Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଧିକ ରିଲ୍ସରେ ରେକର୍ଡ କଲା ରାମ ଆୟେଂଗି ଗୀତ

ଅଯୋଧ୍ୟା: ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସାରା ଭାରତକୁ ଏକ ଭକ୍ତି ଭାବନାରେ ଯୋଡି ଦେଇଛି । ଆଉ ଭାବନାକୁ ବ୍ୟକ୍ତ କରିବା ପାଇଁ ଗୀତ ଏବଂ ସଙ୍ଗୀତର ବିଶେଷ ଭୂମିକା ରହିଛି । ଏହି ଅବସରରେ ଅନେକ ଗୀତ ସୋସିଆଲ ମିଡିଆରେ ଆସିଥିଲା । ତେବେ ରାମ ଆୟେଂଗି ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହାର କାରଣ…

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

କୋଟାରେ ନିଟ୍ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋଟାରେ ପୁଣି ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା। ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଆଶାୟୀଙ୍କ ଆତ୍ମହତ୍ୟା ବଢି ଚାଲିଛି। ଜଣେ ୧୮ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତବର୍ଷ ଏହି କୋଚିଂ ସେଣ୍ଟରରେ ମୋଟ ୨୬ଜଣ ଆଶାୟୀ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଜଣକ…

ଆତ୍ମହତ୍ୟା କରିବାକୁ ଯାଉଥିଲେ ବ୍ୟକ୍ତି, ବଞ୍ଚାଇଦେଲା ବିରିୟାନୀ

କୋଲକାତା: କୁହନ୍ତି ପେଟ ପାଇଁ ସବୁ ନାଟ । ସବୁ ଲୋକ ଖାଇବା ପାଇଁ ହିଁ ରୋଜଗାର କରିଥାନ୍ତି । ଭଲ ଖାଇବା, ଭଲରେ ରହିବା ପ୍ରାୟ ସମସ୍ତଙ୍କ ସ୍ଵପ୍ନ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ଜୀବନକୁ…

କେବଳ ଅଯୋଧ୍ୟାରେ ନୁହେଁ ଏହି ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ମଧ୍ୟ କଳା, ଜାଣନ୍ତୁ…

ମୁମ୍ବାଇ: ଇତିହାସରେ ଯୁଗ ଯୁଗ ଧରି ଲିପିବଦ୍ଧ ହୋଇ ରହିବ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ । ଯେଉଁ ସ୍ଵପ୍ନକୁ ଲୋକେ କାହିଁ କେତେ ବର୍ଷ ଧରି ଦେଖି ଆସିଥିଲେ ଶେଷରେ ୨୨ ଜାନୁଆରୀରେ ତାହା ପୁରଣ ହୋଇଥିଲା । ପ୍ରାଣପ୍ରତିଷ୍ଠା ପରଠାରୁ ମନ୍ଦିରରେ ପ୍ରଭୁ…

ପଶ୍ଚିମବଙ୍ଗ ପରେ ପଞ୍ଜାବରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା

ପଞ୍ଜାବ: ଇଣ୍ଡିଆ ମେଣ୍ଟକୁ ପୁଣି ଏକ ଝଟକା। ମମତା ବାନାର୍ଜୀଙ୍କ ପରେ ମେଣ୍ଟରେ ଚାଲିଥିବା ଆସନ ବୁଝାମଣାକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବଡ଼ ବୟାନ ଦେଇଛନ୍ତି। ପଞ୍ଜାବରେ ଦଳ କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆପ୍ ସ୍ପଷ୍ଟ କରିଛି। ମାନ୍ କହିଛନ୍ତି…

ପ୍ରଥମେ କାହାକୁ ମିଳିଥିଲା ଭାରତ ରତ୍ନ, ଜାଣନ୍ତୁ ବର୍ଷକୁ କେତୋଟି ଲୋକଙ୍କୁ ମିଳିପାରିବ ଏହି ସମ୍ମାନ

ଭୁବନେଶ୍ଵର: ଦେଶର ସର୍ବଚ୍ଚୋ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ପ୍ରଥା ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା । କୌଣସି ବି କ୍ଷେତ୍ରରେ ଜଣେ ବ୍ୟକ୍ତିର ଅତୁଳନୀୟ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ୧୯୫୪ ମସିହାରେ ଏହି ସମ୍ମାନ କେବଳ ଜୀବିତ…

ରାମ ମନ୍ଦିରରେ ଆଲୌକିକ ଘଟଣା, ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହାଜିର ହେଲେ ଭକ୍ତ ହନୁମାନ

ଅଯୋଧ୍ୟା: ଚମତ୍କାର ଓ ଅଲୌକିକ । ୩ଦିନ ହେବ ଜନ୍ମସ୍ଥାନରେ ବିରାଜିଲେଣି ଭଗବାନ । କେତେ ବା ଆଉ ନିଜକୁ ସମ୍ଭାଳି ରଖିଥାନ୍ତେ ଭକ୍ତ । ମନରେ ଥିଲା ଭଗବାନଙ୍କ ଦର୍ଶନ କରି କୃତାର୍ଥ କରିବେ ମନ ଓ ହୃଦୟ । ସେଥିପାଇଁ ସକାଳୁ ସକାଳୁ ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୁରରୁ ଚାଲିଆସିଲେ ପ୍ରଭୁ…

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା।…

ଫିକ୍ସଡ ଡିପୋଜିଟ ପାଇଁ ନୂଆ ସ୍କିମ ଆଣିଲା ଏହି ବ୍ୟାଙ୍କ, ସ୍ୱଳ୍ପ ସମୟରେ କରନ୍ତୁ ମୋଟା ରୋଜଗାର

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଅଫ୍ ବରୋଦାର ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏକ ସ୍ୱଳ୍ପ ମିଆଦି ଫିକ୍ସଡ଼ ଡିପୋଜିଟ ଯୋଜନା ଆରମ୍ଭ କରିଛି। ଏଥିରେ ବିନିଯୋଗ କରି ଆପଣ କମ୍ ସମୟ ମଧ୍ୟରେ ଭଲ ଆୟ ପାଇପାରିବେ। ଏହି ଏଫଡି ଯୋଜନା ଅନୁଯାୟୀ…