Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଶୋକ ଗେହଲଟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଲଢି ପାରିବେନି କି ନିର୍ବାଚନ ?

ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । କୌଣସି ରାଜନୈତିକ ଦଳ ବିରୋଧୀଙ୍କୁ ଆକ୍ରମଣ କରିବାର ସାମାନ୍ୟ ସୁଯୋଗ ବି ହାତଛଡା କରବାକୁ ଚାହୁଁନାହାନ୍ତି । ଏମିତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଫସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି ।…

ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଛୋଟପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ଏବେ ଘରେ ଘରେ ବେଶ୍ ଲୋକପ୍ରିୟ । ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ । ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି ।…

ବିଦ୍ୟୁତ ତାରରେ ଲାଗିଲା ପ୍ରଚାର ରଥ, ଅଳ୍ପକେ ବର୍ତ୍ତିଲେ ଶାହ

ଜୟପୁର: ରାଜସ୍ଥାନରେ ପ୍ରଚାର ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି (ମଙ୍ଗଳବାର) ଦିଡୱାନା ଜିଲ୍ଲାର ମାକ୍ରାନାରେ ପ୍ରଚାର ବେଳେ ବିଦ୍ୟୁତ ତାରରେ ଧକ୍କା ହୋଇଥିଲା ଶାହଙ୍କ ପ୍ରଚାର ରଥ । ଏହା ପରେ ଶାହଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡିକୁ…

ୟୁପିରେ ପୁଣି ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ, ଅଲୀଗଡ ହେବ ହରିଗଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ସହରର ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯୋଗୀ ଆଦିତ୍ୟନାଥଙ୍କ ଶାସନ ଆରମ୍ଭ ହେବା ପରେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିବା ନାମ ପରିବର୍ତ୍ତନ ଧାରାରେ ସାମିଲ ହେବାକୁ ଯାଉଛି ଉତ୍ତର ପ୍ରଦେଶର ଆଉ ଏକ ଚର୍ଚ୍ଚିତ ସହର । ପୂର୍ବରୁ ସରକାର ଆହ୍ଲାବାଦ ଓ…

ଏଥର ତେଲାଙ୍ଗାନାରେ ବିଜେପିରୁ ଓବିସି ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରଚାର ନେଇ ଆଜି (ମଙ୍ଗଳବାର) ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ମୋଦୀ ମୁଖ୍ୟମନ୍ତ୍ରୀ କେସିଆର ଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ତେଲେଙ୍ଗାନାରେ…

ବିଧାନସଭା ନିର୍ବାଚନ: ଛତିଶଗଡରେ ୭୦.୮୭ ଓ ମିଜୋରାମରେ ୭୭.୦୪ ପ୍ରତିଶତ ମତଦାନ ଦେଇଛନ୍ତି ଭୋଟର

ରାୟପୁର-ଆଇଜାୱଲ: ଆଜି ଦେଶର ୨ଟି ସ୍ଥାନରେ ବିଧାନସଭା ନିର୍ବାଚନ । ଛତିଶଗଡ-ମିଜୋରାମ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟ୍ ଗ୍ରହଣ । ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ଉପରେ ମତଦାନ ଅପରାହ୍ନ ୫ ଟାରେ ଶେଷ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ୭୦.୮୭…

କର୍ଣ୍ଣାଟକରେ ବଜରଙ୍ଗବାଲି ହରାଇଥିଲେ, ଛତିଶଗଡରେ ମହାଦେବ ଜିତାଇବେ!

ଭୁବନେଶ୍ୱର: ଗୋଟିଏ ପଟେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ଠିକ ଏଭଳି ସମୟରେ ମୋଦିଙ୍କ ଜୋରଦାର ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ର ସୁରଜପୁର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି କି ଗୋଟିଏ ପଟେ ବିଜେପିର ସଂକଳ୍ପପତ୍ରକୁ…

ବିଜେପି କହିଲା ରାବଣକୁ ହରାଅ, କଂଗ୍ରେସ କହିଲା ମିଛ ଧର୍ମଯୁଦ୍ଧ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୬୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦର୍ଶ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଅଧିକ ୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଯାଞ୍ଚ…

କୋଲ୍ଡ ୱାର ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କଲା ନାଟୋ

ୱାଶିଂଟନ: ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) କୋଲ୍ଡ ୱାର ସମୟରେ ସୋଭିଏଟ ସଂଘ( ବର୍ତମାନ ରୁଷ) ସହ କରିଥିବା ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କରିଛି । ପୂର୍ବରୁ ରୁଷ ଏହି ଟ୍ରିଟିରୁ ଅଲଗା ହେବା ଫଳରେ ଏହାର ମାନେ କିଛି ରହି ନ ଥିଲା ବୋଲି ନାଟୋ ପକ୍ଷରୁ କୁହା ଯାଇଥିଲା । ରୁଷ…