Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ଆଗାମୀ ୧୦ ବର୍ଷ ଯାଏ ବିଜେପିକୁ ‘ମିଆଁ’ଙ୍କ ଭୋଟ୍ ଆବଶ୍ୟକ ନାହିଁ, ଯଦି ସେମାନେ ତାଙ୍କ…

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିକୁ ୧୦ ବର୍ଷ ଯାଏଁ 'ମିଆଁ'ଙ୍କ ଭୋଟ୍ ଦରକାର ନାହିଁ। ସେମାନଙ୍କର ସମର୍ଥନ ପାଇଁ କିଛି ସର୍ତ୍ତ ରହିଛି ବୋଲି ସେ କହିଛନ୍ତି। 'ମିଆଁ' ଶବ୍ଦ ବଙ୍ଗଳାଭାଷୀ ମୁସଲମାନମାନଙ୍କୁ ବୁଝାଇବାରେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ଯାହା ନକରାତ୍ମକ ଶୈଳୀରେ…

ଫ୍ଲାଇଟରେ ନିଃଶ୍ବାସ ନେଇପାରିଲାନି ଶିଶୁ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଫ୍ଲାଇଟ୍ ରେ ଅଘଟଣ  । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳା ହଠାତ୍ ହୃଦରୋଗରେ ପୀଡିତ ଏକ ଶିଶୁକୁ ନିଃଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା  ବହୁତ ବ୍ୟସ୍ତବିବ୍ରତ ହୋଇପଡିଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା ।…

ଜିପିଏସ ଦେଖି ଯାଉଥିବା ବେଳେ ନଦୀକୁ ଖସିଲା କାର; ଦୁଇ ଡାକ୍ତରଙ୍କ ମୃତ୍ୟୁ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ରବିବାର ସକାଳେ ଏକ କାର ନଦୀକୁ ଖସି ପଡ଼ିବା ଫଳରେ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଜିପିଏସ୍ ଲଗାଇ ଯାଉଥିବା ବେଳେ ରାସ୍ତାରେ ପାଣି ଜମି ରହିବାରୁ ସେମାନେ ଜାଣିପାରିନଥିଲେ ପରେ ଦୁର୍ଘଟଣାର ଶିକାର…

ମଣିପୁରରେ ଦୁଇ ଛାତ୍ରଛାତ୍ରଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା । ଗିରଫ ହେଲେ ୪ ଅଭିଯୁକ୍ତ । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  ଏନ୍.ବୀରେନ୍ ସିଂ କହିଛନ୍ତି  । ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅପହରଣ…

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି: ଦୁଇ ଯୁଗପୁରୁଷଙ୍କୁ ମନେପକାଇ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨ ତାରିଖ ତଥା ଦେଶର ଦୁଇ ମହାନାୟକ ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ଆଜିର ଦିନର ୧୮୬୯ ମସିହାରେ ଗୁଜୁରାଟର ପୋର ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ବାପୁ । ଦେଶରେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଥିଲେ ଜାତିର ପିତା…

ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ! ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଭୁବନେଶ୍ଵର: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା…

ସ୍ୱପ୍ନର ବୟସ ନ ଥାଏ, ୭୪ ବର୍ଷରେ ବି ନିର୍ମାଣ କରୁଛନ୍ତି ଇସ୍ରୋ ପାଇଁ ମଡେଲ

ନୂଆଦିଲ୍ଲୀ: ମସୁରୀର ରାମଜୀ ସ୍ୱାମୀନାଥନ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ଯେ, ସ୍ୱପ୍ନ ବୟସ ନ ଥାଏ । ୭୪ ବର୍ଷୀୟ ସ୍ୱାମୀନାଥନ ଏବେ ବି ଇସ୍ରୋ ପାଇଁ ରକେଟ ଓ ସାଟେଲାଇଟର ମଡେଲ ପ୍ରସ୍ତୁତ କରୁଛନ୍ତି । ମିନିଏଚର ମଡେଲରେ ତାଙ୍କ ପରି କେହି ନିଖୁଣ କାର୍ଯ୍ୟ କରିପାରୁ ନାହାନ୍ତି ।…

ଦମ୍ପତିଙ୍କ ଉପରେ ଅଭିନେତାଙ୍କ କାର ମାଡ଼ିଯିବା ଘଟଣା: ଗିରଫ ହେଲେ ନାଗଭୁଷଣ

ବେଙ୍ଗାଲୁରୁ: ଶନିବାର ବିଳମ୍ବିତ ରାତିରେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର ଏକ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଜଣକ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ଅଭିନେତା ନାଗଭୂଷଣଙ୍କୁ ଗିରଫ କରିଛି ।…

ଆମେରିକାରେ ବିବାହ କରି ନାଗରିକତା ପାଇବା ଲକ୍ଷ୍ୟରେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ଆମେରିକାରେ ରହିଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଭାରତୀୟ ଏଜେନ୍ସିକୁ ମିଳିଥିବା ଇନପୁଟ ଅନୁସାରେ ଗୋଲ୍ଡି ଏବେ ଜଣେ ଆଫ୍ରିକୀୟ ଝିଅକୁ ବିବାହ କରି କାଲିଫୋର୍ଣ୍ଣିଆର…

ତୁର୍କୀ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ୨ ପୋଲିସ ଆହତ

ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ…