Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୀତ ପାଇଁ ୬ ମାସ ବନ୍ଦ ରହିବ ଗଙ୍ଗୋତ୍ରୀ ଧାମ : ଆଜି ଦର୍ଶନ କଲେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା  ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ ।  ଶୀତ ଋତୁ ପାଇଁ  ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର ଦ୍ୱାରକୁ ବନ୍ଦ କରାଯାଇଛି ।  ଏହି ସମୟରେ ପୂରା ଧାମ ମା’ ଗଙ୍ଗାଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ବ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ବୁଲା କୁକୁର କାମୁଡିଲେ କ୍ଷତିପୂରଣ ଦେବେ ରାଜ୍ୟ ସରକାର

ଚଣ୍ଡିଗଡ: ଚାରିଆଡେ ଦିନକୁ ଦିନ ବୁଲାକୁକୁର ଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଅନେକ ସମୟରେ ଏହି ବୁଲାକୁକୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି ଛୋଟ ଠାରୁ ବଡ । ବିଶେଷ କରି କରି କୁନି କୁନି ପିଲା ମାନଙ୍କୁ ଝୁଣି ପକାଉଛନ୍ତି ବୁଲା କୁକୁର ମାନେ । ଅନେକ ସ୍ଥାନରେ ଘରୁ ବାହାରିବା କୁ ନେଇ ଲୋକଙ୍କ…

ଦିଲ୍ଲୀ ମୁଖ୍ୟ ସଚିବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପୁଅର କମ୍ପାନୀକୁ ଦେଇଥିଲେ ୮୫୦ କୋଟିର ଫାଇଦା

ନୂଆଦିଲ୍ଲୀ: ତେଜିଲା ଦିଲ୍ଲୀ ସରକାରରେ ଥିବା ମୁଖ୍ୟ ସଚିବ ନରେଶକୁମାରଙ୍କ ପୁଅ ସହ ଜଡିତ ଦୁ୍ର୍ନୀତି ମାମଲା । କେଜରିୱାଲ ସରକାରରେ ଥିବା ଭିଜିଲାନ୍ସ ମନ୍ତ୍ରୀ ଆତିଶ ସିଂହ ପ୍ରାଥମିକ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ…

ଆଉ ନାହାନ୍ତି ଓବେରୟ ଗ୍ରୁପର ମାଲିକ ପୃଥ୍ୱରାଜ ସିଂହ ଓବେରୟ

ନୂଆଦିଲ୍ଲୀ:ଭାରତର ହୋଟେଲ ଇଣ୍ଡଷ୍ଟ୍ରିକୁ ନୂଆ ପରିଚୟ ଦେଇଥିବା ଓବେରୟ ହୋଟେଲର ଅଧ୍ୟକ୍ଷ ପୃଥ୍ୱରାଜ ସିଂହ ଓବେରାୟଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପୃ୍‌ଥ୍ୱୀରାଜଙ୍କୁ ୯୪ ବର୍ଷ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କାପସହେଡାରେ ଥିବା…

ରାହୁଲଙ୍କୁ ଥଟ୍ଟା କଲେ ଅଖିଳେଶ; କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁତୁ..ମେମେ । ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ ଗଣନା…

ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୫ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ତତ୍ପର ରାଜ୍ୟ ସରକାର

ଉତ୍ତରାଖଣ୍ଡ: ତୃତୀୟ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀରେ ଟନେଲ ଭୁଶୁଡିବା ଘଟଣା । ଟନେଲ ତଳେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ସେପଟେ ଉତ୍ତରକାଶୀର ଟନେଲ ଭିତରେ ୫ ଜଣ ଓଡ଼ିଆ ଶ୍ରମିକ ଫଶି ରହିଥିବା…

ନିୟନ୍ତ୍ରଣ ହରାଇ ଟ୍ରକରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ ୬ଜଣଙ୍କର ଜୀବନ ଚାଲିଯାଇଛି । ସୂଚନା ମୂତାବକ ଆଜି ୬ ଜଣ ବ୍ୟକ୍ତି ଏକ କାର୍ ରେ ଦିଲ୍ଲୀରୁ ହରିଦ୍ବାର ଯାଉଥିଲେ । ହଠାତ୍ ଛପାର…

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ କୁନି ଝିଅ ସହ ପରିବାରର ୩ ସଦସ୍ୟ

ଧାନବାଦ:ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ।  ଏକ  ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକାଧିକ ଲୋକ ଫସି ରହିଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ…

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବି-ଗାଜା ପଟ୍ଟି ଏବେ ହମାସ ନିୟନ୍ତ୍ରଣରୁ ମୁକ୍ତ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା: ୧୦ କୋଟି ପରିବାରକୁ ପଠାଯିବ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ପ୍ରତିଷ୍ଠା । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ବର୍ତ୍ତମାନ ୧୦ କୋଟି ପରିବାରଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବାର ଯୋଜନା ରହିଛି । ଏନେଇ…