Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ଟ୍ରକ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି, କ’ଣ ରହିଛି ଦାବି?

ନୂଆଦିଲ୍ଲୀ: କିଛି ଦିନ ହେବ ଟ୍ରକ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି। ଅନେକ ଟ୍ରକ ଯାଆସନ କରୁନଥିବାରୁ ପେଟ୍ରୋଲ ପମ୍ପ ଗୁଡିକରେ ତେଲ ମଧ୍ୟ ଶେଷ ହୋଇଯିବାରୁ ଅନେକ ସମସ୍ୟା ଉପୁଜିଛି। ତେବେ ସମସ୍ୟା କ'ଣ ରହିଛି? ତେବେ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାର ନିକଟରେ ପାରିତ କରିଥିବା ଏକ ବିଲ୍ ।…

ଏମିତି ଏକ ଦେଶ ଯେଉଁଠି ନାହିଁ ଗୋଟିଏ ହେଲେ ମସଜିଦ୍

ନୂଆଦିଲ୍ଲୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା ଓ ଅଜବ ନିୟମର ସମ୍ମିଶ୍ରଣ ହେଉଛି ପୃଥିବୀ। ବିଶ୍ୱରେ ଏମିତି ଅନେକ ଅଜବ ସ୍ଥାନ ରହିଛି, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ଦ୍ଵିତୀୟ ବୃହତ୍ତମ ସଂପ୍ରଦାୟ ହେଉଛନ୍ତି ମୁସଲିମ । ହିନ୍ଦୁଙ୍କ ପରେ ଭାରତରେ ସର୍ବାଧିକ ମୁସଲମାନ ବାସ…

୪୦୦୦ ବର୍ଷ ତଳର ମହଲ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ ଗବେଷକ

ବେଜିଂ: ଚୀନରେ ୪୦୦୦ ବର୍ଷ ତଳର ଏକ ପୁରାତନ ମହଲ ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରିଛି । ସେ ସମୟରେ ଏ ଭଳି କାରୂକାର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଦେଖି ଗବେଷକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ମଧ୍ୟ ଚୀନର ହେନାନ ଅଂଚଳରେ ଏହି ମହଲର ଭଗ୍ନାବିଶେଷ ମିଳିଛି । ଗବେଷକଙ୍କ ମତରେ ଶିୟା ରାଜବଂଶ…

ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ: ଦିଲ୍ଲୀ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ବୈବାହିକ ସମ୍ପର୍କ କୁ ନେଇ ଏକ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ଅପମାନିତ କରିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ ଅଟେ । କୋର୍ଟ କହିଛନ୍ତି ଯେ, ଏଭଳି କାର୍ଯ୍ୟ…

ପଦ୍ମଭୂଷଣ ବେଦ ପ୍ରକାଶ ନନ୍ଦାଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ 

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ତଥା ଶିକ୍ଷାବିତ ପଦ୍ମଭୂଷଣ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କ ପରଲୋକ । ୯୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ୨୦୧୮ ମସିହାରେ ସାହିତ୍ୟ ଏବଂ ଶିକ୍ଷା ପାଇଁ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା।ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ମନଇଚ୍ଛା ICUରେ ଆଡମିଶନ୍ କରିପାରିବେନି ଡାକ୍ତର, ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଏଣିକି ରୋଗୀଙ୍କୁ ଆଇସିୟୁରେ ମନଇଚ୍ଛା ଆଡମିଶନ୍ କରି ପାରିବେନି ଡାକ୍ତର । ଏହା ଉପରେ ଲାଗିବ ରୋକ୍ । କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍ କରାଯିବ। ଆସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସଚାର୍ଜ କରିବା ସମୟରେ ଥିବା ନିୟମର ପାଳନ କରିବା ଜରୁରୀ ବୋଲି ସ୍ୱାସ୍ଥ୍ୟ…

ବିଜେପିର ମେଗା ପ୍ଲାନ; ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ଅଯୋଧ୍ୟାକୁ ଦିପାବଳୀ ପରି ସଜାଯିବ, ଦୈନିକ ୫୦…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ସମ୍ପର୍କରେ ଆଜି (ମଙ୍ଗଳବାର) ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୨୨ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ଅଯୋଧ୍ୟା କୁ ଦିପାବଳୀ ପରି ସଜାଯିବ । ଏଥିପାଇଁ ବିଜେପି କର୍ମୀଙ୍କୁ ମଧ୍ୟ…

କଂଗ୍ରେସରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ଭଉଣୀ ଶର୍ମିଲା !

ଅମରାବତୀ: କଂଗ୍ରେସରେ ସାମିଲ ହୋଇପାରନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ନେତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା। ଚଳିତ ସପ୍ତାହର ଶେଷ ସୁଦ୍ଧା ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି। ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ହେମନ୍ତ ସୋରେନ୍ !

ରାଞ୍ଚି; ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ପତ୍ନୀ କଳ୍ପନା ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, 'ଝାଡ଼ଖଣ୍ଡ…

ତାମିଲନାଡୁରେ ଭାରତୀଦାସନ ବିଶ୍ୱବିଦ୍ୟାଳୟ ର ୩୮ ତମ ସମାରୋହରେ ସାମିଲ ହେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ତାମିଲନାଡୁରେ ପହଞ୍ଚି ତ୍ରିଚି ଭାରତୀଦାସନ ବିଶ୍ୱବିଦ୍ୟାଳୟର ୩୮ ତମ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀଦାସନ…