Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କ ‘ପନୌତି’ ମନ୍ତବ୍ୟ ଏବଂ ୟଙ୍ଗ ଇଣ୍ଡିଆର ସମ୍ପତ୍ତି ଜବତକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ: ଭାରତ କ୍ରିକେଟ ବିଶ୍ବକପ ହାରିବା ପଛରେ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଏକ ଜନସଭାରେ ମୋଦୀଙ୍କୁ 'ପନୌତି' କହି ସମାଲୋଚନା କରିବା ପରେ ଏହାକୁ ନେଇ ବିଜେପି ମଧ୍ୟ କଡା ଜବାବ ଦେଇଛି। ହେଲେ ଏହାପରେ ପରେ ପ୍ରବର୍ତ୍ତନ…

ଏଲୋପାଥି ଔଷଧକୁ ବଦନାମ କରି ପତଞ୍ଜଳି ବିଜ୍ଞାପନ କରୁଛି, ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ଔଷଧକୁ ଟାର୍ଗେଟ କରି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ନକରିବା ପାଇଁ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଚେତାବନୀ ଦେଇଛନ୍ତି। ଅଦାଲତ କମ୍ପାନୀକୁ ଏଭଳି ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚେତାବନୀ ଦେଇ କହିଛନ୍ତି ଯେ…

ଉତ୍ତରକାଶୀ ଟନେଲରେ ଶ୍ରମିକଙ୍କ ୧୧ ଦିନ: ଗତକାଲି ରାତ୍ରିଭୋଜନରେ ଖାଇଥିଲେ ପଲାଉ-ପନୀର, ଉଦ୍ଧାର ପାଇଁ ଆହୁରି ୩୦…

ଉତ୍ତରକାଶୀ:୧୧ ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଆଶା ଉଜ୍ଜ୍ୱଳ ହେଉଛି । ଗତକାଲି ସୁଡଙ୍ଗ ଭିତରର ପ୍ରଥମ ଭିଜୁଆଲ ସାମ୍ନାକୁ ଆସିଥିଲା । ସମସ୍ତ ଶ୍ରମିକ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ୯ ଦିନ ପରେ ପାଇପ ଯୋଗେ ସେମାନଙ୍କୁ ରନ୍ଧାଖାଦ୍ୟ ପଠା…

ମାତ୍ର ୬ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ

ବେଙ୍ଗାଲୁରୁ: ଧୋକା ଦେଲା ଇଣ୍ଡିଗୋ । କମ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ । ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ । କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ସଂଗୀନ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି…

ଅଯୋଧ୍ୟା ରାମ ମନ୍ଦିର ପାଇଁ ଚାଲିଛି ପୂଜାରୀ ଚୟନ, ଆବେଦନ କରିଛନ୍ତି ୩ ହଜାର ପ୍ରାର୍ଥୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୦୨୪ ଜାନୁୟାରି ୨୨ ତାରିଖ ଦିନ ଅନୁଷ୍ଠିତ ହେବ । ଏବେ ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ୩୦୦୦ ପ୍ରାର୍ଥୀ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୦୦ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ…

ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ…

ବିଆରଏସକୁ ହରାଇବ ସତ୍ତା ବିରୋଧୀ ଲହର, ସୁନାମୀ ଭଳି ଆସୁଛି କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତିନୋଟି ରାଜ୍ୟର ମତଦାନ ଶେଷ ହୋଇଛି। ଏବେ ରାଜସ୍ଥାନ ଓ ତେଲେଙ୍ଗାନା ଉପରେ ସମସ୍ତଙ୍କର ନଜର ରହିଛି। ତେଣୁ ତେଲେଙ୍ଗାନାକୁ ନେଇ ଏବେ ନାନା ଆକଳନ କରାଯାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ କଂଗ୍ରେସ ଓ ବିଜେପି…

ହମାସ-ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ହେବାକୁ ଯାଉଛି ଯୁଦ୍ଧ ବିରାମ

ତେଲଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି । ଇସ୍ରାଏଲ ଏବେ ଗାଜା ସୀମା ମଧ୍ୟରେ ପ୍ରବେଶ କରି ହମାସଙ୍କୁ ଆକ୍ରମଣ କରିବାରେ ଲାଗିଛି । ଇତି ମଧ୍ୟରେ ହମାସ ଆତଙ୍କବାଦୀ ଗୋଷ୍ଠୀର ମୂଖ୍ୟ ଇସମାଇଲ ହନିୟା କହିଛନ୍ତି ଖୁବ ଶୀଘ୍ର ହମାସ ଓ ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ଯୁଦ୍ଧ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି: ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୪ ଲକ୍ଷ ଯୁବକଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର: ନଭେମ୍ବର ୨୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟବାସୀଙ୍କ ପାଇଁ କଂଗ୍ରେସ ନିଜର ମନିଫେଷ୍ଟୋ ବା ଘୋଷଣାପତ୍ର ଜାରି କରିଛି। ଜୟପୁରରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସମୟରେ ଦଳର ଜାତୀୟ ସଭାପତି…

ଏକ ଦେଶ-ଏକ ନିର୍ବାଚନ ଦ୍ୱାରା ଉପକୃତ ହେବେ ଲୋକେ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅନେକ ସୁବିଧା ହେବ। ଜାତୀୟ ସ୍ୱାର୍ଥରେ ଏହା ଏକ ପଦକ୍ଷେପ। ସମସ୍ତ ରାଜନୈତିକ ଦଳକୁ ଏହି ପ୍ରସଙ୍ଗରେ…