Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ମୋଦି-ଶାହ: କହିଲେ ‘ଏଣିକି ଖାଲି କମଳ ହିଁ ଫୁଟିବ’

ଜୟପୁର: ରାଜସ୍ଥାନକୁ ଆଉ କେବେ ଫେରିବନି ଗେହଲଟ ସରକାର । କଂଗ୍ରେସର ବିଦାୟ ସମୟ ଆସି ଯାଇଛି । ରାଜସ୍ଥାନର ସବୁରି ମୁହଁରେ କେବଳ କମଳ ହିଁ କମଳ । ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

କେନ୍ଦ୍ର ସରକାର ଆଣିବେ ନୂଆ ନିୟମ; ‘ଡିପ୍‌ଫେକ୍‌’ ଭିଡିଓ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠିତ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶିଆଲ ମିଡିଆରେ ଭାଇରାଲ କରାଯାଉଉଛି। ତେବେ ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ…

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ

ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ…

ଜନଗହଳିପୂର୍ଣ୍ଣ ରାସ୍ତାରେ ବୁଲା କୁକୁର ଆତଙ୍କ, ଘଣ୍ଟାଏ ମଧ୍ୟରେ ୨୯ ଜଣଙ୍କୁ କଲା କ୍ଷତାକ୍ତ

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ରୋୟାପୁରମ ଅଞ୍ଚଳରେ ଏକ ବୁଲା କୁକୁର ଆତଙ୍କ ଖେଳାଇଥିଲା। ବ୍ୟସ୍ତବହୁଳ ଜିଏ ରୋଡରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୯ ଜଣଙ୍କୁ କାମୁଡି ଲହୁ ଲୁହାଣ କରାଇଛି ଗୋଟିଏ ବୁଲା କୁକୁର। କୁକୁରଟି ପଥଚାରୀଙ୍କ ଗୋଡ଼ ଓ ଆଣ୍ଠୁକୁ କାମୁଡିବା ସହ ସେମାନଙ୍କ ଉପରେ…

ପୁଣି ଚୀନରେ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଛୋଟ ପିଲା

ବେଜିଂ: କୋଭିଡ୍ ମହାମାରୀରୁ ଏବେ ବି ଆରୋଗ୍ୟ ଲାଭ କରିନଥିବା ଚୀନ୍ ଏବେ ଆଉ ଏକ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏକ ରହସ୍ୟମୟ ନିମୋନିଆ ପ୍ରକୋପ ବେଜିଂ ଏବଂ ଲିଆଓନିଙ୍ଗ୍ ପ୍ରଦେଶର ସ୍କୁଲ୍ ଗୁଡ଼ିକରେ ଦେଖାଦେଇଛି। କୋଭିଡ୍ ମହାମାରୀର ପ୍ରାରମ୍ଭିକ…

ମହୁଆ ବିବାଦ: ଏଣିକି ସାଂସଦ ସେମାନଙ୍କର ନିଜସ୍ୱ ଇମେଲ୍, ପ୍ରଶ୍ନ ଏବଂ ଯାତ୍ରା ବିଲ୍କୁ ସମ୍ଭାଳିବେ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟମାନଙ୍କୁ ଏବେ ନିଜସ୍ୱ ଡିଜିଟାଲ ସଂସଦୀୟ କାମ ଯେପରିକି ଗୃହରେ ପଚରା ଯିବାକୁ ଥିବା ପ୍ରଶ୍ନ, ଇମେଲ୍ ଆକ୍ସେସ୍ କରିବା ଏବଂ ଯାତ୍ରା ବିଲ୍ ଦାଖଲ କରିବା ଭଳି କାମ ପରିଚାଳନା କରିବାକୁ ପଡିବ। ଟିଏମସିର ମହୁଆ ମୋଇତ୍ରା ନିଜ ଅଫିସିଆଲ ଇମେଲର ପାସଓ୍ୱାର୍ଡ ଜଣେ ବାହାର…

କପୁରଥାଲା ଗୁରୁଦ୍ୱାରରେ ଗୁଳିକାଣ୍ଡ: ଜଣେ ପୋଲିସ କର୍ମୀ ମୃତ, ୩ ଗୁରୁତର

କପୁରଥାଲା: ପଞ୍ଜାବର କପୁରଥାଲା ଗୁରୁଦ୍ୱାରରେ ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସକାଳ ସାଢେ ୭ଟାରେ ଘଟିଥିବା କୁହଯାଉଛି । ଗୁରୁଦ୍ୱାରରେ ନିହଙ୍ଗ ଶିଖ ପକ୍ଷରୁ…

ମିଛ ବିଜ୍ଞାପନ ଦେଇନି,ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁ ଦଣ୍ଡ ପାଇଁ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର…

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର ରଖିଛନ୍ତି ନିଜେ ବାବା ରାମଦେବ। ସେ କହିଛନ୍ତି, ଔଷଧକୁ ନେଇ ସେ କୌଣସି ମିଛ ବିଜ୍ଞାପନ ବା ମିଛ ପ୍ରଚାର କରୁନାହାଁନ୍ତି । ଯଦି ତାଙ୍କର ଔଷଧରେ ତ୍ରୁଟି ପ୍ରମାଣିତ ହେବ ତେବେ ସୁପ୍ରମକୋର୍ଟ ତାଙ୍କ…

ଜିତିବ ଜୀବନ-ଅନ୍ତ ହେବ ଅପେକ୍ଷା.. ଆଉ କେଇ ଘଣ୍ଟା ପରେ ବାହାରକୁ ଆସିବେ ଟନେଲରେ ଫସିଥିବା ଶ୍ରମିକ

ଉତ୍ତରକାଶୀ:ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ୧୨ ଦିନ ପରେ ବାହାରକୁ ବାହାରିବେ ଟନେଲରେ ଫସି ରହିଥିବା ଶ୍ରମିକ । ସେମାନଙ୍କୁ ବାହାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏପଟେ ପରିବାର ଲୋକେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଉତ୍ତରାଖଣ୍ଡ ଟନେଲରେ ଫସିଥିବା ସିଲକ୍ୟାରା…