Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

‘ଜେଲରେ କେଜ୍ରିଓ୍ୱାଲ ଅସୁସ୍ଥ, କମିଗଲାଣି ୪ ରୁ ୫ କିଲୋ ଓଜନ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ୪ ରୁ ୫ କିଲୋ କମିଗଲାଣି । ଏନେଇ ଆପ୍ ମନ୍ତ୍ରୀ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ । ତେବେ ନାମାନଙ୍କର ଭରିବା ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ରାହୁଲ । ଯେଉଁଥିରେ ବହୁ…

‘ଫୋର୍ବସ୍’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ଧନୀ ତାଲିକାର ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ଶ୍ରେଷ୍ଠ ଧନୀ ତାଲିକା-୨୦୨୪ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ମୁକେଶ ଅମ୍ବାନୀ । ତେବେ ଚଳିତ ବର୍ଷ ଏହି ତାଲିକାରେ ୨୦୦ ଜଣ…

ୟୁପି ପୋଲିସ ପେପର ଲିକ୍ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

ଲକ୍ଷ୍ନୌ: ୟୁପି କନେଷ୍ଟବଳ ପରୀକ୍ଷାରେ ହୋଇଥିବା ପେପର ଲିକ ମାମଲାରେ ଏସଟିଏଫକୁ ମିଳିଛି ବଡ ସଫଳତା । ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାକୁ ଗିରଫ କରିଛି ଏସଟିଏଫ । ଆଜି ସକାଳୁ ସକାଳୁ ନୋଏଡାରୁ ରାଜୀବକୁ ଗିରଫ କରିଥିଲା ଏସଟିଏଫ ଟିମ୍ । କୁହାଯାଉଛି ଯେ, ଅଭିଯୁକ୍ତଜଣକ ପୂର୍ବରୁ ମଧ୍ୟ…

ଭୟାଭୟ ଅଗ୍ନିକାଣ୍ଡ, ୨ଶିଶୁ ସମେତ ୭ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କପଡା ଦୋକାନରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ଆଜି ଭୋର୍…

ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେଲେ ଯାତ୍ରୀ

ଥିରୁଅନନ୍ତପୁରମ୍: ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେରଳରୁ । ଯେଉଁଥିରେ ଟିଟିଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଟିଟିଇ ଜଣକ ହେଲେ ବିନୋଦ ଏକେ । ଖବର ମୁତାବକ, ଏର୍ଣ୍ଣାକୁଲମ-ପାଟନା…

ରାଜ୍ୟସଭାରୁ ଅବସରନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମଙ୍ଗଳବାର ଓ ବୁଧବାର ଅର୍ଥାତ୍ ଆଜି କୁ ମିଶାଇ ମନମୋହନ ସିଂ ଙ୍କ ସମେତ ମୋଟ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା…

ଏପ୍ରିଲ ଫୁଲରେ ପ୍ରାଙ୍କ କରୁ କରୁ ଉଡ଼ିଗଲା ପ୍ରାଣବାୟୁ, ଝୁରୁଛନ୍ତି ସହପାଠୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ଏପ୍ରିଲ ଫୁଲ ଡେ'ରେ ଜଣେ ଏକାଦଶ ଶ୍ରେଣୀ ଛାତ୍ର ନିଜ ସାଙ୍ଗକୁ ପ୍ରଶଂସା କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସୋମବାର ଏପ୍ରିଲ ଫୁଲ ଦିବସରେ ସାଙ୍ଗମାନଙ୍କ ପାଇଁ ମଜାକ କରିବା ପାଇଁ ଛାତ୍ର ଜଣକ ତାଙ୍କ ବନ୍ଧୁଙ୍କ ସହ ଭିଡିଓ ଚାଟ୍ ସମୟରେ ଷ୍ଟୁଲ୍ ଉପରେ…

ବିଜେପି ଜିତିଲେ ଅସ୍ଥିରତା ଦେଖାଦେବ; ରାହୁଲଙ୍କ ମନ୍ତବ୍ୟର କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଦେଶକୁ ନିଆଁର ଆଁକୁ ଠେଲିଦେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚନା କରିଛନ୍ତି। ଉତ୍ତରାଖଣ୍ଡର ରୁଦ୍ରପୁରରେ ଏକ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…

ଏଥର ଲୋକସଭା ନିର୍ବାଚନ ଲଢ଼ିବେନି ଅଖିଳେଶ ଯାଦବ!

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। କୁହାଯାଉଛି, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଏଥର ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହା ପୂର୍ବରୁ କନ୍ନୌଜ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା…