Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି ।  ରାମ ଜନ୍ମଭୂମି…

କୋଟାରେ ଥମୁନି ଆତ୍ମହତ୍ୟା: ପୁଣି ଫ୍ୟାନରେ ଝୁଲି ଜୀବନ ହାରିଲେ ନିଟ ଆଶାୟୀ ଛାତ୍ରୀ

କୋଟା: କୋଟାରୁ ପୁଣି ଏକ ଦୁଃଖଦ ଖବର ।   କୋଟାରେ ପୁଣି ଗଲା ମେଧାବୀ ଛାତ୍ରୀଙ୍କ ଜୀବନ । ଏଠାରେ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ଗର୍ଲସ ହଷ୍ଟେଲରୁ ଜବତ ହୋଇଛି ।  ମିଳିଥିବା ସୂଚନା ଅନୁସାରେ, ୧୬ ବର୍ଷର ଏହି ଛାତ୍ରୀ ଜଣକ ୫ ମାସ ତଳେ ଝାରଖଣ୍ଡରୁ ଆସିଥିଲେ । ସେ ଏଠାରେ ନିଟ…

ଦକ୍ଷିଣ ଭାରତର ଏହି ରହସ୍ୟମୟୀ ମନ୍ଦିର, ଯେଉଁଠି ବଢ଼ୁଛି ମୂର୍ତ୍ତିର ଆକାର…

ଦିଲ୍ଲୀ : ଭାରତକୁ ଚମତ୍କାରର ଦେଶ ଏମିତି ହିଁ କୁହାଯାଏ ନାହିଁ । ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି, ଯାହା ବିଷୟରେ ଜାଣିଲେ , ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ ଜାଣିବା । କୁହାଯାଉଛି ଯେ ଏଠାରେ ମୂର୍ତ୍ତିର ଆକାର ବର୍ଷକୁ ବର୍ଷ ବଢ଼ିବାରେ…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର : ଜଣେ ଆତଙ୍କୀ ନିପାତ, ଜଣେ ଯବାନ ଓ ସେନା କୁକୁର ସହିଦ

ଜମ୍ମୁ: ଜମ୍ମୁକାଶ୍ମୀରର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ସେନାର ତାଲିମପ୍ରାପ୍ତ କୁକୁର…

ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ

ଦିଲ୍ଲୀ : ରାଜସ୍ଥାନରେ ଥମୁନି ସଡକ ଦୁର୍ଘଟଣା ମାମଲା  । ଦୁର୍ଘଟଣାକୁ ରୋକିବାରେ ସରକାର ଓ ପ୍ରଶାସନ ଯେମିତି ବିଫଳ ହୋଇଛନ୍ତି  । ରାଜସ୍ଥାନରେ ଆଜି ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି  ।  ଆଜି ସକାଳେ ରାଜସ୍ଥାନର ଭରତପୁରଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି  । ଗୁଜୁରାଟରୁ ୟୁପି…

ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ଓ ନିର୍ବାଚନୀ ମୁଦ୍ଦା ବାବଦରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ସାଂସଦ ରାଘବ ଚଢା ମଙ୍ଗଳବାର କହିଛନ୍ତି ଯେ ବୁଧବାର ୧୪ ଜଣିଆ ସମନ୍ୱୟ କମିଟିର ପ୍ରଥମ ବୈଠକରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି…

ଅଶ୍ଳୀଳ ଭିଡିଓ ମୋବାଇଲରେ ବ୍ୟକ୍ତିଗତ ଭାବେ ଦେଖିବା ଅପରାଧ ନୁହେଁ: କେରଳ ହାଇକୋର୍ଟ

ଥିରୁଅନନ୍ତପୁରମ: କେରଳ ହାଇକୋର୍ଟ କହିଛନ୍ତି, ପର୍ନୋଗ୍ରାଫି ବା ଅଶ୍ଳୀଲ ଭିଡିଓ ଦେଖିବା ଅପରାଧ ନୁହେଁ। ଯେହେତୁ ଏହା ବ୍ୟକ୍ତିଗତ ପସନ୍ଦ ଓ ଗୋପନୀୟତାର ପରିସର ମଧ୍ୟରେ ଆସିଥାଏ। ୨୦୧୬ରେ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୨୯୨ ଅନୁଯାୟୀ ରୁଜୁ…

ହାଇସ୍ପିଡ ଆଲୁମିନିୟମ ରେଳ କୋଚ ପାଇଁ ଇଟାଲୀୟ କମ୍ପାନୀ ମେଟ୍ରା ସହିତ ହାତ ମିଳାଇଲା ହିଣ୍ଡାଲକୋ

ମୁମ୍ବାଇ : ବିଶ୍ୱର ସବର୍ବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲ ିଂ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଇଟାଲୀୟ କମ୍ପାନୀ ମେଟ୍ରା ଏସପିଏ ସହିତ ପ୍ରଯୁକ୍ତିଗତ ସହଭାଗିତାରେ ଚୁକ୍ତି ସ୍ୱାକ୍ଷର କରିଛି । ଭାରତରେ ହାଇସ୍ପିଡ ରେଳ କୋଚ ନିର୍ମାଣ ନିମେନ୍ତ ବୃହତ୍ତ ଆକାରର ଆଲୁମିନିୟମ…

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ…

ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ, ଦୀର୍ଘ ୩୬ ଘଣ୍ଟା ଧରି ଭାରତରେ ଅଟକି ରହିଥିଲେ ଟ୍ରୁଡୋ

ନୂଆଦିଲ୍ଲୀ: ଦୀର୍ଘ ୩୬ ଘଣ୍ଟା ଧରି ହଟହଟା ହେବା ପରେ ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବା ପାଇଁ ୮ ତାରିଖରେ ନୂଆଦିଲ୍ଲୀକୁ ଆସିଥିବା ଟ୍ରୁଡୋ ରବିବାର କାନାଡ଼ା ଫେରିବା କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କ ବିମାନରେ…