Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ । ୟୁପିର ଆମ୍ବେଦକର ନଗର ଆସନରୁ ଇସ୍ତଫା ଦେଇଛନ୍ତି ବିଏସପି ଲୋକସଭା ସାଂସଦ ରିତେଶ ପାଣ୍ଡେ । ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । …

ଭାରତର ଏହି ରାଜ୍ୟରେ ରହିଛି ସବୁଠାରୁ ଅଧିକ ମନ୍ଦିର…

ଚେନ୍ନାଇ: ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକ ବସବାସ କରନ୍ତି । ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏସବୁ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ହିନ୍ଦୁ ଧର୍ମର ପ୍ରାୟ ୯୭…

ବିନା ଡ୍ରାଇଭରରେ ଶହେ କିମି ବେଗରେ ଦୌଡ଼ିଲା ମାଲଗାଡ଼ି

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ନିକଟରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡି ଟ୍ରେନ୍ ହଠାତ୍ ଶହେ କିଲୋମିଟର ଦ୍ରୁତ ଗତିରେ ଦୌଡ଼ିବାରେ ଲାଗିଥିଲା । ତେବେ ଏହି ମାଲଗାଡ଼ିରେ ଟ୍ରେନ୍ ଡ୍ରାଇଭର ନଥିଲେ । ବିନା ଡ୍ରାଇଭରରେ ମାଲଗାଡି ରେଳ ଧାରଣାରେ ଚାଲୁଥିଲା ।…

ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ,…

ଆସନ୍ତା ୩ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଲୋକପ୍ରିୟ 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ନମୋ ଦିଦି ଡ୍ରୋନ ଉପରେ ଆଲୋଚନା ହେଉଛି । ମହିଳା…

ମଦୁଆ ମାନଙ୍କ ଦେଶ, ଜାଣନ୍ତୁ ଏଠାରେ ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି

ନୂଆଦିଲ୍ଲୀ: ମଣିଷ କେବଳ ଆଜି ନୁହେଁ ଶତାବ୍ଦୀ ଶତାବ୍ଦୀ ଧରି ମଦ୍ୟପାନ ସହିତ ଜଡିତ । ଭାରତ ସମେତ ସମଗ୍ର ବିଶ୍ୱରେ ଲୋକମାନେ ମଦ୍ୟପାନ କରିଥାଆନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କାର ମଦ ବିକ୍ରି କରାଯାଏ । କଣ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି? ତେବେ ଆସନ୍ତୁ…

ନ୍ୟୁୟର୍କର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ନ୍ୟୁୟର୍କର ହାଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକକ ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଫାଜିଲ୍ ଖାନ୍ ବୋଲି ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ମୃତକଙ୍କ ପରିବାର…

ଦ୍ଵାରକା ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ ହେଲା ଦେଶର ସବୁଠୁ ବଡ ଲମ୍ବା ବ୍ରିଜ୍

ଅହମ୍ମଦାବାଦ: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ଅବସରରେ ଗୁଜୁରାଟକୁ ଅନେକ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ସାରା ଦେଶରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୫୨,୨୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ…

ସ୍କୁଲ ନିକଟରୁ ମଦ ଦୋକାନ ହଟାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୫ ବର୍ଷର ଛାତ୍ର

ନୂଆଦିଲ୍ଲୀ: କାନପୁରର ଜଣେ ୫ ବର୍ଷ ଛାତ୍ର ତାଙ୍କ ସ୍କୁଲ ନିକଟରେ ଥିବା ମଦ ଦୋକାନ ହଟାଇବା ପାଇଁ  ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଛାତ୍ର ଜଣଙ୍କ ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଫେବୃଆରୀ ୨୩ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।…

ଏଣିକି ରାମେଶ୍ଵର ଯାତ୍ରା ହେବ ଆହୁରି ସହଜ, ନଜର ପକାନ୍ତୁ ଏହି ଅନନ୍ୟ ସେତୁ ଉପରେ…

ଚେନ୍ନାଇ: ଏଣିକି ରମେଶ୍ୱରାମ ଯାତ୍ରା ହେବ ଆହୁରି ସହଜ । ଦେଶର କୋଣ ଅନୁକୋଣରୁ ଲୋକମାନେ ସିଧାସଳଖ ଟ୍ରେନରେ ଏହି ଧାର୍ମିକ ସ୍ଥାନରେ ପହଞ୍ଚି ପାରିବେ। ସିଧାସଳଖ ଭାବେ ଏଠାରେ ଟ୍ରେନ୍ ଚଳାଇବା ପାଇଁ ସମୁଦ୍ରରେ ପବନ ବ୍ରିଜ୍ ନିର୍ମାଣ କରାଯାଉଛି । ଯାହା ଏବେ ଶେଷ ପର୍ଯ୍ୟାୟରେ । ଖୁବ୍ ଶୀଘ୍ର…