Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

UPIକୁ ନେଇ ବଡ଼ ଅପଡ଼େଟ, ନୂଆ ବର୍ଷରୁ ଏହି ଲୋକମାନେ କରିପାରିବେନି ବ୍ୟବହାର

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁପିଆଇ (UPI) ସମ୍ବନ୍ଧରେ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ଫୋନ୍ ପେ’ ଓ ଗୁଗଲ ପେ’ ପରି ଥାର୍ଡ ପାର୍ଟି ଆପ୍ସ ଓ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁଥିରେ ୟୁପିଆଇ ଆଇଡିରେ…

ଦିଲ୍ଲୀ ମେଟ୍ରୋରେ ଥମୁନି ଅଶ୍ଲୀଳତା, ପ୍ରେମୀ ଯୁଗଳଙ୍କ କାରନାମା ଦେଖି ଲୋକେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ଟ୍ରାଫିକକୁ ହ୍ରାସ କରିବା ଏବଂ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୪ ଡିସେମ୍ବର ୨୦୦୨ ମସିହାରେ, ପ୍ରଥମ ଥର ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । କିଏ ଜାଣିଥିଲା ​​ଯେ ଦିନେ ଏହି ମେଟ୍ରୋ ଲୋକମାନଙ୍କ ପାଇଁ ଅଶ୍ଳୀଳତାର କେନ୍ଦ୍ର ଭାବେ ପରିଣତ ହେବ ।…

ପିଙ୍କ ଶାଢୀ, କଳା ଚଷମା ଆଉ ହାତରେ ଇଭିଏମ..  ନିର୍ବାଚନରେ ଗ୍ଲାମରର ତଡକା ଲଗାଇଲେ ଲେଡି ଅଫିସର

ନୂଆଦିଲ୍ଲୀ: ରାତି ପାହିଲେ ମଧ୍ୟପ୍ରଦେଶ ନିର୍ବାଚନ  । ଇଭିଏମ ଧରି ପୋଲିଂ ଅଫିସର  ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଗଲେଣି  । ତେବେ ମଧ୍ୟପ୍ରଦେଶର ଖରଗୋନର ଏକ ପୋଲିଂ ବୁଥକୁ ଆସିଥିବା ଏହି ମହିଳା କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।…

୬ ମାସ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର ଦ୍ୱାର

ଡେରାଡୁନ: ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହୋଇଥିବାବେଳେ, ଭାଇଦୁଜ ଅବସରରେ ବୁଧବାର ବାବା କେଦାରନାଥଙ୍କର ଦ୍ବାର ବନ୍ଦ ହୋଇଛି । ଏହାପରେ ପ୍ରଭୁ ବଦ୍ରି ନାରାୟଣଙ୍କର ଦ୍ବାର ଶୀତକାଳୀନ ପାଇଁ ୬ ମାସ ବନ୍ଦ ରହିବ ।…

ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆସିଲା ଆମେରିକା ଡ୍ରିଲ ମେସିନ: ଘଣ୍ଟାକରେ ଖୋଳିବ ୫ ମିଟର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ…

ଆସନ୍ତାକାଲି ଛତିଶଗଡ ଓ ମଧ୍ୟପ୍ରଦେଶରେ ଭୋଟ୍ : ବୁଥ୍ ଅଭିମୂଖେ ପୋଲିଂ ପାର୍ଟି , ଇଭିଏମ ବି ପ୍ରସ୍ତୁତ

ନୂଆଦିଲ୍ଲୀ : ଆସନ୍ତାକାଲି ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ଭୋଟ୍  । ମୋଟ୍ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର  । ଏଥିଲାଗି ଏହାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି  । ଛତିଶଗଡରେ ଦୁଇ ପର୍ଯ୍ୟାୟରେ ମତଦାନ…

‘ପ୍ରମାଣ ଦିଅ,ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ’-ନିଜ୍ଜର ହତ୍ୟାକୁ ନେଇ କାନାଡା ଅଭିଯୋଗ ଉପରେ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତିକୁ ନେଇ କାନାଡା ଅଡି ବସିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । କଡା ଭାଷାରେ କାନାଡାକୁ ଜବାବ ଦେଇଛନ୍ତି ଜୟଶଙ୍କର  । କହିଛନ୍ତି, ପ୍ରମାଣ ଦିଅ, ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ବୋଲି…

ଭାଙ୍ଗୁଛି ଧୈର୍ଯ୍ୟର ବାଡ, ୫ଦିନ ହେବ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୪୦ ଶ୍ରମିକ

ଉତ୍ତରାଖଣ୍ଡ: ଧିରେ ଧିରେ ଭାଙ୍ଗୁଛି ଧୈର୍ଯ୍ୟର ବାଡ । ଗତ ୪ଦିନ ହେବ ଅନ୍ଧାରି ମୁଲକରେ ଫସି ରହିଛି ୪୦ ଜୀବନ । ଆଜି ୫ମ ଦିନରେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଫସି ରହିଥିବା ସେହି ଶ୍ରମିକମାନେ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଗତ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ…

ଦିଲ୍ଲୀରୁ ସହରସା ଯାଉଥିବାବେଳେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ନୂଆଦିଲ୍ଲୀ : ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅଘଟଣ ।  ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ସହରସା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସ ଟ୍ରେନର ୬ନଂ କୋଚର ବାଥରୁମ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନରେ ଥିବା…

ମୋଦିଙ୍କ ‘ ମୂର୍ଖଙ୍କ ସର୍ଦ୍ଦାର’ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଗେହଲଟ: କହିଲେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଜୟପୁର:ପ୍ରଧାନମନ୍ତ୍ରୀଙ୍କ ‘ମୁର୍ଖଙ୍କ ସର୍ଦ୍ଦାର’ ବୟାନକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁର୍ଖଙ୍କ ସର୍ଦ୍ଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କରିଥିବା କଟାକ୍ଷକୁ ନେଇ ଜବାବ ରଖିଛନ୍ତି  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀଙ୍କର ଏପରି…