Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥରିଲା ମେଘାଳୟ: ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ଥରିଲା ମେଘାଳୟ । ଗତକାଲି ସନ୍ଧ୍ୟା ପ୍ରାୟ ୬ ଟା ୧୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି  । ଉତ୍ତର ଗାରୋ ହିଲ୍ସ ଏହାର କେନ୍ଦ୍ରସ୍ଥଳ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନି ।…

ଅକ୍ଟୋବର ମାସରେ ବୁଲି ଯାଆନ୍ତୁ ଭାରତର ଏହି ୫ଟି ସ୍ଥାନ, ତୁରନ୍ତ ପ୍ରସ୍ତୁତ କରନ୍ତୁ ଯୋଜନା…

ନୂଆଦିଲ୍ଲୀ: ଅକ୍ଟୋବର ମାସ ବୁଲାବୁଲି ପାଇଁ ସବୁଠାରୁ ଉତ୍ତମ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ବୁଲାବୁଲି ପାଇଁ ଉତ୍ତମ ପାଗ ସହ ଅନେକ ଛୁଟିଦିନ ମଧ୍ୟ ମିଳିଥାଏ । ତେଣୁ ଯଦି ଆପଣ ଅକ୍ଟୋବର ମାସରେ ବୁଲାବୁଲି ପାଇଁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଭଲ ସ୍ଥାନ ବିଷୟରେ…

ବିହାର ପରେ ସାରା ଦେଶରେ ଜାତିଗତ ଜନଗଣନା ନେଇ ତେଜିଲା ବିତର୍କ

ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ…

ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ…

ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଥିବା ଡାକ୍ତର ଶଙ୍କରରାଓ ଚହ୍ୱାନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାରରୁ ରବିବାର ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା…

ସେପ୍ଟେମ୍ବରରେ କମିଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ପ୍ରସଙ୍ଗ ଏକଜୁଟ କରୁଥିବା ବେଳେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ସେପ୍ଟେମ୍ବରରେ ଭାରତର ବେକାରୀ ହାର ୭.୦୯%କୁ…

ରେଳ ଧାରଣାରେ ପଥର, ବନ୍ଦେ ଭାରତର ଲୋକପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଏଡ଼ାଇଲା ବଡ଼ ଦୁର୍ଘଟଣା

ଜୟପୁର: ସୋମବାର ସକାଳେ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛି। ରେଳ ଧାରଣାରେ ପଥର, ଚିପ୍ସ, ଏବଂ ଅନ୍ୟାନ୍ୟ ଜିନିଷ ଥୁଆ ହୋଇଥିବା ଦେଖି ଟ୍ରେନକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ ସଂପୃକ୍ତ ଲୋକ…

ବ୍ରାଜିଲରେ ସପ୍ତାହରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଅଂଚଳରେ ଏବେ ଭୟଙ୍କର ମରୁଡି ପରିଲକ୍ଷିତ ହେଉଛି । ଏଠାକାର ପୋଖରୀ ଏବଂ ହ୍ରଦ ପାଣିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଛି । ସବୁଠାରୁ ଦୁଃଖର କଥା ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏ ନେଇ ଚିନ୍ତା ବ୍ୟକ୍ତ…

ମେଡିସିନରେ ନୋବେଲ: କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କ ନାଁ ଘୋଷଣା

ସ୍ବିଡେନ୍ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆଜି ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ  । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ  ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ…

ସ୍ୱର୍ଣ୍ଣ ମନ୍ଦିର ପହଞ୍ଚିଲେ ରାହୁଲ ଗାନ୍ଧୀ, ଲଙ୍ଗରରେ ବାସନ ଧୋଇ କଲେ ସେବା

ଚଣ୍ଡିଗଡ଼: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ନୂଆ ଉଦ୍ୟମ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ପବିତ୍ର ମନ୍ଦିର ଶ୍ରୀ ହରମନ୍ଦିର ସାହେବରେ ନତମସ୍ତକ ହୋଇ ଲଙ୍ଗରରେ…