Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ପୃଥିବୀରେ ଅଛି ଜୀବଜଗତ? କେମିତି ହୋଇଥିଲା ଜୀବନ ସଂଚାର….

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଥିରେ ଜୀବଜଗତ ତିଷ୍ଠି ରହିବା ପାଇଁ ସମସ୍ତ ଉପାଦାନ ରହିଛି । ତେବେ ଏମିତି କାହିଁକି? କାହିଁକି ଅନ୍ୟ କୌଣସି ଗ୍ରହରେ ପ୍ରାଣୀ କିମ୍ବା ଉଦ୍ଭିଦ ଦେଖାଯାଆନ୍ତି ନାହିଁ । ପୃଥିବୀରେ କ’ଣ ପ୍ରଥମରୁ ହିଁ ଜୀବଜଗତ ଥିଲେ ?…

ଆସନ୍ତା ବର୍ଷ ହେବ ଜନଗଣନା

ନୂଆଦିଲ୍ଲୀ: ଭାରତରେ ଜନଗଣନା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରେ ଆରମ୍ଭ ହେବ। ଏହା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଦେଶରେ ପ୍ରତି ୧୦ବର୍ଷରେ ଜନଗଣନା ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଜନଗଣନା ୨୦୩୫ରେ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରତି ଦଶନ୍ଧିରେ ଜନଗଣନା କରାଯାଇଥିଲା। ଏହା ପୂର୍ବରୁ…

ଭାରତରେ ନିର୍ମାଣ ହେବ ଅତ୍ୟାଧୁନିକ ଯୁଦ୍ଧ ବିମାନ, ପ୍ରତିକୂଳ ପାଣିପାଗରେ ଉଡ଼ିପାରିବ C-295

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭାରତର ସାମରିକ ବିମାନ ପାଇଁ ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ ଉଦଘାଟିତ ହୋଇଛି। ଗୁଜରାଟର ଭଦୋଦରାର ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ଉଦଘାଟନ…

ୟୁଟୁବ୍ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ: ପୂର୍ବ ଦିନ ବିଦାୟ ଭିଡିଓ ପୋଷ୍ଟ, ପରଦିନ ସକାଳୁ ମିଳିଲା ମୃତଦେହ

ଥିରୁବନନ୍ତମପୁରମ: କେରଳ ପ୍ରସିଦ୍ଧ ୟୁଟୁବର ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ପୂର୍ବଦିନ ୟୁଟୁବରେ ନିଜର ଫଟୋ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତା ପରଦିନ ସକାଳୁ ଘର ଭିତରୁ ମିଳିଲା ସ୍ବାମୀସ୍ତ୍ରୀଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇଥିବା ବେଳେ ଏନେଇ ଅଧିକ…

ତିରୁପତି ଇସ୍କନ୍ ମନ୍ଦିରକୁ ବୋମା ଧମକ

ତିରୁପତି: ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବାରେ ଲାଗିଛି ୲ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କିଛି ହୋଟେଲକୁ ଧମକ ମିଳିବାର ୩ ଦିନ ମଧ୍ଯରେ ତିରୁପତିର ଇସ୍କନ୍ ମନ୍ଦିରକୁ ଧମକ ମିଳିଛି। ଧମକ ମିଳିବା ମାତ୍ରେ ମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣରେ ଅଗ୍ନିଶମ ବାହିନୀ,…

ଅଭିନେତା ବିଜୟଙ୍କ ପାର୍ଟିର ପ୍ରତିଶ୍ରୁତି, ହଟିବ ରାଜ୍ୟପାଳ ପଦବୀ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ରବିବାର ଦିନ ଅଭିନେତା ବିଜୟ ଏକ ରାଲି କରିଥିଲେ। ତାଙ୍କ ଦଳ ତାମିଲାଗା ଭେଟ୍ରି କାଜଗାମ ଗଠନ କରିବାର ଆଠ ମାସ ପରେ ଏକ ରାଲି କରିଥିଲେ। ଏହି ରାଲିରେ ସେ ଦଳର ଆଦର୍ଶ ଏବଂ ମୂଳ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି ଯେଉଁଥିରେ ସମାନତା,…

ସାବରିମାଳା ତୀର୍ଥଯାତ୍ରୀଙ୍କୁ ବିମାନରେ ନଡ଼ିଆ ବୋହି ନେବାକୁ କାହିଁକି ଦିଆଯାଏନି ଅନୁମତି?

ଥିରୁବନନ୍ତପୁରମ: କେରଳର ସାବରିମାଳା ମନ୍ଦିର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ବର୍ତ୍ତମାନ ସେମାନେ ବିମାନର କ୍ୟାବିନ ବ୍ୟାଗରେ ନଡ଼ିଆ ବୋହି ନେବାକୁ ସକ୍ଷମ ହେବେ। ଏଥିପାଇଁ ମିଳିଛି ଅନୁମତି। ତେବେ ସୀମିତ ସମୟ ପାଇଁ ତୀର୍ଥଯାତ୍ରୀମାନଙ୍କୁ ଏହି ଅନୁମତି…

ପୁଣି ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ…

ବଢିବ ସଡକ ସୁରକ୍ଷା: ନକଲି ହେଲମେଟ୍ ବିକ୍ରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଉ ଚାଲିବନି ନକଲି ହେଲମେଟ୍ । ଦେଶବାସୀଙ୍କ ସୁରକ୍ଷା ବୃଦ୍ଧିକୁ ନଜରରେ ରଖି ସରକାର ନିମ୍ନ ମାନର ହେଲମେଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶିଳ୍ପ ମାନକ ପାଳନ ନକରିବାରୁ ୧୬୨ ଉତ୍ପାଦକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।…

ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ…

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାଚରାମ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ…