Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଡ଼ ଖସି ଯିବାରୁ ପଡିଗଲେ କେସିଆର, ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ରାତିରେ ଗୋଡ ଖସି ଯିବାରୁ ପଡିଗଲେ କେସିଆର । ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କେସିଆର…

୩ଟି ରାଜ୍ୟରେ ରିସେପ୍ସନ, ୩ଲକ୍ଷ ଲୋକଙ୍କୁ ଇନଭିଟେସନ, ଜାଣନ୍ତୁ ଏହି ବିଜେପି ବିଧାୟକଙ୍କ ଗ୍ରାଣ୍ଡ ମ୍ୟାରେଜର ତାରିଖ

ହରିୟାଣା: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଧାୟକ ଭବ୍ୟ ବିଷ୍ଣୋଇ । ସେ ବିଜେପି ନେତା ତଥା ପୂର୍ବତନ ସାଂସଦ କୂଲଦୀପ ବିଷ୍ଣୋଇଙ୍କର ପୁଅ । ଆସନ୍ତା ଡିସେମ୍ବର ୨୨ ତାରିଖରେ ଆଇଏଏସ ପରୀ ବିଷ୍ଣୋଇଙ୍କୁ ବିବାହ କରିବେ ବିଧାୟକ ଭବ୍ୟ ବିଷ୍ଣୋଇ । ଏହି ବିବାହ ୨୦୨୩ ବର୍ଷର ସବୁଠାରୁ…

କେତେ ସୁରକ୍ଷିତ ପେନକିଲର୍ ?

ନୂଆଦିଲ୍ଲୀ : ଆମେ ସାଧାରଣତଃ କୌଣସି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ଖାଇଥାଉ  । କିନ୍ତୁ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥାଉ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ ।  ଗତକାଲି ପେନକିଲର ବାବଦରେ ଏକ ଚେତାବନୀ ଦେଇଛନ୍ତି ଭାରତୀୟ…

ସିଆଇଏସସିଇ ଜାରି କଲା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ: ଦେଖନ୍ତୁ, କେଉଁଦିନ କ’ଣ ଅଛି ପରୀକ୍ଷା

ନୂଆଦିଲ୍ଲୀ:କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ସିଆଇଏସସିଇ ବୋର୍ଡର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୋର୍ଡର…

ଟଙ୍କା ଗଣି ଗଣି ହାଲିଆ ହେଲାଣି ଆଇଟି ବିଭାଗ, ୩୦୦ କୋଟି ପାର କରିବା ଆଶଙ୍କା

ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର ମୂଲ୍ୟ ୩୦୦ କୋଟି ପାର କରିବା…

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ: ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟ, ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିବା ସହ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟର ଦାୟିତ୍ୱ ଦେଇଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଣ୍ଡା ଏବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ନିକଟରେ…

‘ସେମିଫାଇନାଲ’ ପରେ ‘ଫାଇନାଲ’ ବିଜୟର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ଏବେ ୨୦୨୪ ସାଧାରଣ ନିର୍ବାଚନ ବା ଫାଇନାଲ ମୁକାବିଲା ପୂର୍ବରୁ ସେମିଫାଇନାଲ ବା ହିନ୍ଦୀ ହାର୍ଟାଲ୍ଯାଣ୍ଡ ହାରିବାର କାରଣ ଖୋଜୁଥିବା ବେଳେ ଶାସକ ଦଳ ବିଜେପି ଏବେ କିଭଳି ନିଜର ଦବଦବା ଆଗାମୀ ଦିନରେ ଜାରି ରଖିବ ତାଉପରେ ଗୁରୁତ୍ବ ଦେଉଛି। ଗୁରୁବାର ସଂସଦୀୟ ଦଳ ବୈଠକରେ…

ସାରା ଦେଶରେ ସରକାର ଗଢ଼ିବା ପାଇଁ ବିଜେପିକୁ କାହିଁକି ଅଧିକ ଲୋକ ପସନ୍ଦ କରୁଛନ୍ତି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ଗଠନ ପାଇଁ ଦଳ ଲୋକଙ୍କର ସବୁଠାରୁ ପସନ୍ଦର ବିଜେପି ପାଲଟିଛି। ସେ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ନିର୍ବାଚନ ତଥ୍ୟକୁ ଉଲ୍ଲେଖ କରି କଂଗ୍ରେସ ଏବଂ ଅନ୍ୟ ଦଳ ତୁଳନାରେ କ୍ଷମତା ବଜାୟ…

୮ ବର୍ଷ ପରେ ଶେଷରେ ଦାଢ଼ି କାଟିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମନ୍ତ୍ରୀ; ଜାଣନ୍ତୁ କାରଣ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏନ୍ ଉତ୍ତମ କୁମାର ରେଡ୍ଡୀ ୮ ବର୍ଷ ପରେ ଶେଷରେ ନିଜର ଦାଢ଼ି କାଟିବାକୁ ଯାଉଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ ନହେବା ଯାଏଁ ସେ ଦାଢି କାଟିବେ ନାହିଁ ବୋଲି ଶପଥ ନେଇଥିଲେ। ୨୦୧୬ ରେ ରେଡ୍ଡୀ ଏହି ଶପଥ ନେଇଥିଲେ।…

କାନାଡାରେ ହିନ୍ଦୀ ଫିଲ୍ମ ପ୍ରଦର୍ଶିତ ବେଳେ ବିଷାକ୍ତ ଗ୍ୟାସ୍ ସ୍ପ୍ରେ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: କାନାଡାରେ ଭାରତୀୟ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଅଘଟଣ। କିଛି ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ସିନେମା ହଲରେ ସ୍ପ୍ରେ କଲେ ବିଷାକ୍ତ ଗ୍ୟାସ୍। ଗ୍ରେଟର ଟରଣ୍ଟୋରେ ଥିବା ୩ଟି ସିନେମା ହଲରେ କିଛି ଦୁର୍ବୃତ୍ତ ହଠାତ୍ ପଶିଯାଇ ଗ୍ୟାସ୍ ସ୍ପ୍ରେ କରିଥିଲେ। ପୋଲିସ ପହଞ୍ଚି…