Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସୀମା ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି…

ଦିଲ୍ଲୀରେ ବାୟୂ ପ୍ରଦୂଷଣ ହ୍ରାସ କରିବାକୁ ପରାମର୍ଶ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଲୋକମାନେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖାଯାଇଛି । ଲୋକଙ୍କୁ ଅଫିସକୁ ଆସିବା ପରିବର୍ତ୍ତେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।…

ବିମୁଦ୍ରୀକରଣକୁ ୭ ବର୍ଷ; ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣକୁ ପୁରିଛି ୭ ବର୍ଷ । ୨୦୧୬ ନଭେମ୍ବର ୮ ଆଜିର ଦିନରେ ମୋଦୀ ସରକାର ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । ତେବେ ଏହାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ରୋଜଗାର ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ…

ନେପାଳ ପରେ ଥରିଲା ଇଣ୍ଡୋନେସିଆ : ବାନ୍ଦା ସାଗରରେ ୬.୯ ତୀବ୍ରତାର ଭୂକମ୍ପ ଝଟକା , ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ନେପାଳ ପରେ ଥରିଲା ଇଣ୍ଡୋନେସିଆ ।  ବାନ୍ଦା ସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି  । ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୬.୯ ରେକର୍ଡ ହୋଇଛି। ଲଗାତାର ଦୁଇ ଧରି ଭୂକମ୍ପ ଅନୁଭୂତ ହୋଇଛି । ସମାନ ଅଞ୍ଚଳରେ ୭.୦ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ଘଟିଥିଲା ​​ ।…

ମହିଳାଙ୍କୁ ଅପମାନଜନିତ ମନ୍ତବ୍ୟ: ନାଁ ନନେଇ ଭରା ମଞ୍ଚରେ ନୀତିଶଙ୍କ ଧୁଲେଇ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ତଥା ପ୍ରତିଦ୍ବନ୍ଦୀ ନେତାଙ୍କୁ ମୈାକ ଦେଖି ସମାଲୋଚନା କରିବା ନେତାଙ୍କ ନିତିଦିନିଆ କଥା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗତକାଲି ନୀତୀଶ ବିଧାନସଭାରେ ଜନ୍ମ ନିୟନ୍ତ୍ରଣରେ…

ବଢୁଛି ପ୍ରଦୂଷଣର ମାତ୍ରା : ଦିଲ୍ଲୀରେ ସ୍କୁଲ ଛୁଟି ବୃଦ୍ଧି କଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ବଢିବାରେ ଲାଗିଛି । ଆଜି ବି ପ୍ରଦୂଷଣର ମାତ୍ରା ଅପରିବର୍ତ୍ତିତ ରହିଛି  । ଦିଲ୍ଲୀରେ ଏକ୍ୟୁଆଇ ୯୦୦ପାର ହୋଇସାରିଛି  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ନିଶ୍ବାସ ପ୍ରଶ୍ବାସ ନେବା ବି…

ରେଭ ପାର୍ଟିରେ ସାପ ବିଷ ମାମଲା: ଏଲଭିଶ ଯାଦବଙ୍କୁ ରାତିଅଧିଆ ଜେରା

ନୋଏଡା: ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲା ନେଇ ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର୍ ଏଲଭିଶ ଯାଦବ ନୋଏଡା ପୋଲିସ ନିକଟରେ ହାଜର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଲଭିଶ ଯାଦବ ସେକ୍ଟର -୨୦ ପୋଲିସ ଷ୍ଟେସନରେ ପହଞ୍ଚି ହାଜର ହୋଇଥିଲେ । ପୋଲିସ ଏଲଭିଶ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା…

ମୂଲ୍ୟବାନ ଧାତୁରେ ଭରି ରହିଥିବା ୩୧୫ ବର୍ଷ ତଳର ଜାହାଜକୁ ସମୁଦ୍ର ଭିତରୁ ବାହାର କରିବ କଲମ୍ବିଆ

ବୋଗଟା: ୩୧୫ ବର୍ଷ ତଳେ ସମୁଦ୍ରରେ ବୁଡି ଯାଇଥିବା ସାନ ଜୋସେ ଜାହଜକୁ ବାହାର କରିବା ପାଇଁ କଲମ୍ବିଆ ସରକାର ନିଷ୍ପତି ନେଇଛନ୍ତି । ଏହି ଜାହାଜରେ ମୂଲ୍ୟବାନ ଧାତୁ ଭରି ରହିଥିବା ଜଣାପଡିଛି । ଏହି ଜାହଜ ୧୭୦୮ରେ କିଙ୍ଗ ଫିଲିପ ୫ମଙ୍କ ନାମରେ ଥିଲା । ବ୍ରିଟିଶ ନୌସେନା ବିପକ୍ଷ ଯୁଦ୍ଧରେ ଏହା…

ଦିଲ୍ଲୀ ପବନରେ ବିଷ : ଆଜି ବି ପ୍ରଦୂଷଣ ଅପରିବର୍ତ୍ତିତ, ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ  । ଆଜି ବି ପ୍ରଦୂଷଣର ମାତ୍ରା ଅପରିବର୍ତ୍ତିତ ରହିଛି  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ଆନନ୍ଦ ବିହାରରେ ଏକ୍ବିଆଇ ୪୫୨ ଥିବାବେଳେ ଆରକେ ପୁରମରେ ୪୩୩ ରହିଛି ।…

ହମାସ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ କଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଓ ହମାସ ଯୁଦ୍ଧ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପଂହଚିଛି । ଏହା ଇସ୍ରାଏଲ ଡିଫେନ୍ସ ଫୋର୍ସ ବୁଧବାର କହଛି । ଗାଜା ମଧ୍ୟରେ ପ୍ରବେଶ କରିବା ପରେ ଆଇଡିଏଫ ଏବେ ହମାସର ଟନେଲକୁ ଧ୍ୱଂସ କରିବା ଆରମ୍ଭ କରିଛି । ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଏବେ ଗୁପ୍ତ…