Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୈଜ୍ଞାନିକଙ୍କ ତଥ୍ୟ ସଂଗ୍ରହ କରୁଛି ଆଦିତ୍ୟ ଏଲ୍‌-୧, ସୁପର-ଥର୍ମାଲ୍ ଓ ଶକ୍ତିଶାଳୀ ଆୟନ ମାପିବା ଆରମ୍ଭ

ନୂଆଦିଲ୍ଲୀ: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ ଏଲ୍‌-୧। ସୋସିଆଲ ମିଡିଆଲରେ ସୂଚନା ଜାରି କଲା ଇସ୍ରୋ। ଆଦିତ୍ୟ ଏଲ୍‌-୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ ସୋସିଆଲ ମିଡିଆରେ ସେୟାର କରିଛି। ସୂଚନା ଅନୁଯାୟୀ, ଆଦିତ୍ୟ ଏଲ୍‌-୧ ବୈଜ୍ଞାନିକ ତଥ୍ୟ…

ମହିଳାଙ୍କ ଉପରକୁ ଛେପ ପକାଇ ପଳାଇଲେ ନୱାଜ ସରିଫଙ୍କ ଡ୍ରାଇଭର; ଭିଡିଓ ଭାଇରାଲ

ଲଣ୍ଡନ:ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଏହି ଭାଇରାଲ ଭିଡିଓ କହୁଛି ପାକିସ୍ତାନୀଙ୍କ ବ୍ୟକ୍ତିତ୍ୱକୁ  । ପାକିସ୍ତାନୀଙ୍କ ଆଚାର ବ୍ୟବହାରକୁ । ଭିଡିଓଟି ସୋନିଆଲ ମିଡିଆରେ ଘୂରି ବୁଲୁଛି । ଏପରିକି ପାକିସ୍ତାନୀ ସୋସିଆଲ ମିଡିଆରେ ବି ବେଶ ଚର୍ଚ୍ଚାର ବିଷୟ ହୋଇଛି । ଭିଡିଓରେ…

ବିପଦ ସଙ୍କେତ ଉପରେ ନର୍ମଦା ନଦୀ, ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ: ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ଜଳ ପ୍ରବାହିତ ହେଉଛି। ଗୁଜୁରାଟରେ ପ୍ରବଳ ବର୍ଷା ହେବା ଯୋଗୁଁ ବହୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁମ୍ବାଇ-ଅହମଦାବାଦ ରେଲୱେ ମାର୍ଗରେ ମଧ୍ୟ ଜଳମଗ୍ନ ହୋଇଛି। ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର…

ପାଟଣାରେ ଭୟଙ୍କର ଦୁର୍ଘଟଣା: ବିଜେପି ସାଂସଦ ସତୀଶ ଚନ୍ଦ୍ର ଦୁବେ ଗୁରୁତର

ବିହାର: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଗତକାଲି ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି  । ଫଳରେ ଭୀଷଣ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା…

ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟ ସିଂଙ୍କ ଫଟୋ

ଭୋପାଳ: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ କଂଗ୍ରେସର ନିର୍ବାଚନ…

ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୨୧ ମୃତ

ଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ହୋଇଛି  । ଫଳରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି  । ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ…

ଠକେଇ ମାମଲାରେ ଜରିନ ଖାନଙ୍କ ନାମରେ ଜାରି ହେଲା ଆରେଷ୍ଟ ଓ୍ଵାରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା…

‘ପୁରୁଣା ସଂସଦ ଭବନକୁ ବିଦେଶୀ କରିଛନ୍ତି ସତ, ହେଲେ ଏଥିରେ ଲାଗିଛି ଭାରତୀୟଙ୍କ ଅର୍ଥ, ପରିଶ୍ରମ ଏବଂ ଝାଳ’

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦ ଭବନର ବିଶେଷ ଅଧବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନକୁ ସମ୍ବୋଧନ କରି ପୁରୁଣା ସଂସଦ ଭବନର ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ହୁଏତ ଏହି ସଂସଦକୁ ବିଦେଶୀ ଶାସନ ନିର୍ମାଣ କରାଇଛନ୍ତି । କିନ୍ତୁ ଏଥିରେ ଲାଗିଛି ଆମ…

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ଲୋଦିରୋଡ୍‌‌ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି…

ତାଇୱାନ ସୀମା ଅତିକ୍ରମ କଲା ଚୀନର ୧୦୩ ଯୁଦ୍ଧ ବିମାନ

ବେଜିଂ: ଚୀନ ତାର ବିସ୍ତାରବାଦୀ ନୀତି ଯୋଗୁ ଧିରେ ଧିରେ ଦୁନିଆର ଅନ୍ୟ ଦେଶମାନଙ୍କଠାରୁ ଅଲଗା ହେବାରେ ଲାଗିଛି । ଏବେ ଚୀନର ନଜର ତାଇୱାନ ଉପରେ ରହିଛି । ରିପୋର୍ଟ ମୁତାବକ ସୋମବାର ସୁଦ୍ଧା ଚୀନର ୧୦୩ ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରିବା ଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି…