Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ସନ୍ଦେହରେ ଅଟକ ପାରାକୁ ଶେଷରେ ଛଡାଗଲା

ମୁମ୍ବାଇ: ୮ ମାସ ତଳେ ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗୋଟିଏ ପାରାକୁ ଅଟକ ରଖାଯାଇଥିଲା । ସମସ୍ତ ପ୍ରକାର ତଦନ୍ତ ସରିବା ପରେ ଏବେ ଏହି ପାରାକୁ ଶେଷରେ ମୁକ୍ତ କରାଯାଇଛି । ଗତ ବର୍ଷ ମେ ମାସରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର ପୋଲିସ ଗୋଟିଏ ପାରାକୁ ଧରିଥିଲେ । ଏହାର…

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ…

ଜ୍ଞାନବ୍ୟାପୀ ବିବାଦ: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ, ମିଳିଲା ପୂଜା କରିବାର ଅନୁମତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁମାନଙ୍କ ସପକ୍ଷରେ ଆସିଛି ରାୟ। ଏଠାରେ ପୂଜା ପାଠ କରିବା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ। ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ହିନ୍ଦୁ ଦଳକୁ…

ଇଣ୍ଡିଆ ମେଣ୍ଟକୁ ଉପଦେଶ ଦେଲା ଟିଏମସି, କହିଲା ପଶ୍ଚିମ ବଙ୍ଗ ପାଇଁ କରନି ଚିନ୍ତା

କୋଲକାତା:ପାଖେଇ ଆସୁଛି ଲୋକସଭା ନିର୍ବାଚନର ଦିନ। କିନ୍ତୁ ଛିଡୁନି ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟା। ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଙ୍କରି ମେଣ୍ଟ ଦଳକୁ କରିଛନ୍ତି ଟାର୍ଗେଟ।  ଆସନ ବାଣ୍ଟିବା ନେଇ ତୃଣ ମୂଳ କଂଗ୍ରେସ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି।  ଟିଏମସି…

ମୋଟା ବରଫର ଚାଦର ତଳେ ହିମାଚଳ ପ୍ରଦେଶ, ଶିମଲାର ଦୃଶ୍ୟ ଦେଖି ଆପଣ ବି ହୋଇଯିବେ ଖୁସ୍

ହିମାଚଳ ପ୍ରଦେଶ: ଦୀର୍ଘ ଦିନର ଅପେକ୍ଷା ପରେ ହିମାଚଳ ପ୍ରଦେଶର ଶିମଲାରେ ତୁଷାରପାତ ଦେଖିବାକୁ ମିଳିଛି । ଶିମଲାର ଉଚ୍ଚସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ବରଫର ଏକ ମୋଟା ଚାଦର ତଳେ ଲୁଚି ଯାଇଛି ସେଠାକାର ଘର । ଯାହା ଏକ ମୋଟା ଧଳା ପାହାଡର ଭ୍ରମ ସୃଷ୍ଟି କରୁଛି । ଯାହାକୁ ଦେଖି…

ନୂଆ ସଂସଦରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ: ‘ନୂଆ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ’

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ…

କିଏ କରିଥିଲେ ବଟର୍ ଚିକେନର ଆବିଷ୍କାର, ରାୟ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । ଆଉ କଥା ଯେତେବେଳେ ଚିକେନ୍ ଉପରକୁ ଆସେ ତ ଲୋକେ କହିବେ ବା କଣ । ଅନେକ ଲୋକ ଆମିଷ ଭିତରୁ ଚିକେନକୁ ବେଶି ଭଲ ପାଇଥାନ୍ତି । ଆଉ ଚିକେନ ଭିତରୁ ଲୋକଙ୍କର ପ୍ରଥମ ପସନ୍ଦ ବଟର୍ ଚିକେନ୍ । ତେବେ କଣ ଆପଣ ଜାଣନ୍ତି କି ବଟର୍ ଚିକେନର ରେସିପିର…

ଜଟିଳ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ: ୩୨ଟି ସିଙ୍ଗଡାର ମୂଲ୍ୟ ୮୦୦ ଟଙ୍କା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଯାହା ପାକିସ୍ତାନର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।…

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା, ଏହି ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ ପ୍ରବେଶ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ…

ନିଜ ସନ୍ତାନ ନୁହେଁ ବରଂ ପାଳିତ ବିଲେଇ-କୁକୁରଙ୍କ ନାଁରେ ମହିଳା କଲେ ୨୩ କୋଟି ସମ୍ପତ୍ତି

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଶୁଣିଥିବେ ଯେ, ଯେତେବେଳେ ମା’, ବାପା ବୃଦ୍ଧ ହୋଇଯାଆନ୍ତି ସେତେବେଳେ ସେମାନେ ତାଙ୍କର ସମସ୍ତ ସମ୍ପତ୍ତି ସେମାନଙ୍କ ସନ୍ତାନ ମାନଙ୍କ ନାଁରେ କରିଦେଇଥାନ୍ତି । କିନ୍ତୁ କିଛି ଟା କ୍ଷେତ୍ରରେ ଏହା ହୋଇନଥାଏ । ଅନେକ ସମୟରେ ଲୋକମାନେ ସେମାନଙ୍କ ସମ୍ପତ୍ତି…