Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୪ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେବ: କେସିଆର

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ନିଜାମାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏକ ଭବିଷ୍ୟବାଣୀ କରିଛନ୍ତି ଏବଂ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେବ।…

‘ତେଲେଙ୍ଗାନାରେ କଂଗ୍ରେସ ଜିତିଲେ ୬ ମାସରେ ଥରେ ଜଣେ ମୁଖ୍ୟମନ୍ତ୍ରୀ ହେବେ’

ଭୁବନେଶ୍ୱର: ତେଲେଙ୍ଗାନାରେ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏହି ଅବସରରେ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟ ଜୋର ଧରିଛି। ବିଶେଷ କରି ବିଆରଏସ କଂଗ୍ରେସ ମଧ୍ୟରେ ଲଢେ଼ଇ ଜୋରଦାର ଦେଖିବାକୁ ମିଳୁଛି। କଂଗ୍ରେସ ବିଆରଏସକୁ ଟାର୍ଗେଟ କରିବା ସହ ନିଜର…

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଉତ୍ତର ପ୍ରଦେଶର ଇଟାୱା ନିକଟରେ ଟ୍ରେନରେ ଲାଗିଲା ନିଆଁ। ନିଆଁ ଲାଗି ୩ଟି ବଗି ହୁତ୍‌ହୁତ୍‌ ଜଳୁଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ ଯାତ୍ରୀଙ୍କ କ୍ଷୟକ୍ଷତି ସଂପର୍କରେ ସୂଚନା ନାହିଁ। ସୂଚନା ଅନୁସାରେ…

ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ; ଉତ୍କଳ ଭାରତୀ ପକ୍ଷରୁ ଦିଲ୍ଲୀରେ ସ୍ମୃତି ସଭା

ନୂଆଦିଲ୍ଲୀ: ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ ଏକ ସ୍ମୃତି…

ମହାଦେବ ବେଟିଂ ଆପ୍ ବିବାଦରେ ଫସିବ କି ଡାବର ଗ୍ରୁପ? ଚେୟାରମ୍ୟାନ-ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ମହାଦେବ ବେଟିଂ ଆପ୍ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଏହି ମାମଲାରେ ଅନେକ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଯୋଡି ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରିକି ଏଥିରେ ଅନେକ ବଡ଼ ବଡ଼ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି।…

ଆରବ ସାଗରରେ ଗର୍ଜୁଛି ଚୀନ-ପାକିସ୍ତାନ ଜାହାଜ: କଡା ନଜରରେ ପରଖୁଛି ଇଣ୍ଡିଆନ ନାଭି

ନୂଆଦିଲ୍ଲୀ: ଭାରତର ନିକଟବର୍ତ୍ତୀ ଇଲାକାରେ ନିଜର ଦବଦବା ବଢାଇବାକୁ ଚେଷ୍ଟା କରୁଥିବା ଚୀନ ହିନ୍ଦ ମହାସାଗରରେ ନିଜର ଜାହାଜ ଏବଂ ଯୁଦ୍ଦ ଜାହାଜ ପଠାଇବାର ଚେଷ୍ଟା ବନ୍ଦ କରିନି । ପାକିସ୍ତାନ ସହ ମିଶି ଆରବ ସାଗରରେ  କରୁଛି ଯୁଦ୍ଧାଭ୍ୟାସ ସି-ଗର୍ଜିୟନ୩  । ଏଥିପାଇଁ ଦୁଇଦେଶ ନିଜ ନିଜ ଜାହାଜ…

ମିଳିଲା ପିଏମ କିସାନର ୧୫ ତମ କିସ୍ତି, ୮ କୋଟି ଚାଷୀଙ୍କ ଖାତାକୁ ଗଲା ଟଙ୍କା

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। କୃଷକମାନଙ୍କୁ ଫସଲ ସହାୟତାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ସୃଷ୍ଟି ହୋଇଛି ଏବଂ ଏହି ଅର୍ଥ ମାଧ୍ୟମରେ ଅନେକ ଚାଷୀଙ୍କୁ ହସ୍ତାନ୍ତର କରାଯାଉଛି । ଏହି ପ୍ରଧାନମନ୍ତ୍ରୀ କିସାନ…

ପାକିସ୍ତାନ, ଚାଇନାର ବଢ଼ିଲା ଚିନ୍ତା: ୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ଆଜକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ ଏବଂ କେହି ନଇଁବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା,…

ଭାରସାମ୍ୟ ହରାଇ ୨୫୦ ମିଟର ତଳକୁ ଖସିଲା ବସ; ୩୦ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । କିସ୍ତଓ୍ବାଡା ରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ବସ୍ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଛି । ଘଟଣାରେ ପ୍ରାୟ ୩୦ ରୁ…

ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଶୋଭା ପାଉଛି ଓଡିଶା ପାଭିଲିୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ମେଳା ପରିସର ସ୍ଥିତ ଓଡିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ…