Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କିପରି ହ୍ରାସ ପାଇବ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟ ଆଜି (ମଙ୍ଗଳବାର) ଏକ ଶୁଣାଣି କରିଛନ୍ତି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟକୁ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟକାରୀ ହୋଇଥିବା…

ଆପଲ ୧୫୦ ଦେଶକୁ ପଠାଇଛି ଏପରି ମେସେଜ-ଫୋନ ହ୍ୟାକିଂ ବିବାଦ ଉପରେ ମୁହଁ ଖାେଲିଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ:ବଢୁଛି ଫୋନ ହ୍ୟାକିଂ ବିବାଦ । କଂଗ୍ରେସ ନେତା ରାହଲ ଗାନ୍ଧୀଙ୍କ ସମେତ ଅନେକ ନେତା ସେମାନଙ୍କ ଆଇଫୋନ ହ୍ୟାକ ହେଉଛି ବୋଲି ସୂଚନା ଫଠାଇଛି । ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ଆଇଫୋନ । ଆପଲ ପକ୍ଷରୁ…

ଆଇଫୋନ ହ୍ୟାକ୍ ଉଦ୍ୟମ ହେଉଥିବା ଅଭଯୋଗ ଆଣିଲେ ବିରୋଧୀ : ପ୍ରତିକ୍ରିୟା ରଖିଲା ଆପଲ୍

ନୂଆଦିଲ୍ଲୀ: ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ହେଉଛି । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶଶି ଥରୁର, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀଙ୍କ ସମେତ ଅନେକ ନେତା । ଏମାନଙ୍କର ଅଭିଯୋଗ ଯେ, ସେମାନଙ୍କର ଫୋନ ହ୍ୟାକିଂ ହେଉଛି । ଏପରିକି…

କ୍ରିୟଟର୍ସଙ୍କ ଚିନ୍ତା ଦୂର କଲା ମେଟା, ହ୍ବାଟସଆପ୍ ଚ୍ୟାନେଲରେ ଅସିଲା ନୂଆ ଫିଚର

ନୂଆଦିଲ୍ଲୀ: ହ୍ବାଟସଆପ୍ ହେଉଛି ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ । ଏହାର କୋଟି କୋଟି ଉପଭୋକ୍ତାଙ୍କ ସୁବିଧା ପାଇଁ, କମ୍ପାନୀ ନୂଆ ନୂଆ ଅପଡେଟ ଓ ଫିଚର ଆଣିବାରେ ଲାଗିଛି । ଏହା କମ୍ପାନୀର ସର୍ବଶେଷ ତଥା ଲୋକପ୍ରିୟ ଫିଚର ଚ୍ୟାନେଲ ଯାହାକି କିଛି ମାସ ପୂର୍ବରୁ ଲଞ୍ଚ କରାଯାଇଛି । ଏହାକୁ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଏଣିକି ବିନା ଭିସାରେ ଯାଇହେବ ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର। ଏଣିକି ଥାଇଲ୍ୟାଣ୍ଡ ଯିବାକୁ ହେଲେ ଦରକାର ପଡ଼ିବନି ଭିଜା। ଭାରତୀୟମାନେ ୩୦ ଦିନ ପାଇଁ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ସକ୍ଷମ ହେବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହି ସୁବିଧା ଆସନ୍ତା ବର୍ଷ ମେ' ପର୍ଯ୍ୟନ୍ତ ଚାଲିବ।…

ନାଇଜେରିଆରେ ପୁଣି ଡଙ୍ଗା ବୁଡି ୧୮ ଯାତ୍ରୀ ମୃତ, ୭୦ରୁ ଉର୍ଦ୍ଧ୍ୱ ନିଖୋଜ

ନାଇଜେରିଆ: ଉତ୍ତର ନାଇଜେରିଆରେ ପୁଣି ଅଘଟଣ। ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ଡଙ୍ଗା ବୁଡ଼ି ୭୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ…

ମଧ୍ୟପ୍ରଦେଶ ନିର୍ବାଚନ: ଜୈତପୁର ଆସନରୁ କିନ୍ନର ଭରିଲେ ନାମାଙ୍କନପତ୍ର

ଭୋପାଳ: ନିର୍ବାଚନ ମୈଦନାକୁ ଓହ୍ଲାଇଲେ କିନ୍ନର । ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଜୈତପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । ଜୈତପୁର ନିର୍ବାଚନ ମଣ୍ଡଳୀ ଏବେ ସବୁଠି ଚର୍ଚ୍ଚାରେ । ଏହି ଆସନରୁ ଜଣେ କିନ୍ନର ନାମାଙ୍କନ ପତ୍ର ଦାଖଲ…

ଆମେରିକା ତିଆରି କରୁଛି ମାରାତ୍ମକ ପରମାଣୁ ବୋମା

ୱାଶିଂଟନ: ଆମେରିକା ଏକ ନୂତନ ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବା ଆରମ୍ଭ କରିଛି । ଆମେରିକା ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ହୀରୋସୀମା ଉପରେ ପଡିଥିବା ପରମାଣୁ ବୋମା ତୁଳନାରେ ଏହା ୨୪ଗୁଣ ଅଧିକ ଶକ୍ତିଶାଳୀ । ପେଂଟାଗନ ଏଥିପାଇଁ ମଂଜୁରୀ ଓ ଫଣ୍ଡିଂ ପ୍ରଦାନ କରିବା ପ୍ରକ୍ରିୟା…

ଚାରି ସପ୍ତାହ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ…

ମୁକେଶ ଅମ୍ବାନୀଙ୍କୁ ୪ ଦିନରେ ତୃତୀୟ ଥର ପାଇଁ ହତ୍ୟା ଧମକ; ଏଥର ଦାବି ୪୦୦ କୋଟି

ମୁମ୍ବାଇ:ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ୪ ଦିନରେ ତୃତୀୟ ଥର ପାଇଁ ଆସିଲା ଏମିତି ହତ୍ୟା ଧମକ । ଅଭିଯୁ୍କ୍ତର ଦାବି ଏଥର ଦୁଇଗୁଣା ହୋଇଯାଇଛି । ଅର୍ଥାତ ଅଭିଯୁକ୍ତ ଏଥର ୪୦୦ କୋଟି ଟଙ୍କା ଦାବି କରିଛି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ଅଭିଯୁକ୍ତ ୪ର୍ଥ…