Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଢେ ପାଞ୍ଚ ବର୍ଷରେ ଗର୍ଭବତୀ ହୋଇଥିଲା ଏହି ଝିଅଟି, ୩ କିଲୋର ଏକ ଶିଶୁ ପୁତ୍ରକୁ ଦେଇଥିଲେ ଜନ୍ମ

ଭୁବନେଶ୍ଵର: ବୟସ ମାତ୍ର ସାଢେ ୫ବର୍ଷ । ଯେଉଁ ବୟସରେ ଜଣେ ଶିଶୁ ଭଲରେ କଥାବି କହିପାରେନି ସେହି ବୟସରେ ଯଦି ଏକ ଶିଶୁ ଗର୍ଭବତୀ ହୁଏ ତେବେ ସେହି ଶିଶୁ ପାଇଁ ତା’ ଜୀବନ କେତେ ଯେ କଷ୍ଟମୟ ତାହା ଭାବିବା ବି ମୁସ୍କିଲ । ଏବେ ଆପଣ ଭାବୁଥିବେ ଯେ ଆମେ ଏପରି କଣ କହୁଛୁ । ୫ବର୍ଷ ବୟସରେ ଏକ ଶିଶୁ…

ମହାଶିବରାତ୍ରୀରେ ଅଘଟଣ, ଶିବଙ୍କ ବରଯାତ୍ରୀ ସମୟରେ କରେଣ୍ଟ ଲାଗି ୧୪ ଆହତ

ଜୟପୁର: ମହାଶିବରାତ୍ରୀରେ ଘଟିଲା ଅଘଟଣ । ଭଗବାନ ଶିବଙ୍କ ବରଯାତ୍ରୀ ଯାଉଥିବା ସମୟରେ କରେଣ୍ଟ ଲାଗି ୧୪ ଗୁରୁତର ଆହତ । ସମସ୍ତ ଆହତଙ୍କୁ ନିକଟସ୍ଥ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି କୋଟାର କୁନ୍ହାଡି ଥର୍ମାଲ ଛକ ନିକଟରେ । ସୂଚନା ଅନୁସାରେ,…

ମହିଳା ଦିବସରେ ମହିଳାଙ୍କୁ ସମ୍ମାନ, ରାଜ୍ୟସଭା ପାଇଁ ମନୋନୀତ ହେଲେ ସୁଧା ମୁର୍ତ୍ତୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟବସାୟୀ ତଥା ଇନଫୋସିସ୍ ଚେୟାରମ୍ୟାନ୍ ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ମହିଳା ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ।…

କୋଟାରେ ପୁଣି ଜୀବନ ହାରିଲେ ଆଉ ଏକ ଛାତ୍ର, ଜେଇଇ ପରୀକ୍ଷାରେ ବିଫଳ ହେତୁ ନେଲେ ଏପରି ନିଷ୍ପତି

ଜୟପୁର: ଶିକ୍ଷା ନଗରୀ କୋଟାରେ କ୍ରମାଗତ ଭାବରେ ବଢୁଛି ଆତ୍ମହତ୍ୟା ମାମଲା । ବଢୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ ପ୍ରଶାସନର ସମସ୍ତ ବ୍ୟବସ୍ଥା ଫେଲ୍ ମାରୁଛି । ଏହାରି ଭିତରେ କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ସେ JEE କ୍ଲିୟର କରିନପାରିବାରୁ ଏପରି…

ଗ୍ୟାସ ସିଲିଣ୍ଡର ଦର କମିବାକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେର ଦେଶର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପିଏମ ମୋଦୀ ଏକ ବଡ଼ ହ୍ରାସ କରିଥିବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦…

ଜୟା କିଶୋରୀ ଓ ମୈଥିଲି ଠାକୁରଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆଓ୍ବାର୍ଡ ପ୍ରଦାନ କଲେ…

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଦେଇଥିବା ବହୁ ଯୁବ ସେଲିବ୍ରିଟିଙ୍କୁ ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦ଟି ବର୍ଗରେ ୨୩…

‘ରାହୁଲ ଗାନ୍ଧୀ କେଉଁଠାରୁ ନିର୍ବାଚନ ଲଢିବେ ସେନେଇ କେବଳ ସିଇସି ନିଷ୍ପତ୍ତି ନେବେ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ଲୋକସଭା ନିର୍ବାଚନ ତାରିଖ । ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି । କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀଙ୍କ ଗୋଟିଏ ତାଲିକା…

ଦେଶ ବାହାରକୁ ଯିବାକୁ ଚାହୁଁଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ଦେଶ ଛାଡିବାକୁ ଚାହୁଁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାର ଦୋଷୀ ଏସ୍. ନଳିନୀ। ଏଥିପାଇଁ ସେ ମଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପାସପୋର୍ଟ ପାଇବା ଉଦ୍ଦେଶ୍ୟରେ ତାଙ୍କ ସ୍ୱାମୀଙ୍କୁ ଭାରତର ଶ୍ରୀଲଙ୍କା ଡେପୁଟି ହାଇ କମିଶନଙ୍କ ନିକଟରେ…

ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଖୁସି ଖବର, ଏହି ତାରିଖରେ ଖୋଲିବ ବାବା କେଦାରନାଥଙ୍କ ଦ୍ଵାର

ଡେରାଡୁନ: ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର । ମେ ୧୦ରୁ ଖୋଲିବ କେଦାରନାଥ ଧାମ । ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ ଓଁକାରେଶ୍ଵର ମନ୍ଦିରର ଆଚାର୍ଯ୍ୟଗଣଙ୍କ ସମ୍ମୁଖରେ କେଦାରନାଥ ମନ୍ଦିରର ଦ୍ୱାର କେବେ…

ହାଇଟେକ୍ ସିଟିରେ ଜଳ ସଙ୍କଟ; ପ୍ରଶାସନ ପକ୍ଷରୁ କଟକଣା

ବେଙ୍ଗାଲୁରୁ:  ଖରା ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଦେଇଛି । ଫଳରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।  କାର୍ ଧୋଇବା,  ବଗିଚାରେ ପାଣି ଦେବା, ନିର୍ମାଣ କାମରେ ଜଳ ବ୍ୟବହାର, ୱାଟର ଫାଉଣ୍ଟେନ,  ରାସ୍ତା ନିର୍ମାଣ କାମରେ…