Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍କନ ମନ୍ଦିରର କ’ଣ ରହିଛି ଇତିହାସ? କିପରି ହୋଇଥିଲା ‘ହରେ କୃଷ୍ଣ ମୁଭମେଣ୍ଟ’ ର ଆରମ୍ଭ…

ନୂଆଦିଲ୍ଲୀ: 'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ଭକ୍ତମାନେ ମନ୍ଦିର ଠାରୁ ଆରମ୍ଭ କରି ମଥୁରା, ଶ୍ରୀମନ୍ଦିର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କୃଷ୍ଣ ଭକ୍ତିରେ ଲିନ ଥିବା ନଜର ଆସିଥାନ୍ତି । ଭାରତ ବ୍ୟତୀତ ଲଣ୍ଡନ,…

ମୋଦି ସରକାର ଚଳାଇବେ ୫୦ ଅମୃତ ଭାରତ ଟ୍ରେନ, ଅଶ୍ୱିନ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳ ଖୁବ୍ ଶୀଘ୍ର ଦେଶରେ ୫୦ ଅମୃତ ଭାରତ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ କେବଳ ଦୁଇଟି ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ୩୦ ଡିସେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଭୟଙ୍କର ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିଲା। ଏହାର କେନ୍ଦ୍ରବିନ୍ଦୁ କାର୍ଗିଲର ୧୪୮ କିଲୋମିଟର…

MSPକୁ ନେଇ ହୋଇ ପାରିଲାନି ନିଷ୍ପତ୍ତି, ୨୧ରେ ଦିଲ୍ଲୀ ଘେରାଉ କରିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ କୃଷକମାନେ ଅରାଜି ହୋଇଛନ୍ତି। ସରକାରଙ୍କ ପ୍ରସ୍ତାବକୁ ସିଧାସଳଖ ଖାରଜ କରିଦେଇଛନ୍ତି ଚାଷୀ ସଂଗଠନ। ରବିବାର ରାତିରେ ଚଣ୍ଡିଗଡ଼ର କୃଷକମାନେ ସରକାରଙ୍କ ଥିବା ଫସଲ ବ୍ୟତୀତ ଆଉ ଚାରିଟି ଫସଲ ଉପରେ ଏମଏସପି ଦେବାକୁ ରାଜି ହୋଇଥିଲେ। କୃଷକ ନେତାମାନେ…

ଆୟୁଷ ମନ୍ତ୍ରଣାଳୟରେ ବାହାରିଲା ବମ୍ପର ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯୋଗ ତାଲିମ ପାଇଁ ଆୟୁଷ ମନ୍ତ୍ରଣାଳୟ ଯୋଗ ପ୍ରଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ଆୟୁର୍ବେଦିକ ଏବଂ ୟୁନାନି ଅଧିକାରୀ ଡ଼ଃ. ଅମରଦୀପ ସିଂ କହିଛନ୍ତି ଯେ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ରଗୁଡ଼ିକରେ ଯୋଗ ଏବଂ ଯୋଗ କାର୍ଯ୍ୟକଳାପ ଦ୍ୱାରା…

ସରକାରୀ ଲାଭ ହାସଲ ପାଇଁ ଜଣେ ମହିଳା ୧୨ ଥର ମିଛ ଗର୍ଭପାତ କରାଇଥିଲେ

ନୂଆଦିଲ୍ଲୀ: ଇଟାଲୀର ଜଣେ ମହିଳା ସରକାରୀ ସୁବିଧା ହାତେଇବା କିପରି ମିଛ କହିଥିଲେ ତାହା ଏବେ ଖୁଲାସା ହୋଇଛି । ମହିଳା ଜଣଙ୍କ ୧୨ ଥର ଗର୍ଭପାତ କରାଇଥିବା ମିଛ ପ୍ରମାଣ ଦେଇ ଛୁଟି ଏବଂ ଅନ୍ୟ ସୁବିଧା ସୁଯୋଗ ସମେତ ୯୮ ଲକ୍ଷ ଟଙ୍କା ସରକାରୀ ଫାଇଦା ହାସଲ କରିଥିଲେ । ୨୪ ବର୍ଷ ଧରି ସେ ଏହି…

ଓଁ ମନ୍ଦିରରେ ହେଲା ପ୍ରାଣପ୍ରତିଷ୍ଠା, ନିର୍ମାଣ ପାଇଁ ଲାଗିଥିଲା ୩୦ ବର୍ଷ

ନୂଆଦିଲ୍ଲୀ: ରାଜସ୍ଥାନର ପାଲି ଜିଲ୍ଲାରେ ବିଶ୍ୱର ପ୍ରଥମ ଓମ୍ ଆକୃତିର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯାହାର ପ୍ରାଣପ୍ରତିଷ୍ଠା ଆଜି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ହୋଇଥିଲା। ପ୍ରାଣପ୍ରତିଷ୍ଠା ସମାରୋହରେ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା…

ଭାରତୀୟ ପାସପୋର୍ଟର ମାନ୍ୟତାରେ ହ୍ରାସ, ୬୨ଟି ଦେଶକୁ ବିନାଭିସାରେ ଯାଇପାରିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ବିଶ୍ୱ ଭ୍ରମଣ କରିବାକୁ ଏକ ପାସପୋର୍ଟ ଆବଶ୍ୟକ। ଏକ ଶକ୍ତିଶାଳୀ ପାସପୋର୍ଟ ନାଗରିକମାନଙ୍କୁ ବିନା ଭିସାରେ ବିଭିନ୍ନ ଦେଶ ଭ୍ରମଣ କରିବାରେ ସାହାଯ୍ୟ କରେ। ଏଭଳି ପରିସ୍ଥିତିରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଦେଶର ମଜବୁତ ସ୍ଥିତିକୁ ଆଧାର କରି ପାସପୋର୍ଟର ମାନକୁ ନିର୍ଦ୍ଧାରଣ…

ପୁରୁଷ ନା ମହିଳା, କିଏ କରନ୍ତି ବେଶୀ ଅନଲାଇନ ସପିଂ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ, ମହିଳା ମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅନଲାଇନ ସପିଂ କରିଥାଆନ୍ତି । କିନ୍ତୁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦ (ଆଇଆଇଏମ୍ ଅହମ୍ମଦାବାଦ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏକ ଭିନ୍ନ…

ଓଡ଼ିଶା ସମେତ ୭ଟି ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି; ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ

ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ…