Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହଷ୍ଟେଲରେ ବୋମା ତିଆରି ବେଳେ ବିସ୍ଫୋରଣ, ୨ଛାତ୍ର ଗୁରୁତର

ଲକ୍ଷ୍ନୌ: ହଷ୍ଟେଲ ରୁମରେ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର। ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋମା ତିଆରି ବେଳେ ହଷ୍ଟେଲ୍ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ଗୃହରେ ହଙ୍ଗାମା: ଗୋଟିଏ ଦିନରେ ଲୋକସଭାରୁ ୧୫ ସାଂସଦ ପୁରା ଅଧିବେଶନରୁ…

ନୂଆଦିଲ୍ଲୀ:ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ବିରେଧୀ ଦଳ ସାଂସଦମାନେ ହୋହଲ୍ଲା-ନାରାବାଜି ଦେବାରୁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିଲା । ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହରେ ବକ୍ତବ୍ୟ ରଖିବା ଦାବି…

ମାଫିଆ ମୁଖତାରର ଭାଇ ଅଫଜଲ ଅନ୍ସାରୀଙ୍କୁ ସୁପ୍ରିମ କୋର୍ଟ ଆଶ୍ୱସ୍ତି:କାଏମ ରହିଲା ଏମପି ସଦସ୍ୟ ପଦ

ନୂଆଦିଲ୍ଲୀ: ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଅଫଜଲ ଅନସାରୀଙ୍କ ସଦସ୍ୟତାକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ଅଫଜଲ ଅନସାରୀଙ୍କ ବିରୋଧରେ ଆସିଥିବା ଆରୋପ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗଇଛନ୍ତି ସୁପ୍ରିମକୋର୍ଟ । ଏହି…

ଗୃହରେ ହଙ୍ଗାମା କରୁଥିଲେ, ପୁରା ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନ ସୁରକ୍ଷା ବ୍ୟବସ୍ଥାରେ ଦେଖା ଦେଇଥିବା ତ୍ରୁଟିକୁ ନେଇ  ଲୋକସଭା ଏବଂ ରାଜ୍ୟସଭାରେ  ଜୋରଦାର ହଙ୍ଗାମା ହୋଇଛି । ଉଭୟ ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଏହି ସମୟରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ…

ଏହି ଦେଶରେ ପିଆଜ, କ୍ୟାଟଫିଶ ଖାଇଲେ ଭୋଗିବେ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ରହିଛି । ତେବେ ଆମେରିକାର ନେଭାଦାରେ ଏକ ୧୧ ଏକର ବିଶିଷ୍ଟ ଛୋଟ ଦେଶ ରହିଛି । ଏହାକୁ ଗ୍ରାଣ୍ଡ ରିପବ୍ଲିକ ଅଫ ଗୋଲ୍ଡଷ୍ଟିନ କୁହାଯାଇଥିଲା । ଏବେ ମୋଲେସିଆ ଗଣରାଜ୍ୟ ଭାବେ ଏହା ପରିଚିତ । ୧୯୭୭ରେ ଏହାର ସ୍ଥାପନ କରାଯାଇଥିଲା । ୧୧ ଏକର ବିଶିଷ୍ଟ ଏକ ଦେଶରେ…

ସଂସଦରେ ସୁରକ୍ଷା ତୁଟିର ହେବ କଡା ଯାଞ୍ଚ, ଆଦେଶ ଦେଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତୃଟି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଉଲ୍ଲଙ୍ଘନ ର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ଅଧୀନରେ ଏକ କମିଟି ଗଠନ…

ସ୍ପିକରଙ୍କୁ ଭେଟିଲେ ସାଂସଦ ପ୍ରତାପ ସିହ୍ନା: ଭିଜିଟର ପାସ ଇସ୍ୟୁକୁ ନେଇ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତଙ୍କ ଅନୁପ୍ରବେଶ ଘଟଣା ପରେ ବିଜେପି ସାଂସଦ ପ୍ରତାପ ସିହ୍ନା ଲୋକସଭା ସ୍ପିକର ଓମ ବିରଲାଙ୍କୁ ସାକ୍ଷାତ କରିଛନ୍ତି । ସାଂସଦ ପ୍ରତାପ ସିହ୍ନାଙ୍କ ପାସ ନେଇ ଦୁଇ ଅଭିଯୁକ୍ତ ସାଗର ଶୁକ୍ଳା ଏବଂ ମନୋରଞ୍ଜନ ଡି ସଂସଦ ଭବନକୁ ପ୍ରବେଶ କରି ହଙ୍ଗାମା କରିଥିଲେ…

ସଂସଦ ଭବନରେ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ବୁଧବାର ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ସାଗର ଶର୍ମା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦୁନିଆରେ ସ୍ୱପ୍ନଠାରୁ କିଛି ସୁନ୍ଦର ନାହିଁ । ଯାହାକି ଆମକୁ ଦିନରାତି…

ଇସ୍ରାଏଲର ନୂତନ କୌଶଳ : ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି

ଜେରୁଜେଲମ : ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ…

ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ…