Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଜରାଟରେ ଭୂକମ୍ପ ଝଟକା, ଲୋକେ ଭୟଭୀତ

ଗାନ୍ଧିନଗର: ଗୁଜରାଟରେ ଭୂକମ୍ପ ଝଟକା। ଗୁଜରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା, ୬ମୃତ

ଚେନ୍ନାଇ: ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଛି।ଦକ୍ଷିଣ ତାମିଲନାଡୁର ସିଙ୍ଗିଲିପାଟ୍ଟି ଏବଂ ପୁନ୍ନୟାପୁରମ୍ ମଝିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି।ମୃତକମାନେ ହେଲେ କାର୍ତ୍ତିକ, ଭେଲ…

ନିଶ୍ଚିହ୍ନ ହୋଇଗଲା ପରିବାର: ଜିଅନ୍ତା ଜଳିଗଲେ ବାପା,ମା’ ଓ ୩ ଛୁଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ଗୋଟିଏ ପରିବାର ୫ଜଣ ଜୀବନ୍ତ ଦଗ୍ଧ। ସ୍ୱାମୀ, ସ୍ତ୍ରୀ ଏବଂ ତିନି ନିରୀହ ଶିଶୁଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି। ବରେଲିର ଫରିଦପୁରର ମୋହଲା ଫରାଖପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଘର ବାହାରେ ତାଲା ପଡିଥିବାରୁ କେହି ହତ୍ୟା ପରେ ନିଆଁ ଲଗାଇ…

ନିଜେ ନୀତୀଶ କୁମାର ଚର୍ଚ୍ଚାରେ କିନ୍ତୁ ପରିବାର ସଦସ୍ୟ ପରଦା ଆଢୁଆଳରେ

ପାଟନା: ବିହାର ସମେତ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଚର୍ଚ୍ଚିତ ବ୍ୟକ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ଚର୍ଚ୍ଚାରୁ ବହୁ ଦୂରରେ। ନୀତୀଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ମଧ୍ୟ ଏହି ଖବରରେ କ୍ୱଚିତ୍ ଅଛନ୍ତି। ଏହା ବ୍ୟତୀତ ନୀତୀଶଙ୍କ ଭାଇ, ଭଉଣୀ ଏବଂ ପତ୍ନୀ…

ସଂସଦରେ ଦର୍ଶକଙ୍କ ପ୍ରବେଶ ନେଇ କଡାକଡି ହେଲା ନିୟମ, ଜାଣନ୍ତୁ କ’ଣ ରହିଛି ସର୍ତ୍ତାବଳୀ

ନୂଆଦିଲ୍ଲୀ: ସଂସଦ ଗୃହରେ ପ୍ରବେଶ କୁ ନେଇ ନିୟମ ବଦଳିଛି । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ଯେଉଁମାନେ ସଂସଦକୁ ଦର୍ଶକ ଭାବରେ ଆସିବାକୁ ଚାହାଁନ୍ତି, ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ । ଏହା ବ୍ୟତୀତ…

‘ମନ୍ କି ବାତ୍’ରେ ନାରୀ ଶକ୍ତିକୁ ସଲାମ କଲେ ପିଏମ, କହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶକୁ ଏକତା…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି 'ମନ୍ କି ବାତ' କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡକୁ ସମ୍ବୋଧିତ କରିଛନ୍ତି । ଚଳିତ ବର୍ଷ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ପ୍ରଥମ ଏପିସୋଡ ଅଟେ । ଯାହା ମାଧ୍ୟମରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର, ଅଙ୍ଗଦାନ ଏବଂ ଗଣତନ୍ତ୍ର ସମ୍ପର୍କରେ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ, ଅପରାହ୍ନରେ ୪ଟା ରେ ନେବେ ଶପଥ

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।…

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ଆରମ୍ଭରୁ ହିଁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରୀ ମାସରେ ସର୍ବାଧିକ ଦିନ ପାଇଁ ବନ୍ଦ ରହିଥିଲା। ତେବେ ଛୁଟିଦିନରେ ଆଗାମୀ ମାସ ମଧ୍ୟ ପଛରେ ନାହିଁ। ଫେବୃଆରୀ ମାସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ମାସର…

ମଞ୍ଚ ଭୁଶୁଡ଼ିବାରୁ ଜଣେ ମୃତ, ୧୫ରୁ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର କମ୍ପ୍ଲେକ୍ସରେ ଆୟୋଜିତ ସତସଙ୍ଗ ସମୟରେ ମଞ୍ଚ ଭୁଶୁଡ଼ିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୧୨ଟା…