Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ…

ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ଆଜିଠାରୁ ତୈଳ କମ୍ପାନି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି । ପନିପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ଗ୍ୟାସ ରେଟ ସମସ୍ତଙ୍କୁ ଘାଇଲା କରିବ ।…

ଉତ୍ତରପ୍ରଦେଶ ଅଲ୍ଲିଗଡ ଓ୍ବେରହାଉସରେ ବିସ୍ଫୋରଣ : ଦୁଇ ମୃତ , କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଏକ ଓ୍ବେରହାଉସ୍ ରେ ବିସ୍ଫୋରଣ ଘଟିଛି । ସିଦ୍ଧାର୍ଥନଗର ଜିଲ୍ଲା ଅଲ୍ଲିଗଡ ସହରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି  । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି  । ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି…

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଟ୍ରାକରୁ ଖସିଲା ସୁପରଫାଷ୍ଟ ଏକ୍ସପ୍ରେସ୍ : କେହି ମୃତାହତ ହୋଇନଥିବା ସୂଚନା, ମରାମତି କାମ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅଭାବନୀୟ ଘଟଣା ଘଟିଛି । ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି । ଏଥିରେ କେହି ମୃତହାହତ ହୋଇନଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ମରାମତି…

ସଚିନ-ସାରା ଏବେ ଅଲଗା: ଲୁଚାରେ ପ୍ରେମ, ବିବାହ ଆଉ ଶେଷରେ ବିଚ୍ଛେଦ

ଜୟପୁର: ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନର ପୂର୍ବ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ ଘଟିଛି । ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦେଇଥିବା ଆଫିଡେଭିଟରେ ପାଇଲଟ ପତ୍ନୀଙ୍କ ନାମ ସ୍ଥାନରେ ଡାଇଭର୍ସଡ ଲେଖିଛନ୍ତି । ଯାହାକି ଏକ ଆଲୋଚନାର କେନ୍ଦ୍ରବିନ୍ଦୁ…

ଅଷ୍ଟ୍ରେଲିଆ ସରକାରଙ୍କ ବଡ ନିଷ୍ପତ୍ତି: ୧୬ ହଜାର ଘୋଡାଙ୍କୁ କରାଯିବ ହତ୍ୟା

କାନବେରା: ଅଷ୍ଟ୍ରେଲିଆରେ ୧୬ ହଜାର ଘୋଡାଙ୍କୁ ଗୁଳିକରି ହତ୍ୟା କରାଯିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁ ସାଉଥ ୱେଲ୍ସ ସରକାର କହିଛନ୍ତି ଯେ, ଲଅଷ୍ଟ୍ରେଲିଆର କୋସିୟୁଜକୋ ଜାତୀୟ ଉଦ୍ୟାନରେ ପ୍ରାୟ ୧୯ ହଜାରର ବନ୍ୟ ଘୋଡା ଅଛନ୍ତି ଯାହାଙ୍କୁ 'ବ୍ରୁମ୍ବିଜ' କୁହାଯାଏ । ୨୦୨୭ ସୁଦ୍ଧା…

ଏସ୍କାଲେଟରରେ ପାହାଡ଼ଚଢ଼ା, ପ୍ରକୃତିକୁ ଉପଭୋଗର ନିଆରା ଅନୁଭୂତି

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଚୀନ ଏକ ଉଚିତ୍ କ୍ଷେତ୍ର । ଗୋଟିଏ ପଟେ ପର୍ଯ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଥିବା ବେଳେ ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି । ପାହାଡ଼ ଚଡ଼ିବା ଅନୁଭୂତି ନିଆରା । ହେଲେ ପର୍ଯ୍ୟଟକଙ୍କ ସୁବିଧାଙ୍କ…

କବିତାଙ୍କ ଅକ୍ସଫୋର୍ଡ ଭବିଷ୍ୟବାଣୀ, ତେଲେଙ୍ଗାନାରେ ହ୍ୟାଟ୍ରିକ କରିବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳୁଛି। ଯେବେଠୁ ରାଜ୍ୟ ପ୍ରତିଷ୍ଠା ହେଲାଣି ତା ଭିତରେ ଦୁଇଟି ନିର୍ବାଚନ ହୋଇଛି। ଉଭୟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବିଜୟ ଲାଭ କରି ସରକାରରେ ରହିଛି। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ କରି ଦଳ ତୃତୀୟ ଥର…

ପୂର୍ବତନ ସାଂସଦଙ୍କ ପୁଅକୁ ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ସାଧାରଣ ଲୋକଙ୍କ କଥା ଛାଡ, ନେତା, ମନ୍ତ୍ରୀ ବି ପାଉନାହାନ୍ତି ସ୍ୱାସ୍ଥ୍ୟ ସେବା । ଶୁଣି ଆଶ୍ଚର୍ଯ୍ୟ ହେବେ, ସରକାରୀ ଡାକ୍ତରଖାନାରେ ଜଣେ ପୂର୍ବତନ ସାଂସଦଙ୍କ ପୁଅକୁ ମିଳିଲାନି ବେଡ । ଶେଷରେ ସେ ଛଟପଟ ହୋଇ ଆଖି ବୁଜିଦେଲେ ।…

ହଠାତ୍ ହୃଦଘାତ୍‌ ନେଇ ହୁଅନ୍ତୁ ନାହିଁ ବ୍ୟତିବ୍ୟସ୍ତ, ଏହି ୩ଟି ଟେଷ୍ଟ ଜଣାଇବ ହାର୍ଟ କେତେ ମଜଭୁତ!

ନୂଆଦିଲ୍ଲୀ: ଯେଉଁମାନେ ମହାମାରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅତ୍ୟଧିକ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ। ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଗତ କିଛି ସମୟ ମଧ୍ୟରେ ବାରମ୍ବାର ହୃଦଘାତ ଯୋଗୁଁ ମୃତ୍ୟୁ ହେବା ମାମଲା ଅଧିକ…