Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁର୍ଘଟଣାଗ୍ରସ୍ତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ରବିବାର ଦିନ ଚାନ୍ଦୁଲିରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ ଲୋକମଣି ତିଲକ ଏକ୍ସପ୍ରେସ ଟ୍ରେନ ସହିତ ଜେସିବି ବହୁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରେନର ଇଞ୍ଜିନ ସହିତ ଜେସିବି ଧକ୍କା ଲାଗିବା ଫଳରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା…

Paytmକୁ ନେଇ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ସର୍ଭିସ କମ୍ପାନୀ ପେଟିଏମର ବ୍ୟାଙ୍କିଙ୍ଗ ୟୁନିଟ୍ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର କାର୍ଯ୍ୟ ଅନ୍ୟ ଫିଣ୍ଟେକ୍ କମ୍ପାନୀଗୁଡିକ ପାଇଁ ଏକ ଶିକ୍ଷା ସଦୃଶ। ଏହି ପ୍ରସଙ୍ଗରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି…

ବଢିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ଜୁନ୍ ଯାଏଁ ପଦରେ ରହିବେ

ନୂଆଦିଲ୍ଲୀ: ବଢିଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି । ଜାନୁଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତିକୁ ଆଜି ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ…

ସାବାଡ ହେବେ ବାଲି ମାଫିଆ, ଏଣିକି ଅନଲାଇନରେ ବିକ୍ରି ହେବ ବାଲି

ମୁମ୍ବାଇ: ଥମୁନି ବାଲି ମାଫିଆଙ୍କ ରାଜୁତି। ଯାହାକୁ ରୋକିବା ପାଇଁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। 'ବିନା ଲାଭ ବିନା କ୍ଷତି'ରେ ଏହି ବିକ୍ରି ହେବ…

ସମାଧୀ ନେଲେ ଜୈନ ଗୁରୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ, ଟ୍ବିଟ୍ କରି ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ରାୟପୁର: ଜୈନ ଧର୍ମର, ଦିଗର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ ଦେହତ୍ୟାଗ କରିଛନ୍ତି । ସେ ଗତକାଲି ଅର୍ଥାତ୍ (ଫେବୃଆରୀ ୧୭) ବିଳମ୍ବିତ ରାତି ୨ ଟା ୩୫ରେ ଛତିଶଗଡ ଡୋଙ୍ଗରଗଡର ଚନ୍ଦ୍ରଗିରି ତିର୍ଥା ଠାରେ ସମାଧୀ ନେଇଛନ୍ତି । ଏହାପୂର୍ବରୁ ସେ ଆଚାର୍ଯ୍ୟ ପଦରୁ ଇସ୍ତଫା…

ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା, ଦିଲ୍ଲୀ ଗଲେ ଅସନ୍ତୁଷ୍ଟ ବିଧାୟକ

ରାଞ୍ଚି: ସଂକଟରେ ଝାଡଖଣ୍ଡର ଚମ୍ପାଇ ସୋରେନଙ୍କ ସରକାର। କ୍ୟାବିନେଟର ସମ୍ପ୍ରସାରଣ ପରେ ବିଭାଗଗୁଡିକ ବିଭାଜିତ ହୋଇଥିଲେ। ଏହା ସହିତ ଝାଡଖଣ୍ଡ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଏବଂ କିଛି…

୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ…

ଏମଏସପି ଉପରେ ଅଧ୍ୟାଦେଶ ଆଣିବା ପାଇଁ କୃଷକ ସଂଗଠନର ଦାବି

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଏକାଧିକ ଦାବି କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଆଜି ଆନ୍ଦୋଳନର ଆଜି ପଞ୍ଚମ ଦିନ ଥିଲା। ଏହି ସମୟରେ ଆଜି ଅର୍ଥାତ୍ ଶନିବାର ଦିନ କୃଷକ ନେତା ସୌରଭ ସିଂ ପଣ୍ଢେର ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା) ରେ ଗଣମାଧ୍ୟମ ସହିତ ଆଲୋଚନା…

ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଓ ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର, ନିଷ୍ପତ୍ତି ନେଲା ପ୍ରତିଭା ରାୟଙ୍କ ନେତୃତାଧିନ ଚୟନ…

ନୂଆଦିଲ୍ଲୀ: ଗୀତିକାର ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଏଥର ଜ୍ଞାନପୀଠ ପୁରସ୍କାର ପାଇବେ। ଜ୍ଞାନପୀଠ ପୁରସ୍କାର ଚୟନ କମିଟି ଉଭୟଙ୍କ ନାମ ଘୋଷଣା କରିଛି। ଉର୍ଦ୍ଦୁ ପାଇଁ ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପାଇଁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର…

ସ୍ଥାୟୀ ସଦସ୍ୟତାକୁ ପାକିସ୍ତାନର ଖୋଲାଖୋଲି ବିରୋଧ, UNରେ ଜୋରଦାର ବର୍ଷିଲା ଭାରତ

United Nation: ନୂଆଦିଲ୍ଲୀ: ଭାରତ ସବୁବେଳେ ଏହାର ଏକ ମଜବୁତ ଭବିଷ୍ୟତ ପାଇଁ ଚିନ୍ତା କରେ। କିନ୍ତୁ ପ୍ରଗତି ପରିବର୍ତ୍ତେ ପାକିସ୍ତାନ ଭାରତ ପଥରେ ବାଧା ସୃଷ୍ଟି କରିବାକୁ ଚିନ୍ତା କରେ। ଦୁନିଆର ବଡ ପ୍ଲାଟଫର୍ମରେ ମଧ୍ୟ ପାକିସ୍ତାନ ଏଭଳି କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ।…