Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନଏଚଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ MoU: ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କ ସୁଦୃଢ଼…

ନୂଆଦିଲ୍ଲୀ: ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ MoU ସ୍ୱାକ୍ଷରିତ। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ MoU ସ୍ୱାକ୍ଷରିତ ହୋଇଛି। ଜାତୀୟ…

ପୁତିନଙ୍କ ସବୁଠାରୁ ବଡ ବିରୋଧୀ ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସବୁଠାରୁ ବଡ ବିରୋଧ ଭାବେ ଏଲେକ୍ସି ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନଙ୍କ ପାଖରେ ଏ ନେଇ କୌଣସି ତଥ୍ୟ ନାହିଁ । କାରାଗାରରେ ଥିବା କୈଦୀଙ୍କ ତାଲିକାରେ ତାଙ୍କ ନାମ…

ପାକିସ୍ତାନରେ ଥାନା ଉପରେ ଆତଙ୍କୀ ହମଲା; ୨୪ ମୃତ 

ଇସଲାମାବାଦ: ପାକିସ୍ତାନରେ ଥମୁନି ଆତଙ୍କୀ ଆକ୍ରମଣ। ଲାଗାତର ଆତଙ୍କବାଦୀ ଆକ୍ରମଣ ଜାରି ରଖିଛନ୍ତି। ଆଜି ହମଲାରେ ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳ ଥରି ଉଠିଛି। ଖାଇବର ପାଖତନୁଖୱାରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ…

ଦେଶରେ ପୂର୍ବ ତୁଳନାରେ ବଢ଼ୁଛି ଡାକ୍ତର-ଜନସଂଖ୍ୟା ଅନୁପାତ, ବଦଳୁଛି କି ସ୍ବାସ୍ଥ୍ୟସେବାର ଛବି?

ନୂଆଦିଲ୍ଲୀ: ଭାରତର ଡାକ୍ତର-ଜନସଂଖ୍ୟା ଅନୁପାତ ୧:୮୩୪ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର କହିଛନ୍ତି। ଏହି ଗଣନାରେ ପଞ୍ଜିକୃତ ଏଲୋପାଥିକ ଡାକ୍ତରଙ୍କ ୮୦% ଉପଲବ୍ଧତା ଅନୁମାନ କରାଯାଉଛି ଏବଂ ଏଥିରେ ୫.୬୫ ଲକ୍ଷ ଆୟୁଷ ଡାକ୍ତର ସାମିଲ ଅଛନ୍ତି। ପାଓ୍ବାର…

EMI ପାଇଁ ସାଙ୍ଗକୁ ହତ୍ୟା ପରେ ନାଳରେ ଫିଙ୍ଗି ଦେଲା ସାଙ୍ଗ 

ନୂଆଦିଲ୍ଲୀ: ସାଙ୍ଗ ସାଜିଲା ଶତ୍ରୁ । ମୋବାଇଲ କିଣିବା ପାଇଁ ଦେଲା କ୍ରେଡିଟ୍ କାର୍ଡ ଆଉ EMI ମାଗିବାରୁ ନେଇଗଲା ଜୀବନ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଗ୍ରେଟର ନୋଏଡା ଗୌତମ ବୁଦ୍ଧ ନାଗର ହୈଓ୍ବତପୁର ଗାଁରୁ। ହତ୍ୟା ପରେ ଡ୍ରେନରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ। ସୂଚନା ଅନୁସାରେ,…

ଅମିତ ଶାହଙ୍କ ଇତିହାସ ଜ୍ଞାନ କମ୍ କହି କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇତିହାସ ଜ୍ଞାନର ଅଭାବ ରହିଛି ଏବଂ ଇତିହାସକୁ ପୁନର୍ବାର ଲେଖିବାର ଅଭ୍ୟାସ ରହିଛି। ଜମ୍ମୁ-କଶ୍ମୀର ବିଲ୍ ଉପରେ ସଂସଦୀୟ ବିତର୍କ ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…

୩୪୦ କୋଟିରୁ ଅଧିକ ନୋଟ୍ ଜବତ ଘଟଣା, ଲୋକଙ୍କ ଟଙ୍କା ଫେରାଇବାକୁ ହେବ କହିଲେ ମୋଦୀ

ନୂଆଦିଲ୍ଲୀ: ୭୦ ବର୍ଷ ଧରି କଂଗ୍ରେସ ଦଳ ଦେଶକୁ ଲୁଟ୍ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି। ଓଡ଼ିଶା ବଲାଙ୍ଗୀରରେ ଝାଡଖଣ୍ଡ କଂଗ୍ରେସ ସାଂସଦଙ୍କ ସମ୍ପତ୍ତିରୁ ୩୪୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଭୁଲା ୨୦୨୩: ଚାଟ ଜିପିଟି ଠାରୁ ମିଶନ ଚନ୍ଦ୍ରାୟଣ, ଜାଣନ୍ତୁ ଚଳିତ ବର୍ଷ ଲୋକମାନେ ଗୁଗୁଲରେ ସବୁଠାରୁ ଅଧିକ କଣ ସର୍ଚ୍ଚ…

ଭୁବନେଶ୍ଵର: ଶେଷ ହେବାକୁ ଯାଉଛି ୨୦୨୩ । ଚଳିତ ବର୍ଷ ଦେଶ ଅନେକ କିଛି ଛୋଟ ବଡ ଘଟଣାର ମୁକ ସାକ୍ଷୀ ହୋଇ ରହିଛି । ସେ ଅତିକ୍ ଅହମ୍ମଦ ହେଉ କିମ୍ବା ଚନ୍ଦ୍ରାୟଣ -୩ । ଯାହାକୁ ନେଇ ଲୋକେ ସୋସିଆଲ ମିଡିଆଠୁ ଆରମ୍ଭ କରି ସମ୍ବାଦ ପତ୍ରିକା/ମାଗାଜିନ, ଏପରିକି ଗୁଗୁଲରେ ମଧ୍ୟ ସେହି ଘଟଣା ବିଷୟରେ…

ବାହାରିଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ; ଜାଣନ୍ତୁ କେଉଁଦିନ କ’ଣ ରହିଛି

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ ପ୍ରକାଶ ପାଇଛି । ଫେବୃଆାରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସିବିଏସଇ ସୂଚନା ଦେଇଥିଲା । ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ପକ୍ଷରୁ ପ୍ରକାଶ…

ଅଡୁଆରେ ଜୟପ୍ରଦା, ଗିରଫ କରି କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ବଢିଲା ପୂର୍ବତନ ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ଜୟପ୍ରଦାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରୱାନା ବଳବତ୍ତର ରଖିଛନ୍ତି ଉତ୍ତରପ୍ରଦେଶର ରାମପୁରସ୍ଥିତ ସ୍ବତନ୍ତ୍ର ଏମ୍/ଏସ୍ଏଲଏ କୋର୍ଟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସହ ଜଡିତ ୨ଟି ମାମଲାରେ ଜୟପ୍ରଦାଙ୍କୁ…