Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦେଶୀ ମାନଙ୍କର ମଧ୍ୟ ପସନ୍ଦ ଦିଲ୍ଲୀର ଏହି ୫ଟି ସ୍ଥାନ, କଣ ଆପଣ ଯାଇଛନ୍ତି କି କେବେ…

ନୂଆଦିଲ୍ଲୀ: ଆମେ ସବୁବେଳେ ସାପ୍ତାହିକ ଛୁଟି କିମ୍ବା କିଛି ଲମ୍ବା ସମୟର ଛୁଟି ନେଇ କିଛି ସୁନ୍ଦର ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି । ଏପରି ସ୍ଥଳେ ଯଦି ଆପଣ ଦିଲ୍ଲୀ ଯାଉଛନ୍ତି ଏବଂ ସେ ଯାଗା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ଏପରି ୫ଟି ପର୍ଯ୍ୟଟନ…

ଇଡିର ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ବେଖାତିର୍, ଆପ୍ କହିଲା କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କର

ନୂଆଦିଲ୍ଲୀ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଷଷ୍ଠ ସମନକୁ ବି ଖାତିର କଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବେନାହିଁ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା…

ଯଦି ସୁଦାମା ଆଜି ଭଗବାନ କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ତେବେ ତାଙ୍କ ଉପରେ ମଧ୍ୟ ଭ୍ରଷ୍ଟାଚାରର ଆରୋପ ଲାଗିଥାଆନ୍ତା:…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ୱଲରେ କଳ୍କି ଧାମର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ଉତ୍ତରପ୍ରଦେଶର ମାଟିରୁ ଭକ୍ତି ଓ ଆଧ୍ୟାତ୍ମିକତାର ଆଉ ଏକ ସ୍ରୋତ ପ୍ରବାହିତ ହେଉଛି। ଆଜି ଅନ୍ୟ ଏକ ପବିତ୍ର ସ୍ଥାନର ଭିତ୍ତିପ୍ରସ୍ତର ସ୍ଥାପନ…

ଭାରତର ଏହି ରେଲୱେ ଷ୍ଟେସନରେ ଟିକେଟ କିଣି ମଧ୍ୟ କେହି କରନ୍ତିନି ଯାତ୍ରା, ଆଶ୍ଚର୍ଯ୍ୟ କରିଦେବ ଏହାର କାହାଣୀ

ଲକ୍ଷ୍ନୌ: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ | ଯାହା ମାଧ୍ୟମରେ କୋଟି କୋଟି ଲୋକ ପ୍ରତ୍ୟକ ଦିନ ଯାତ୍ରା କରନ୍ତି | କିନ୍ତୁ କଣ ଆପଣ ଜାଣନ୍ତି କି, ଭାରତରେ ଏକ ଏପରି ରେଳ ଷ୍ଟେସନ ଅଛି ଯେଉଁଠାରେ ଲୋକମାନେ କେବଳ ଟିକେଟ କିଣନ୍ତି କିନ୍ତୁ ସେଠାରୁ ଟ୍ରେନରେ ଯାତ୍ରା…

ବିବାହ ପାଇଁ ନିଜ ଅଟୋରେ ହୋର୍ଡିଂ ଲଗାଇଲେ ଚାଳକ

ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଇ-ରିକ୍ସା ଚାଳକ ନିଜର ବୈବାହିକ ସ୍ଥିତି ଓ ଯୋଗ୍ୟତାର ବିଜ୍ଞାପନ ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଦୀପେନ୍ଦ୍ର ରାଠୋର ତାଙ୍କ ଗାଡିରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ଇଚ୍ଛୁକ ଯୁବତୀଙ୍କୁ ବିବାହ ପାଇଁ ତାଙ୍କ ସହ…

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ନେତାଙ୍କୁ ମିଳିଲା ଗୁରୁମନ୍ତ୍ର

ନୂଆଦିଲ୍ଲୀ:ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ରବିବାର ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ସନ୍ଦେଶଖାଳୀ ମାମଲା: ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ, ବ୍ୟାକଫୁଟରେ ମମତାଙ୍କ ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଳୀ ମାମଲାର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ନିକଟରେ ଜଣେ ଓକିଲ ଏହି ମାମଲାରେ ଜନସାଧାରଣଙ୍କ ସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ତଦନ୍ତ ଏବଂ ପରବର୍ତ୍ତୀ କୋର୍ଟ ଶୁଣାଣି ପଶ୍ଚିମବଙ୍ଗ କରିବାକୁ ଆବେଦନକାରୀ ଓକିଲ ଅନୁରୋଧ କରିଛନ୍ତି।…

ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିବାକୁ ହରିଆଣାରୁ ଆସିବେ ଚାଷୀ !

ନୂଆଦିଲ୍ଲୀ: ହରିୟାଣା ଏବଂ ପଞ୍ଜାବର କୃଷକମାନେ ସେମାନଙ୍କ ଦାବି ପାଇଁ ନିରନ୍ତର କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି। ରବିବାର ଦିନ କୃଷକଙ୍କ ଦାବିକୁ ସମର୍ଥନ କରିବା ପାଇଁ ହରିୟାଣାର ମାନେସରରେ ଦକ୍ଷିଣ ହରିୟାଣା କିସାନ୍ ଖାପଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଙ୍ଗଳବାର…

ବିଶ୍ୱର ସର୍ବୋଚ୍ଚ ପୋଲ ଚେନାବ ବ୍ରିଜକୁ ଉଦଘାଟନ କରିବେ ମୋଦୀ, ଜାଣନ୍ତୁ ଏହି ବ୍ରିଜ ସମ୍ପର୍କରେ….

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏବଂ ଧାରା ୩୭୦ ହଟାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏଠାରେ ସେ ବିଶ୍ୱର ସର୍ବୋଚ୍ଚ ସେତୁ ଉଦଘାଟନ କରିବେ। ଏହା ସହିତ ସେ ୩୧୬୧ କୋଟିରୁ ଅଧିକ ମୂଲ୍ୟର ୨୦୯ ପ୍ରକଳ୍ପର…