବରୁ ଅଘଟଣ। ମନ୍ଦିରରେ ବିସ୍ଫୋରଣ। ଆତସବାଜି ବେଳେ ହେଲା ଭୟଙ୍କର ଦୁର୍ଘଟଣା। ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି। କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ…

ରୋଜଗାର ମେଳା, ୫୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ ରୋଜଗାର ମେଳା । ଏଥର ରୋଜଗାର ମେଳାରେ ୫୧ ହଜାର ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର…

ମୋଦୀ ଏବଂ ଜିନପିଙ୍ଗ ବୈଠକରେ ମୁଖ୍ୟ ଭୂମିକା ତୁଲାଇଥିଲା ଋଷ!

ନୂଆଦିଲ୍ଲୀ: କଜାନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଭେଟଘାଟ । ଉଭୟଙ୍କ ମଧ୍ୟରେ ହୋଇଥିବା ସକରାତ୍ମକ ବୈଠକକୁ ନେଇ ସୂଚନା ଦେଇଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଅଲିପୋଭ । ପିଏମ ମୋଦୀ ଏବଂ ଜିନପିଙ୍ଗଙ୍ ମଧ୍ୟରେ ହୋଇଥିବା ବୈଠକରେ ଋଷ କୌଣସି ଭୂମିକା ଗ୍ରହଣ କରିନାହିଁ…

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…

‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’: ଚର୍ଚ୍ଚାରେ ମିଥୁନଙ୍କ ବିବାଦୀୟ ବୟାନ

କୋଲକାତା: ବଙ୍ଗଳାରେ ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ…

୮ କୋଟି ଦେଲେନି ବୋଲି ୮୦୦ କିମି. ଦୂରରେ ଫୋପାଡିଦେଲେ ସ୍ବାମୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ। ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଚାରିଟି ଦଳ ଗଠନ କରି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ତଦନ୍ତ ଅନୁଯାୟୀ,…

୨୦୨୫କୁ ନେଇ ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଧାରଣତଃ ଭବିଷ୍ୟବାଣୀରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଏ ଏବଂ କେହିକେହି ଏହାକୁ ଅନ୍ଧବିଶ୍ୱାସ ବୋଲି ବିବେଚନା କରିଥାନ୍ତି। କିଛି ଭବିଷ୍ୟଦବକ୍ତା ଅଛନ୍ତି ଯେଉଁମାନଙ୍କ ଭବିଷ୍ୟବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହେଉଛି। ଏହିପରି ଭବିଷ୍ୟଦବକ୍ତାମାନଙ୍କ ମଧ୍ୟରେ…

କାହାକୁ ଭରସା କରିବେ ଝାଡ଼ଖଣ୍ଡ ଆଦିବାସୀ?

ନୂଆଦିଲ୍ଲୀ: ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିପାରିବ କି ବିଜେପି? ହରିୟାଣା ବିଜୟ ପରେ ଜୋଶରେ ବିଜେପି । ଜେଏମଏମ ବିରୋଧରେ ଶାସନ ବିରୋଧୀ ହାଓ୍ବାକୁ ଅସ୍ତ୍ର କରି ଝାଡ଼ଖଣ୍ଡ ହାତେଇବାକୁ ଚଳାଇଛି ଉଦ୍ୟମ। ପଡୋଶୀ ରାଜ୍ୟ ଓଡିଶାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପିଚ୍…

ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ମଧ୍ୟ କଣ ହୋଇଥିଲା ଆଲୋଚନା: ମୁହଁ ଖୋଲିଲେ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଅବସର ନେବା ପୂର୍ବରୁ ମୁହଁ ଖୋଲିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗଣେଶ ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ କଣ ଆଲୋଚନା କରିଥିଲେ ସେନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଘଟଣାକୁ ନେଇ ରାଜନୈତିକ ଆଲୋଚନା ଜୋରଦାର…

ଅଖନୁର୍‌ ସେକ୍ଟରରେ ଗୁଳିମାଡ଼ କରିଥିବା ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା । ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ମୁତାବକ, ଆଜି ସକାଳ ୭ଟା ୨୬ ରେ ଜମ୍ମୁ କଶ୍ମୀରର ଅଖନୁରରେ, ଆତଙ୍କବାଦୀମାନେ ଲାଇନ୍ ଅଫ୍ କଣ୍ଟ୍ରୋଲ୍…