Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନୀ ବଣ୍ଡ: ଏସବିଆଇ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନା ମିଳିବ ମହଲତ?

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ। ଗତ ସପ୍ତାହରେ ଏସବିଆଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ରାଜନୈତିକ ଦଳମାନଙ୍କ ଦ୍ୱାରା ନଗଦ ହୋଇଥିବା ପ୍ରତ୍ୟେକ ନିର୍ବାଚନୀ ବଣ୍ଡର (ଇଲେକ୍ଟୋରାଲ ବଣ୍ଡ) ବିବରଣୀ…

ୱାୟନାଡରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କିଏ, ବଢ଼ିବ କି ଇଣ୍ଡିଆ ମେଣ୍ଟର ଫାଟ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆନୁଷ୍ଠାନିକ ଭାବେ ୩୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଉଲ୍ଲେଖନୀୟ ନାମ ମଧ୍ୟରେ ଅଛନ୍ତି ରାହୁଲ ଗାନ୍ଧି, ଯିଏ କି ପୁଣି ଥରେ କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନ…

ୱାୟନାଡ଼ରୁ ରାହୁଲ ଗାନ୍ଧୀ, ରାଜନନ୍ଦାଗାଓଁରୁ ଭୂପେଶ ବଘେଲ ଲଢିବେ ନିର୍ବାଚନ, କଂଗ୍ରେସ ଜାରିକଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହୋଇପାରେ। ଏଥିପାଇଁ ଆଜି କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ରାହୁଲ ଗାନ୍ଧୀ, ଭୁପେଶ ବଘେଲଙ୍କ…

ରାସ୍ତାରେ ନମାଜ ପାଠକୁ ନେଇ ହଙ୍ଗମା, ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ…

ଆନ୍ଧ୍ରରେ ବିଜେପି-ଟିଡ଼ିପି ମେଣ୍ଟ !

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି ଏବଂ ଜନସେନାଙ୍କ ମିଳିତତା ପ୍ରାୟ ଚୂଡାନ୍ତ ହୋଇଛି। ଖବର ରହିଛି ଯେ ବିଜେପି ୬ ରୁ ୮ ଲୋକସଭା ଏବଂ ୧୦ ରୁ ୧୨ ବିଧାନସଭା ଆସନରେ ନିର୍ବାଚନ ଲଢିପାରେ। ଯେହେତୁ ଜନସେନା ୩ଟି ଲୋକସଭା ଏବଂ ୨୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢିପାରିବେ। ତେଲୁଗୁ…

ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ଘୋଷଣା କଲେ ପିଡିପି ମୁଖ୍ୟ

ଶ୍ରୀନଗର: ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ମେହବୁବା ମୁଫତିଙ୍କ ଦଳ ପିଡିପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 'ବିଜେପିକୁ ପରାସ୍ତ କରିବାକୁ ସେ ଏକାଠି ନିର୍ବାଚନ ଲଢିବାକୁ ଚାହାନ୍ତି, କିନ୍ତୁ ଜାତୀୟ ସମ୍ମିଳନୀର…

‘ଗାନ୍ଧୀ ପରିବାର ନିର୍ବାଚନ ଲଢିଲେ ତାଙ୍କ ପାଇଁ ଅନନ୍ତନାଗ ଆସନ ଛାଡିଦେବି’

ଶ୍ରୀନଗର: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଲଦାଖ ଆସନରେ କଂଗ୍ରେସ ସହ ଏକ ଚୁକ୍ତି କରିଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଅନନ୍ତନାଗରୁ ନିର୍ବାଚନ ଲଢନ୍ତି, ତେବେ ସେ ସେମାନଙ୍କ ପାଇଁ ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ…

ବିଶ୍ବର ଟପ୍ ୩୮ କଫି ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତର ଫିଲ୍ଟର କଫି

ନୂଆଦିଲ୍ଲୀ: କଫି ଏକ ସୁଗନ୍ଧିତ ପାନୀୟ ଯାହା ଏହାର ସୁସ୍ବାଦୁ ତିକ୍ତ ସ୍ୱାଦ ପାଇଁ ବେଶ ପରିଚିତ । ସମଗ୍ର ବିଶ୍ବରେ ଏମିତି ଅନେକ କଫି ପ୍ରେମୀ ରହିଛନ୍ତି, ଯେଉଁମାନଙ୍କ ଦିନର ଆରମ୍ଭ କଫିରୁ ହିଁ ହୋଇଥାଏ । ସକାଳୁ ସକାଳୁ ହେଉ କିମ୍ବା ସନ୍ଧ୍ୟା ସମୟରେ କଫି କପେ ପଡେଗଲେ ସବୁ କଛି ଠିକ୍ ଚାଲିବ…

ସାଢେ ପାଞ୍ଚ ବର୍ଷରେ ଗର୍ଭବତୀ ହୋଇଥିଲା ଏହି ଝିଅଟି, ୩ କିଲୋର ଏକ ଶିଶୁ ପୁତ୍ରକୁ ଦେଇଥିଲେ ଜନ୍ମ

ଭୁବନେଶ୍ଵର: ବୟସ ମାତ୍ର ସାଢେ ୫ବର୍ଷ । ଯେଉଁ ବୟସରେ ଜଣେ ଶିଶୁ ଭଲରେ କଥାବି କହିପାରେନି ସେହି ବୟସରେ ଯଦି ଏକ ଶିଶୁ ଗର୍ଭବତୀ ହୁଏ ତେବେ ସେହି ଶିଶୁ ପାଇଁ ତା’ ଜୀବନ କେତେ ଯେ କଷ୍ଟମୟ ତାହା ଭାବିବା ବି ମୁସ୍କିଲ । ଏବେ ଆପଣ ଭାବୁଥିବେ ଯେ ଆମେ ଏପରି କଣ କହୁଛୁ । ୫ବର୍ଷ ବୟସରେ ଏକ ଶିଶୁ…