Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଆରଏସକୁ ହରାଇବ ସତ୍ତା ବିରୋଧୀ ଲହର, ସୁନାମୀ ଭଳି ଆସୁଛି କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତିନୋଟି ରାଜ୍ୟର ମତଦାନ ଶେଷ ହୋଇଛି। ଏବେ ରାଜସ୍ଥାନ ଓ ତେଲେଙ୍ଗାନା ଉପରେ ସମସ୍ତଙ୍କର ନଜର ରହିଛି। ତେଣୁ ତେଲେଙ୍ଗାନାକୁ ନେଇ ଏବେ ନାନା ଆକଳନ କରାଯାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ କଂଗ୍ରେସ ଓ ବିଜେପି…

ହମାସ-ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ହେବାକୁ ଯାଉଛି ଯୁଦ୍ଧ ବିରାମ

ତେଲଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି । ଇସ୍ରାଏଲ ଏବେ ଗାଜା ସୀମା ମଧ୍ୟରେ ପ୍ରବେଶ କରି ହମାସଙ୍କୁ ଆକ୍ରମଣ କରିବାରେ ଲାଗିଛି । ଇତି ମଧ୍ୟରେ ହମାସ ଆତଙ୍କବାଦୀ ଗୋଷ୍ଠୀର ମୂଖ୍ୟ ଇସମାଇଲ ହନିୟା କହିଛନ୍ତି ଖୁବ ଶୀଘ୍ର ହମାସ ଓ ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ଯୁଦ୍ଧ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି: ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୪ ଲକ୍ଷ ଯୁବକଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର: ନଭେମ୍ବର ୨୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟବାସୀଙ୍କ ପାଇଁ କଂଗ୍ରେସ ନିଜର ମନିଫେଷ୍ଟୋ ବା ଘୋଷଣାପତ୍ର ଜାରି କରିଛି। ଜୟପୁରରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସମୟରେ ଦଳର ଜାତୀୟ ସଭାପତି…

ଏକ ଦେଶ-ଏକ ନିର୍ବାଚନ ଦ୍ୱାରା ଉପକୃତ ହେବେ ଲୋକେ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅନେକ ସୁବିଧା ହେବ। ଜାତୀୟ ସ୍ୱାର୍ଥରେ ଏହା ଏକ ପଦକ୍ଷେପ। ସମସ୍ତ ରାଜନୈତିକ ଦଳକୁ ଏହି ପ୍ରସଙ୍ଗରେ…

ବିଶ୍ୱର ସବୁଠାରୁ ବଡ ମିସାଇଲ ସତାନ ୨ ପରୀକ୍ଷଣ କରିବ ରୁଷ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧ ଏବଂ ନାଟୋ ସହ ଅଶାନ୍ତି ଯୋଗୁ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁକ୍ରେନ ବିପକ୍ଷରେ ରୁଷର ଅନେକ ଯୁଦ୍ଧ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ବାଲେଷ୍ଟିକ ମିସାଇଲ ସତାନ ୨କୁ…

ଲଶ୍କର ଇ ତୋଇବାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଇସ୍ରାଏଲ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ଯୁଦ୍ଧ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ଏହା ଏବେ ଧିରେ ଧିରେ ଶ୍ମଶାନରେ ପରିଣତ ହେବାରେ ଲାଗିଛି । ଇତି ମଧ୍ୟରେ ଭାରତରେ ୨୬ ନଭେମ୍ବର ୨୦୦୮ରେ ଲଶ୍ମର ଇ ତୋଇବା ଆତଙ୍କବାଦୀ ଆକ୍ରମଣ କରିଥିଲା । ୧୦ରୁ ଊର୍ଦ୍ଧ୍ୱ…

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ…

ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ…

୯ ଦିନ ପରେ ରନ୍ଧାଖାଦ୍ୟ ଖାଇଲେ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ, ୧୦ମ ଦିନରେ ସାମ୍ନାକୁ ଆସିଲା ଭିତରର ଦୃଶ୍ୟ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ବିଷୟରେ ଆସିଲା ଆଶ୍ୱସ୍ତିର ଖବର । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଇଛି ରନ୍ଧାଖାଦ୍ୟ । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ…

ଏମପିରେ ଜିତିବ ବୋଲି ଆଗୁଆ ଆକ୍ସନ ନେଲାଣି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମତଦାନ ଶେଷ ହେବା ପରେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ। ଦଳ ବିରୋଧି କାମ କରିଥିବା ନେତାଙ୍କ ସମେତ ଯେଉଁ କର୍ମଚାରୀ ମାନେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାମ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି ଦଳ। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ…