Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ‘ତେଜସ୍’ର ଚାହିଦା, କ୍ରୟ କରିବାକୁ ଆଗ୍ରହୀ ଏହି ୪ ଦେଶ

ନୂଆଦିଲ୍ଲୀ: ବିଦେଶରେ ବଢ଼ିଛି 'ତେଜସ'ର ଚାହିଦା। ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ 'ତେଜସ୍' । ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନା ଏବଂ ଇଜିପ୍ଟ ଭାରତର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ 'ତେଜସ୍' କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ହିନ୍ଦୁସ୍ତାନ ଏରୋନଟିକ୍ସ…

ବାରାଣସୀରେ ଦୁଇ ପୁଅଙ୍କ ସହ ଝୁଲି ପଡିଲେ ଦମ୍ପତି

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରୁ ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପା, ମା' ଓ ଦୁଇ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ବାରାଣସୀର କୈଳାସ ଭବନର ତୃତୀୟ…

ଲୋନ ଦେଉଥିବା ୧୭ ଆପକୁ ହଟାଇଲା ଗୁଗଲ ପ୍ଲେ ଷ୍ଟୋର

ନୂଆଦିଲ୍ଲୀ: ଟେକ ଜ୍ୟାଂଟ ଗୁଗଲ ପ୍ଲେ ଷ୍ଟୋର ଲୋନ ପ୍ରଦାନ କରୁଥିବା ୧୭ ଆପକୁ ରିମୁଭ କରିଛି । ଏହି ଆପଗୁଡିକରେ ସ୍ପାୟ ମାଲୱେର ମିଳିଥିଲା । ଏହି କମ୍ପାନୀଗୁଡିକ ଲୋନ ଦେବା ଆଳରେ ଗ୍ରାହକଙ୍କୁ ଠକୁଥିଲେ । ଓଭରାଲ ୧୮ରୁ ୧୭ ରିମୁଭ ହୋଇଥିବା ବେଳେ ଆଉ ଗୋଟିଏ ଆପ ଗୁଗଲ ନର୍ମ ଅନୁସାରେ କାର୍ଯ୍ୟ…

ଆକସ୍ମିକ ମୃତ୍ୟୁ ସଂଖ୍ୟା ୧୨% ବୃଦ୍ଧି, ଅଧିକାଂଶ ମୃତ୍ୟୁର କାରଣ ହୃଦଘାତ

ନୂଆଦିଲ୍ଲୀ: ଦେଶରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ଜିମରେ ୱାର୍କ ଆଉଟ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିଭଳି ଅନେକ ବିନା କାରଣରେ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ଆକସ୍ମିକ ମୃତ୍ୟୁକୁ ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର…

ପେନକିଲର ମେଫଟାଲ ବ୍ୟବହାର କରୁଥିଲେ ସାବଧାନ ! 

ନୂଆଦିଲ୍ଲୀ: ପେନକିଲର ପ୍ରତି ସାବଧାନ ରୁହନ୍ତୁ । ପେନକିଲର ମେଫଟାଲର ରହିଛି ବ୍ୟାପକ ପାର୍ଶ୍ୱ ପ୍ରତିକ୍ରିୟା । ଏନେଇ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା,…

୫୦ ବର୍ଷ ହେବ ଖାଦ୍ୟ ନ ଖାଇ ପାନୀୟରେ ବଂଚି ରହିଛନ୍ତି ୭୫ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଖାଦ୍ୟ ନ ଖାଇ ଜଣେ ୭୫ ବର୍ଷୀୟା ବୃଦ୍ଧା କେବଳ ପାନୀୟ ସେବନ କରି ବଂଚି ରହିଛନ୍ତି । ଭିଏତନାମାର ବୁଇ ଥି ଲୋଇ ଦୃଢ଼ତା ସହକାରେ କହିଛନ୍ତି ମୁଁ ୫୦ ବର୍ଷ ହେବ କୌଣସି ପ୍ରକାରର କଠିନ ଖାଦ୍ୟ ଖାଇ ନାହିଁ । କେବଳ ପାଣି ଓ ଶର୍କରା ଜାତୀୟ ପାନୀୟ…

ବିବିସିର ଚେୟାରମ୍ୟାନ୍ ହେବେ ସମୀର ଶାହା, ବାର୍ଷିକ ଦରମା ୧.୬୭କୋଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମ ହୋଇଥିବା ୭୧ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେସନର ସିଇଓ ଅଛନ୍ତି। ବିବିସି…

‘ମୁଁ ମୋଦି, ମୋଦିଜୀ ନୁହେଁ…ମୋଦିଜୀ କହି ମୋତେ ଦୂରେଇ ଦିଅନି’

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜୟ ମୁକୁଟ ପିନ୍ଧିବା ପରେ ଏବେ ଖୁସିରେ ଗଦଗଦ ବିଜେପି । ସବୁ ବିଜେପି ନେତା ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଛନ୍ତି ।ଆଜି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ସାଂସଦମାନେ ଜୋରଦାର ସ୍ୱାଗତ କରିଥିଲେ ।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି: ଭଟ୍ଟି ବିକ୍ରମାର୍କ ହେଲେ ଉପ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି । ହେଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତମିଲିସାଈ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ…

ଚୀନରେ ହାହାକାର ସୃଷ୍ଟି କରିଥିବା ବ୍ୟାକ୍ଟେରିଆ ଭାରତରେ ! ଦିଲ୍ଲୀ ଏମ୍ସରେ ୭ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ:କରୋନା କ୍ଷତ ଏବେ ବି ଦେହ ଆଉ ମନରୁ ଶୁଖିନି । ପୁଣି ଆଖି ଦେଖାଇଲାଣି ଆଉ ଏକ ନୂଆ ବ୍ୟାକ୍ଟେରିଆ । ଏ ନୂଆ ବ୍ୟାକ୍ଟେରିଆ ମଧ୍ୟ ଚୀନ ଆମଦାନୀ । ଏହି ନୂଆ ବ୍ୟାକ୍ଟେରିଆ ଏବେ ଭାରତର ଚିନ୍ତା ବଢାଇ ଦେଇଛି । ଭାରତରେ ଏହି  ନୂଆ ଚାଇନିଜ ବ୍ୟାକ୍ଟେରିଆ ମାଇକ୍ରୋପ୍ଲାଜମା  ନିମୋନିଆ…