Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ବଣ୍ଡ ମାମଲା: ବଢିବ କି ସମୟ ସୀମା, ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆବେଦନ ଉପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏଡିଆର ଓ କମନକଜ୍ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାନନା ପିଟିସନର ମଧ୍ୟ ଶୁଣାଣି…

ଗୋଟିଏ ଆସନରୁ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ

କୋଲକତା: ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ୱାମୀ-ସ୍ତ୍ରୀ ।  ସମାନ ଆସନରୁ ପରସ୍ପର ବିରୋଧରେ  ପ୍ରତିନ୍ଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଗତକାଲି  ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।  ଏହି ତାଲିକାରେ ସୁଜାତା ମଣ୍ଡଳଙ୍କ ନାଁ ମଧ୍ୟ ରହିଛି । ସେ ତାଙ୍କ ପୂର୍ବତନ ସ୍ୱାମୀ…

୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ୭୦ ଲକ୍ଷ ମହିଳାଙ୍କ ଖାତାକୁ ଗଲା ୬୫୫କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଛଡିଶଗଡ଼ ରାଜଧାନୀ ରାୟପୁରରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ଏହି ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବିବାହତି…

ଓସ୍କାର ୨୦୨୪; ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଆମେରିକାରେ ୯୬ତମ ଓସ୍କାର  ଆୱାର୍ଡ ୨୦୨୪  ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ‘ ଓପେନହାଇମର’ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ପୁଅର ଥିଙ୍ଗ୍’  ଚଳଚ୍ଚିତ୍ରରେ ନିଖୁଣ…

ଗୋୟଲଙ୍କ ଇସ୍ତଫା ପରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ; ନିର୍ବାଚନ ଆୟୋଗ ଉପରେ କାହା ଚାପ ?

ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ପରେ  ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ଦଳ  । କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛି ଯେ ଏହି ଘଟଣା ସିଧାସଳଖ ପ୍ରଶ୍ନ ଉଠାଉଛି ଯେ ନିର୍ବାଚନ ଆୟୋଗ  ପରି ସାମ୍ୱିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି? ମୁଖ୍ୟ…

ଦଳୀୟ ସାଂସଦଙ୍କ ‘ସମ୍ବିଧାନ ବଦଳାଯାଇପାରିବ’ ମନ୍ତବ୍ୟରୁ ଦୂରେଇ ରହିଲା ବିଜେପି, ମାଗିଲା ସ୍ପଷ୍ଟୀକରଣ

ବେଙ୍ଗାଲୁରୁ: କଂଗ୍ରେସ ହିନ୍ଦୁ ସମାଜକୁ ଦମନ କରିବାକୁ ଯାଇ ଏକ ଆଇନ୍ ଆଣିଛି। ହେଲେ ଏହା ବଦଳାଇ ହେବ। ଯଦି ବିଜେପି ଉଭୟ କେନ୍ଦ୍ରରେ ଏବଂ ରାଜ୍ୟରେ ଦୁଇ ତୃତୀୟାଂଶ ଭୋଟ୍ ଲାଭ କରିବ। ତାହେଲେ ସମ୍ବିଧାନ ପରିବର୍ତ୍ତନ ହୋଇପାରେ ବୋଲି ଦଳୀୟ ସାଂସଦ ଅନନ୍ତ କୁମାର ହେଗଡେ ଦେଇଛନ୍ତି। ଏବେ ଏହାକୁ…

ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜୁରାଟ ଏବଂ ରାଜସ୍ଥାନ ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡିକ ରାଜସ୍ଥାନର ପୋଖରାନ ଏବଂ ଅହମ୍ମଦାବାଦ ଓ ଗୁଜୁରାଟର ସାବରମତିରେ…

ୟୁକ୍ରେନ ଉପରେ ପରମାଣୁ ବୋମା ପକାଇଥାନ୍ତା ଋଷ, ମୋଦୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଥିଲେ ପୁଟିନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ବିବାଦ ଆରମ୍ଭ ହେବା ପରେ ଆମେରିକା କଳିଯୁଗରେ ମସ୍କୋ ଦ୍ୱାରା ଆଣବିକ ଆକ୍ରମଣର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୱରେ ସିଏନ୍ଏନ୍ ଏହି ଖବର ଦେଇଛି। ଏହି…

ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଅନୁପ ଚନ୍ଦ୍ର ପାଣ୍ଡେ ୧୪ ଫେବୃଆରୀରେ ଅବସର ନେଇଥିଲେ। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହେଉଛନ୍ତି ନିର୍ବାଚନ ପ୍ରାଧିକରଣର ଏକମାତ୍ର ସଦସ୍ୟ।…

ନିର୍ବାଚନ ତାରିଖକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସାରା ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିବାରେ ଲାଗିଛି।ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ଆୟୋଗ…