Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶ ପାଳୁଛି ଜାତୀୟ ବାଳିକା ଦିବସ

ନୂଆଦିଲ୍ଲୀ: ଭାରତୀୟ ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତା ତଥା ବାଳିକା ଶିଶୁର ଅଧିକାର ତଥା ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ୨୪ ଜାନୁଆରୀରେ ପାଳନ କରାଯାଏ। ଏହି ଦିନଟି ବେଟି ବଚାଓ, ବେଟି ପଢାଓ ଏବଂ ବେଟି ବାଚାଓ…

କର୍ପୂରୀ ଠାକୁର: ସାମାଜିକ ନ୍ୟାୟର ବିଗୁଲ ଫୁଙ୍କିଥିବା ମହାନାୟକ

ପାଟନା: ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ କର୍ପୂର ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ବିହାରର ଏକ ସାଧାରଣ ପରିବାରରେ ୧୯୨୪ରେ ସେ ଜନ୍ମ ଗ୍ରହଣ କରିଥଲେ । ୧୯୪୨ରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଉ ଦିନକ ପରେ ତାଙ୍କର ଜନ୍ମ ଶତବାର୍ଷୀକ…

ବିଗିଡିଛି ଭାରତ-ଚୀନ ସଂପର୍କ, ଭାରତରେ ରାଷ୍ଟ୍ରଦୂତ ପଦ ପୂରଣ କରୁନି ଚୀନ

ନୂଆଦିଲ୍ଲୀ: ଭାରତରେ ଖାଲି ପଡିଛି ଚୀନ ରାଷ୍ଟ୍ରଦୂତ ପଦ। ବର୍ଷେରୁ ଅଧିକ ସମୟ ଧରି ପଦବୀ ଖାଲି ପଡିଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେଉନି ଚୀନ। ପ୍ରାୟ ୧୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତ ନିଯୁକ୍ତିର ନାଁ ଧରୁନି ଚୀନ। ଦିଲ୍ଲୀରେ ଚୀନ୍‌ର ଶେଷ ରାଷ୍ଟ୍ରଦୂତ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ମରଣୋତ୍ତର ଭାବେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। କେନ୍ଦ୍ର ସରକାର ଏହି ରତ୍ନ ଦେବା ନେଇ ଘୋଷଣା କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି ହୋଇଛି। । ସେ ପଛୁଆ ବର୍ଗ ଲୋକଙ୍କ…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୧୯ ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବାସଭବନରେ ସମସ୍ତଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ପୁରସ୍କାର ପ୍ରାପ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମରଣିକା ପ୍ରଦାନ ସହ ବିଭିନ୍ନ ପ୍ରସଙ୍ଗ…

ଏହି ସ୍ଥାନକୁ ସାଧାରଣ ମଣିଷ ଯିବା ମନା

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ସାଧାରଣ ମଣିଷ ଯିବା ଉପରେ କଟକଣା ରହିଛି । ଆମେରିକା ବାୟୁସେନାର ଗୁପ୍ତ ସୁବିଧା ଏରିଆ ୫୧କୁ ନେଇ ଅନେକ ପ୍ରକାରର ରହସ୍ୟମୟ କଥା ଶୁଣିବାକୁ ମିଳୁଛି । ନେବାଦର ମରୂଭୂମିରେ ବାୟୁସେନାର ଏହି ଅଂଚଳକୁ ଯିବା ପାଇଁ ଅନେକ କଟକଣା ରହିଛି ।…

କ’ଣ ରହିଛି ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ଲାନ୍?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରରେ ପ୍ରବେଶ କରିବ। କିଶାନଗଞ୍ଜ ଦେଇ ପ୍ରବେଶ କରିଥିବା ଏହି ଯାତ୍ରା ଜାନୁଆରୀ ୩୦ ରେ ପୂର୍ଣ୍ଣିଆରେ ପହଞ୍ଚିବ ଯେଉଁଠାରେ ରାହୁଲ ଗାନ୍ଧୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ତେବେ ଏହି ଯାତ୍ରା ପଛରେ ରାହୁଲ…

ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ଅଦଳବଦଳ: ୫୫ ଇନିସପେକ୍ଟରଙ୍କ ବଦଳି

କୋଲକାତା: ଆଗାମୀ ଲୋସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏକକାଳୀନ ୫୫ ଜଣ ପୋଲିସ ଇନିସପେକ୍ଟରଙ୍କ ବଦଳି କରାଯାଇଛି। ତେବେ ୪୫ ଜଣଙ୍କୁ ସହର ପୋଲିସର ବିଭିନ୍ନ ଉପବିଭାଗରୁ ଥାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସବ୍ ଇନିସପେକ୍ଟର ସ୍ତରରେ ମଧ୍ୟ…

ବିରିୟାନୀ ଲୋଭ ଯୋଗୁ ଆତ୍ମହତ୍ୟାରୁ ଓହରିଲେ ଯୁବକ

କୋଲକାତା: ଏଠାକାର ଏକ ବ୍ୟସ୍ତବହୂଳ ଅଂଚଳରେ ଜଣେ ଯୁବକ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରେ ଲାଗିଲା । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏଥିରୁ ବ୍ୟକ୍ତିଙ୍କୁ ନିବୃତ କରାଯାଇ ପାରି ନ ଥିଲା । ଟ୍ରାଫିକ ଜାମ, ସିନିୟର ଅଧିକାରୀଙ୍କ ବାରମ୍ବାର ଫୋନ ଉପସ୍ଥିତ ପୋଲିସଙ୍କ ମୁଣ୍ଡ ଖରାପ…

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ।…