Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୧ ହଜାର ପାର କଲା ସୁନା, ୮୩ ହଜାର ଛୁଇଁଲା ରୂପା

ନୂଆଦିଲ୍ଲୀ: ଆକାଶ ଛୁଆଁ ହେଉଛି ସୁନା ଦର । ଏପ୍ରିଲ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ…

ଫେସବୁକ୍ ର ସିଇଓ ହେଲେ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ଏଲନ ମକ୍ସ, ଅନିଲ ଅମ୍ବାନୀଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ଜୁକରବର୍ଗ । ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ମେଟା ସେୟାର ଯୋଗୁ  ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି।…

ଇସ୍ତଫା ଦେଲେ ପିପିବିଏଲ ସିଇଓ ସୁରିନ୍ଦର ଚାୱାଲା

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ପେଟିଏମ ପେମେଣ୍ଟ ବ୍ୟାଙ୍କ । ଏହାରିଭିତରେ କମ୍ପାନୀକୁ ଲାଗିଛି ବଡ ଝଟକା । ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା । ଏନେଇ ପେଟିଏମ ପକ୍ଷରୁ ସୂଚନା ଦିଆଯାଇଛି । ସେୟାର…

ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ । ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ ପ୍ରଚାର ସମୟରେ ଆହତ ହୋଇଛନ୍ତି । ବାଂସୁରୀଙ୍କ ଆଖିରେ ଆଘାତ ଲାଗିଛି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ତୃତୀୟ ଥର ପାଇଁ…

ହାଇକୋର୍ଟରୁ ଝଟକା ପରେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ. ଚନ୍ଦ୍ରଚୁଡଙ୍କୁ ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ…

‘ଆମେ ଚୀନର କିଛି ଅଞ୍ଚଳର ନାଁ ବଦଳାଇଦେବା ତେବେ କ’ଣ ସେହି ସ୍ଥାନ ଆମର ହୋଇଯିବ’

ନୂଆଦିଲ୍ଲୀ: ଚୀନ୍ ଅରୁଣାଚଳ ପ୍ରଦେଶର ୩୦ ଟି ସ୍ଥାନର ନାମ ବଦଳାଇବା ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମଙ୍ଗଳବାର ଅରୁଣାଚଳ ପ୍ରଦେଶର ନାମସାଇ ଅଞ୍ଚଳରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ରାଜନାଥ ସିଂ କହିଛନ୍ତି ଯେ, ଯଦି ଭାରତ ମଧ୍ୟ…

ଛତିଶଗଡରେ ମୋରମ ଖଣିକୁ ଖସିଲା ବସ୍; ୧୨ ମୃତ, ୨୦ରୁ ଅଧିକ ଗୁରୁତର

ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ଗତ ରାତିରେ ଭାରସାମ୍ୟ ହରାଇ ଏକ ବସ୍‌ ୪୦ ଫୁଟ୍ ତଳ ମୋରମ ଖଣିକୁ ଖସି ପଡ଼ିଛି । ଏଥିରେ ୧୨ ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ, ୨୦ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ମଙ୍ଗଳବାର ରାତି…

ନିର୍ବାଚନରେ ଜଳଖିଆ ଓ ବାଟ ଖର୍ଚ୍ଚ ବାବଦରେ ଦର ଧାର୍ଯ୍ୟ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହିତ ଭାରତର ନିର୍ବାଚନ ଆୟୋଗ…

ୟୁକ୍ରେନକୁ ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଲା ଆମେରିକା

ମସ୍କୋ: ରୁଷ ବିପକ୍ଷ ଲଢ଼େଇରେ ୟୁକ୍ରେନକୁ ସହାୟତା କରିବା ନିମନ୍ତେ ଆମେରିକା ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଛି । ଏଥିରେ ମେଶିନ ଗନ, ସ୍ନାଇପର ରାଇଫଲ, ଆରପିଜି-୭ ଲଂଚର ଓ ୫ ଲକ୍ଷରୁ ଅଧିକ ଗୁଳି ରହିଛି । ୟୁକ୍ରେନ ଏବେ ଏହି ଯୁଦ୍ଧରେ ଦୁର୍ବଳ ପଡି ଆସୁଥିବା ବେଳେ ଆମେରିକା ସହାୟତା ସେମାନଙ୍କୁ…

କେଜ୍ରିଓ୍ବାଲଙ୍କ ଗିରଫଦାରୀ ‘ବେଆଇନ୍’ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ଏବଂ ଅପରାଧରୁ ମିଳିଥିବା ଅର୍ଥକୁ ବ୍ୟବହାର କରିବାରେ ସକ୍ରିୟ ଭାବେ ସମ୍ପୃକ୍ତ ଥିଲେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅବକାରୀ…