Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହମାସ ଆକ୍ରମଣରେ ନିହତ ପ୍ରିୟଜନଙ୍କ ଶୁକ୍ରାଣୁ ସଂରକ୍ଷିତ ରଖୁଛନ୍ତି ଇସ୍ରାଏଲବାସୀ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ପରୋକ୍ଷରେ ଆନନ୍ଦ ପ୍ରଦାନ କରିଛି । ହମାସ ଆକ୍ରମଣରେ ନିହତ ହୋଇଥିବା ପରିଜନମାନଙ୍କ ନିକଟରୁ ପରିବାର ଲୋକ ଶୁକ୍ରାଣୁ ସଂଗ୍ରହ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ଆଉ ଏକ ଜୀବନର ଆଶା ମଧ୍ୟ…

ସିବିଏସଇ ବୋର୍ଡ ପରୀକ୍ଷା-୨୦୨୪: ଦଶମ ଓ ଦ୍ୱାଦଶ ମାର୍କସିଟକୁ ନେଇ ବଡ ଘୋଷଣା

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ରେଜଲ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ଚାପ କମାଇବାକୁ ଯାଇ ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦା ପରୀକ୍ଷାରେ ଡିଭିଜନ, ଡିଷ୍ଟିଙ୍ଗସନ ଏବଂ ପର୍ସେଣ୍ଟେଜ ବନ୍ଦ…

ବ୍ରିଟେନରେ ନିଖୋଜ ଭାରତୀୟ ଛାତ୍ରଙ୍କ ଶବ ନଦୀକୂଳରୁ ଉଦ୍ଧାର

ଭୁବନେଶ୍ୱର: ବ୍ରିଟେନରେ ଗତ ମାସରେ ନିଖୋଜ ଥିବା ଭାରତୀୟ ଛାତ୍ରଙ୍କର ଶବ ଥେମ୍ସ ନଦୀକୂଳରୁ   ଉଦ୍ଧାର କରାଯାଇଛି । ପୋଲିସର କହିବା ଅନୁଯାୟୀ, ମିତ୍ କୁମାର ପଟେଲ ନାମକ ଜଣେ ୨୩ ବର୍ଷୀୟ ଛାତ୍ର ଗତ ସେପ୍ଟେମ୍ବରରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଯାଇଥିଲେ । ନଭେମ୍ବର ୧୭ ତାରିଖରୁ ହଠାତ…

ଅନଲାଇରେ ମଗେଇଥିଲେ ରୋଷେଇ ସାମଗ୍ରୀ, ହେଲେ ପ୍ୟାକେଟ ଖୋଲି ଦେଖିଲା ବେଳକୁ ଖସିଗଲା ପାଦ ତଳୁ ମାଟି

ନୂଆଦିଲ୍ଲୀ: ଆଜିଲାକି ପୋଷାକ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ଏପରିକି ମାଟି ମଧ୍ୟ ଅନଲାଇନରେ ମିଳିଲାଣି । ଏସବୁକୁ ଘରେ ବସି ଅତି ସହଜରେ ଅନଲାଇନରେ ମଗାଯାଇପାରୁଛି । ଧିରେ ଧିରେ ସମସ୍ତେ ପ୍ରାୟ ଅନଲାଇନ କିଣା ବିକାରେ ମଧ୍ୟ ଯୋଡି ହୋଇଗଲେଣି । କିନ୍ତୁ ଏହାରି ଭିତରେ ଏପରି ବହୁ ଲୋକ…

୫ରେ ଆନ୍ଧ୍ରପ୍ରଦେଶରେ ମାଡ ହେବ ବାତ୍ୟା ‘ମିଚାଉଙ୍ଗ’, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ଆଇଏମଡି । ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ବତ୍ୟା ‘ମିଚାଉଙ୍ଗ’ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାର ପ୍ରଭାବରେ…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା…

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା…

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ…

ମାଲେସିଆ ଯିବାକୁ ଚାହୁଁଛନ୍ତି କି, ତେବେ ନୋଟ କରିରଖନ୍ତୁ ମାଲେସିଆର ଏହି ସୁନ୍ଦର ଡେଷ୍ଟିନେସନକୁ

ନୂଆଦିଲ୍ଲୀ: ଯେବେଠାରୁ ମାଲେସିଆ ଭାରତୀୟଙ୍କ ପାଇଁ ଫ୍ରି ଭିସା ଘୋଷଣା କରିଛି ସେବେଠାରୁ ଲୋକମାନେ ମାଲେସିଆ ଯିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଖିବାକୁ ଗଲେ ମାଲେସିଆ ବୁଲାବୁଲି ପାଇଁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥାନ । ଯେଉଁଠାକୁ ଯାଇ ଆପଣ ଏକ ଛୁଟି କଟାଇପାରିବେ । ତେବେ ମାଲେସିଆ…

ଗୋଟିଏ ଘରୁ ବାପା ମା’ ସମେତ ୨ ପିଲାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଥିରୁଅନନ୍ତପୁରମ୍: କେରଳର ଆଲାପୁଜା ରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଆଜି (ଶୁକ୍ରବାର) ଆଲାପୁଜା ଜିଲ୍ଲାର ଥଲାବଡିରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ଚାରି ଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିଚୟ…