Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ବେହରାମପୁରରୁ ଇରଫାନଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ, ଜାଣନ୍ତୁ ପୂରା ସମୀକରଣ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ 'ଏକଲା ଚଲୋ' ନୀତିକୁ ଆଧାର କରି ନିର୍ବାଚନୀ ମୈଦାନରେ ପ୍ରବେଶ କରିଛି। ବିରୋଧୀ ଦଳର ସହଯୋଗୀ 'ଇଣ୍ଡିଆ ମେଣ୍ଟ' ଟିଏମସି-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ଏଭଳି…

ଆମ ଉପରେ ନଜର ରଖିଛନ୍ତି ଏଲିୟନ୍ସ !

ନୂଆଦିଲ୍ଲୀ: ଏଲିୟନ୍ସ ବା ପରଗ୍ରହୀଙ୍କୁ ନେଇ ଅନେକ ଖବର ପ୍ରକାଶ ପାଉଛି । ଏ ନେଇ ଗବେଷଣା କରୁଥିବା ବୈଜ୍ଞାନିକମାନେ ମଝିରେ ମଝିରେ ରହସ୍ୟମୟ ଖୁଲାସା କରୁଛନ୍ତି । ଏବେ ଏକ ଅଧ୍ୟୟନରେ କୁହାଯାଇଛି ହଜାର ପ୍ରକାଶ ବର୍ଷ ଦୂରରେ ଥିବା ଏଲିୟନ୍ସ ଆମ ଉପରେ ନଜର ରଖିଛନ୍ତି । ସେମାନେ ୩୦୦୦ ବର୍ଷ ହେବ…

ଟିଏମସି ପ୍ରାର୍ଥୀ ତାଲିକାରୁ କଟିଲା ନୁସରତଙ୍କ ନାଁ

କୋଲକାତା: ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଶିରହାଟ ଆସନରୁ ମମତା କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ଏହା ଉପରେ ଥିଲା ସମସ୍ତଙ୍କ ନଜର । କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ଉତ୍ତେଜନା ହୋଇଥିଲା ସେହି ଅଞ୍ଚଳ ଏହି…

କାହିଁକି ପଶ୍ଚିମବଙ୍ଗରେ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ?

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗର ତୃଣମୃଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ’ଏକଲା ଚଲୋ’ ନାରା ଦେଇ ଆଜି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଟିଏମସି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଆଜି ସେ ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ…

ରଚନା ଲଢିବେ ଲୋକସଭା ନିର୍ବାଚନ

କୋଲକାତା: ରାଜନୀତିରେ ପାଦଦେଲେ ଅଭିନେତ୍ରୀ ରଚନା ବାନାର୍ଜୀ । ଅଭିନେତ୍ରୀରୁ ହେଲେ ରାଜନେତ୍ରୀ । ଲୋକସଭା ନିର୍ବାଚନରେ ଏଥର ମୈଦାନକୁ ଓହ୍ଲାଇବେ ରଚନା । ଏଥିପାଇଁ ଟିଏମସି ତରଫରୁ ଆଜି ମିଳିଛି ଟିକଟ୍ । ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମଥର ଲୋକସଭା ଲଢ଼ିବେ । ଟିଏମସି ରଚନା…

ବୋରଓ୍ବେଲରେ ପଡ଼ିଥିବା ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୋରଓ୍ବେଲରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବୋରଓ୍ବେଲ ୪୦ ଫୁଟ ଗଭୀର ଥିଲା । ଗତକାଲି ରାତିରେ କାଶୀପୁର ସ୍ଥିତ ଦିଲ୍ଲୀ ଜଳ ବୋର୍ଡର ଟ୍ରିଟେମଣ୍ଟ ପ୍ଲାଣ୍ଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ବୋରୱେଲ ଟ୍ରିଟମେଣ୍ଟ ପ୍ଲାଣ୍ଟର ଏକ କୋଠରୀରେ ଥିଲା ଏବଂ…

୨୦୦୦ ରୁ ୨୦୧୯: ଜାଣନ୍ତୁ ଗତ ୫ ଟି ଲୋକସଭା ନିର୍ବାଚନରେ ସିଇସି ସମେତ କେତେଜଣ ନିର୍ବାଚନ କମିଶନର୍ ଆୟୋଗରେ ଥିଲେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହାପୂର୍ବରୁ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ବର୍ତ୍ତମାନ କେବଳ ମୁଖ୍ୟ…

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ୟୁସୁଫ୍ ପଠାନ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ଦଳ ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବହରାମପୁରରୁ…

ନିର୍ବାଚନ କମିଶନଙ୍କ ଇସ୍ତଫା ଘଟଣା, ସାମ୍ନାକୁ ଆସିଲା ସତ!

ନୂଆଦିଲ୍ଲୀ: କିଛି ଦିନ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ଏହା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ । ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କର ଇସ୍ତଫା ରାଜନୀତିକୁ ବେଶ ସରଗରମ୍ କରିଛି । ଶନିବାର ଦିନ ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି…

ୟୁପି ଗସ୍ତରେ ମୋଦୀ, କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜମଗଡ: ସକାଳୁ ସକାଳୁ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରାଣାସୀ ସଂସଦ ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ କାଶୀରେ ପହଞ୍ଚି ତାଙ୍କ ନିର୍ବାଚନମଣ୍ଡଳୀରେ ଏକ…