Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାହାରିଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ; ଜାଣନ୍ତୁ କେଉଁଦିନ କ’ଣ ରହିଛି

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ ପ୍ରକାଶ ପାଇଛି । ଫେବୃଆାରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସିବିଏସଇ ସୂଚନା ଦେଇଥିଲା । ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ପକ୍ଷରୁ ପ୍ରକାଶ…

ଅଡୁଆରେ ଜୟପ୍ରଦା, ଗିରଫ କରି କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ବଢିଲା ପୂର୍ବତନ ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ଜୟପ୍ରଦାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରୱାନା ବଳବତ୍ତର ରଖିଛନ୍ତି ଉତ୍ତରପ୍ରଦେଶର ରାମପୁରସ୍ଥିତ ସ୍ବତନ୍ତ୍ର ଏମ୍/ଏସ୍ଏଲଏ କୋର୍ଟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସହ ଜଡିତ ୨ଟି ମାମଲାରେ ଜୟପ୍ରଦାଙ୍କୁ…

ଧାରା ୩୭୦ ରାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଦେଲା କି ଗତି?

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା, ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିଜ ସପକ୍ଷପରେ ଗୋଟିଏ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି…

ରାଜସ୍ଥାନ ରାଜନୀତି: ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ସସ୍ପେନ୍ସ  । ସମସ୍ତଙ୍କୁ ଚମକେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମୁକୁଟ ଭଜନଲାଲ ଶର୍ମାଙ୍କୁ ପିନ୍ଧାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇଜଣଙ୍କୁ ମନୋନୀତ କରିଛି ଦଳ  । ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀଙ୍କୁ…

୩ ରାଜ୍ୟକୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ ସବୁଠୁ ଧନୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ସିଏମ ପଦକୁ ନେଇ ଗତ କିଛି ଦିନ ଧରି ଲାଗିରହିଥିବା ସବୁ ଆଶା ଆଶଙ୍କା ଏବେ ଶେଷ ହୋଇଛି ।  ଭାରତୀୟ ଜନତା ପାର୍ଟି ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ପାଇଁ ଡକ୍ଟର ମୋହନ…

ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଚମକାଇ ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ: ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୩ ତାରିଖରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପୂର୍ବାହ୍ନ ୧୧ଟା ୩୦ରେ ମୋତିଲାଲ ନେହରୁ ଷ୍ଟାଡିୟମରେ ଶପଥଗ୍ରହଣ…

ରଦ୍ଦ ହେଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ ଆଦେଶ : ଭୋଟ ଗଣତିବେଳେ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଫସିଥିଲେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ…

ସମୁଦ୍ରକୂଳରେ ପଡ଼ିଛନ୍ତି ଅସଂଖ୍ୟ ମଲାମାଛ

ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ କୁଢ କୁଢ ମଲାମାଛ । ସାର୍ଡାଇନ୍ ଓ ମ୍ୟାକ୍‌ରଲ୍ ସମେତ ଅସଂଖ୍ୟ ମଲାମାଛ ସମୁଦ୍ରକୂଳରେ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି । ପରେ ଏତେ ମାଛ ଦେଖି ସ୍ଥାନୀୟ ଲୋକେ ମାଛସବୁ ଗୋଟାଇ ବିକ୍ରି କରିବାକୁ ନେଇଥିଲେ…

ଦଳର ଅତି ନିକଟତର, ୩ଥର ବିଧାୟକ, କିଏ ଏହି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ?

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ଲାଗିରହିଥିବା ସମସ୍ତ ଦ୍ଵନ୍ଦର ଶେଷ ହୋଇଛି । ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ…