Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ…

RBI କାର୍ଯ୍ୟାଳୟକୁ ବମ ଲଗାଇ ଉଡେଇଦେବାକୁ ଧମକ, ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବୀ

ମୁମ୍ବାଇ; ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଏକ ଧମକପୁର୍ଣ୍ଣ ମେଲ ମିଳିଛି । ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ଇସ୍ତଫା ନଦିଅନ୍ତି ତେବେ RBI କର୍ଯ୍ୟାଳୟକୁ…

ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ନ ହୁଏ ତେବେ କାଶ୍ମୀର ଅବସ୍ଥା ମଧ୍ୟ ଗାଜା ଓ ପାଲେଷ୍ଟାଇନ ପରି ହେବ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି ଏବଂ ଭାରତ-ପାକିସ୍ତାନ ଆଲୋଚନାକୁ ସମର୍ଥନ କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ତାନ…

ରାମ ମନ୍ଦିରକୁ ପେଣ୍ଟେଟ ଓ୍ବାର୍ଲଡ କ୍ଲକ୍ ଦେଲେ ପରିବା ବ୍ୟବସାୟୀ, ଏକା ସାଙ୍ଗରେ ଦେଖାଇବ ୯ ଟି ଦେଶର ସମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତ୍ତାବରଣ ରହିଛି । ସମସ୍ତେ ନିଜ ନିଜସାମର୍ଥ୍ୟ ହିସାବରେ ରାମ ଲାଲାଙ୍କ ପାଇଁ କିଛି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌ ର ଜଣେ ପରିବା ବ୍ୟବସାୟୀ ଅନିଲ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ…

ବଢିଲା ଭାରତୀୟ ନୌସେନାର ବଳ, ନୌସେନାରେ ସାମିଲ ହେଲା INS ଇମ୍ଫାଲ

ମୁମ୍ବାଇ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲ । ଆଜି ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ…

କାମରେ ଆସିଲା କେବିସି ଜ୍ଞାନ, ଏବେ ମିଳିଲା ଏକା ସାଙ୍ଗରେ ଦୁଇ ଦୁଇଟି ସରକାରୀ ଚାକିରୀର ଅଫର

ବିହାର: ଲୋକପ୍ରୀୟ କୁଇଜ୍ ରିଆଲିଟି ସୋ 'କନ୍ ବାନେଗା କରୋଡପତୀ' ହଜାର ହଜାର ଲୋକଙ୍କ ସ୍ୱପ୍ନକୁ ପୂରଣ କରିଛି। ହଟ ସିଟରେ ବସିବା ପରେ କେହି କେହି ଲକ୍ଷପତି ହେଉଛନ୍ତି ତ କେହି କେହି କୋଟିପତି ମଧ୍ୟ ହେଉଛନ୍ତି । ତେବେ କଣ ଆପଣଙ୍କ ମନେ ଅଛି କି ୫ କୋଟି ଜିତିବାରେ ପ୍ରଥମ କୋଟିପତି କିଏ ଥିଲେ ।…

‘ବୀର ବାଲ ଦୀବସ’: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ’:ମୋଦି

ନୂଆଦିଲ୍ଲୀ: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ' । ଦିଲ୍ଲୀର ଭାରତ ମଣ୍ଡପରେ 'ବୀର ବାଲ ଦୀବସ' ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ଏହା ସହ ପିଏମ ମୋଦି ଆଉ ୧୦ ଟି ବଡ କଥା କହିଛନ୍ତି । ଏହି ଅବସରରେ…

ଅଭୁଲା ୨୦୨୩: ୨୦୨୩ରେ ମୋଦୀଙ୍କର ଏହି ଯୋଜନା ବନିଥିଲା ଲୋକଙ୍କ ପାଇଁ ସାହାରା

ଭୁବନେଶ୍ଵର: ବର୍ଷ ୨୦୨୩ ସରିବାକୁ ଆଉ ମାତ୍ର ଦିନ କେଇଟା ବାକି । ଏହି ବର୍ଷ ଦେଶ ଏବଂ ବିଶ୍ୱରେ ଅନେକ ବଡ଼ ଘଟଣା ଦେଖିବାକୁ ମିଳିଛି | ନିର୍ବାଚନ ଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ, ଏବଂ ଚନ୍ଦ୍ରଯାନ ପର୍ଯ୍ୟନ୍ତ ଅନେକ ବଡ ଘଟଣା। ଏହା ସହିତ ଜାତିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ…

କାର ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୪ ମୃତ

ଭୋପାଳ: ମୃତ୍ୟୁ ଏପରି ଆସିବ ବୋଲି କେହି କେବେ ଚିନ୍ତା ବି କରିବ ନାହିଁ। ଯାହା ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ଗୁନା ଗଦା ନିକଟରେ ଘଟିଛି। ୪୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ୍ କାର ଉପରରେ ଓଲଟି ପଡ଼ିଛି। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି।…

ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବା ଦେଖି ବିବାହ ବାତିଲ କଲେ ବରପକ୍ଷ

ହାଇଦ୍ରାବାଦ: ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବାରୁ ବରପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ୍ ଅସ୍ଥିମଜ୍ଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବରଯାତ୍ରୀଙ୍କ ଖାଇବା ଥାଳିରେ ମଟନ୍ ଅସ୍ଥିମଜ୍ଜା ନମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି।…