Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ ଝଟକା । ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଅଏଲ୍ ମାର୍କେଟିଙ୍ଗ କମ୍ପାନିଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ତର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏସପିଜି ସିଲିଣ୍ତର ୧୭୫୫.୫୦…

ମେଡିକାଲରୁ ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ: ଡେରାଡୁନ୍ ଅଭିମୁଖେ ଯାତ୍ରା, ଖୁବ ଶୀଘ୍ର ଫେରିବେ ଓଡ଼ିଶା

ନୂଆଦିଲ୍ଲୀ: ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ। ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି। ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ।…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା: କିଣା ହେବ ୯୭ ତେଜସ ଓ ୧୫୬ ପ୍ରଚଣ୍ଡ, ଡିଏସିର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ବାୟୁସେନା ପାଇଁ ୯୭ ଟି ଲଢୁଆ ବିମାନ 'ତେଜସ' ଓ ୧୫୬ ଟି 'ପ୍ରଚଣ୍ଡ' ଆଟାକ୍ ହେଲିକପ୍ଟର କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଉଭୟର ମୂଲ୍ୟ ହେଉଛି ୧ ଲକ୍ଷ ୧୦ ହଜାର କୋଟି । ଉଭୟ ସ୍ୱଦେଶୀ…

ଭବିଷ୍ୟତରେ ଏକ ଦିନର ସମୟ ସୀମା ୨୫ ଘଂଟା ହୋଇଯିବ !

ନୂଆଦିଲ୍ଲୀ: ବର୍ତମାନ ବିଶ୍ୱରେ ଗୋଟିଏ ଦିନରେ ୨୪ ଘଂଟା ରହୁଛି । ତେବେ ଭବିଷ୍ୟତରେ ଏହା ୨୫ ଘଂଟା ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଯଦି ସତରେ ଏହା ହେବ ତେବେ ମନୁଷ୍ୟଙ୍କ ପାଖରେ ଦିନକୁ ଅଧିକ ୧ ଘଂଟା ମିଳିଯିବ । ଟେକ୍ନିକାଲ ୟୁନିଭରସିଟି ଅଫ ମ୍ୟୁନିକର ବୈଜ୍ଞାନିକମାନେ…

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ। ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…

ଡ୍ରୋନ ଦିଦିର ହେଲା ଶୁଭାରମ୍ଭ, ‘ଜୟ ଜଗନ୍ନାଥ’ କହି ଓଡିଆ ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡ୍ରୋନ ଦିଦିର ହେଲା ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 'ବିକାଶ ଭାରତ ସଙ୍କଳ୍ପ ଯାତ୍ରା'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ହିତାଧିକାରୀଙ୍କ ସହ…

ତେଲେଙ୍ଗାନାରେ ପୂଜା ପାଉଛନ୍ତି କେଉଁ ଭଗବାନ, କେତୋଟି ରହିଛି ପ୍ରସିଦ୍ଧ ମନ୍ଦିର, ଜାଣନ୍ତୁ…

ଚେନ୍ନାଇ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପୂଜା ପାଉଛନ୍ତି ବିଭିନ୍ନ ଧର୍ମର ଅନେକ ଭଗବାନ । ମନ୍ଦିର ହେଉ କି ମସଜିଦ ଅବା ଚର୍ଚ୍ଚ ହେଉ କି ଗୁରୁଦ୍ଵାର । ସର୍ବ ଧର୍ମ ସମନ୍ଵୟରେ ନିଜ ନିଜ ଇଷ୍ଟଙ୍କୁ ପୂଜା କରୁଛନ୍ତି ଲୋକେ । ତେବେ କଣ ଆପଣ ଜାଣନ୍ତି…

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ…

ଆଧାର କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଅପଡେଟ୍

ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି କରାଯାଇଥାଏ କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ କରାଯାଇଥିଲା, ତେବେ ଆପଣଙ୍କୁ ତୁରନ୍ତ ନିଜ ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ସରକାର କହିଛନ୍ତି…