Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି । ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆଜି ଆମେରିକାରୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଆସିବା ପରେ ଅନ୍ତିମ ସଂସ୍କାର କରାଯିବାର…

ଆଜିଠୁ ଆରମ୍ଭ ହେବ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସଂସଦର ୭୫ ବର୍ଷର ଯାତ୍ରା ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମେତ ୪ଟି ବିଲ ଉପରେ ଆଲୋଚନା ହେବାର ସୂଚନା ରହିଛି  । ଏତଦବ୍ୟତୀତ ପ୍ରିଭଲେଜ୍ କମିଟି ଦ୍ବାରା ୬ଟି ରିପୋର୍ଟ ଉପସ୍ଥାପନ କରାଯିବ  । ଏହା ୫…

ଆତଙ୍କବାଦୀଙ୍କୁ ଖୋଜି ବାହାର କରିବ ଏହି ନୂତନ ଡ୍ରୋନ, ନିୟୋଜିତ ହେଲା ହେରୋନ୍ ମାର୍କ-୨

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଆଜି ବି ଜାରି ରହିଛି ଏନକାଉଣ୍ଟର। ଆଜି ଷଷ୍ଠ ଦିନ ହେବ ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। କୁହାଯାଉଛି ଉକ୍ତ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଖୋଜିବା ଲାଗି ଲାଟେଷ୍ଟ ହେରୋନ୍ ମାର୍କ ୨ ଡ୍ରୋନ…

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା, ଭର୍ଚୁଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର ।  ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପ୍ରାୟ…

କଳାକାର ଏବଂ ହସ୍ତଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ…

ବକ୍ସ ଅଫିସରେ ‘ଜୱାନ’ର ଜଲୱା, ଭାଙ୍ଗିଲା ପଠାନର ରେକର୍ଡ

ମୁମ୍ବାଇ: ବହୁଚର୍ଚ୍ଚିତ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ଜୱାନ୍' ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି ରିଲିଜ୍ ହେବାର ଆଜକୁ ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି । ଏହି ୧୦ଦିନ…

କିନ୍ନରଙ୍କ ପାଇଁ ଖୁସି ଖବର: ସରକାରୀ ଡାକ୍ତରଖାନାରେ ଆରମ୍ଭ ହେଲା ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି

ନୂଆଦିଲ୍ଲୀ: କିନ୍ନରଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଓପିଡି। ଦୀର୍ଘ ସମୟ ଧରି ତୃତୀୟଲିଙ୍ଗି ସମ୍ପ୍ରଦାୟର ଲୋକମାନେ ସରକାରୀ…

ବିଲେଇର ମୂଲ୍ୟ ୮୦୦ କୋଟି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବେଳେ ବେଳେ ଦୁନିଆରେ ବହୁତ ଅଜବ ଘଟଣା ମାନ ଦେଖିବାକୁ ମିଳିଥାଏ । ସେଥିଭିତରୁ କିଛି ବିଶ୍ଵାସ ହୁଏ ତ ଆଉ କିଛି ବହୁତ ଆଶ୍ଵର୍ଯ୍ୟ କରିଦିଏ । ଆପଣମାନେ ତ ଟେଲର ସ୍ବିଫ୍ଟଙ୍କ ବିଷୟରେ ଜାଣନ୍ତି କି । ଟେଲର ସ୍ବିଫ୍ଟ ହେଉଛନ୍ତି ଦୁନିଆର ସବୁଠାରୁ ଲୋକପ୍ରିୟ ପପ୍ ତାରକା । ତାଙ୍କ…

ଯବାନଙ୍କ ଗୁଳିରେ ଗଲା ଆଉ ଜଣେ ଯବାନଙ୍କ ଜୀବନ

ଜମ୍ମୁ: ଜାମ୍ମୁ କାଶ୍ମୀର ବାନ୍ଦିପୋରାର ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଅଭାବନୀୟ ଘଟଣା ଘଟିଛି  । ସେନାର ଜଣେ ଯବାନଙ୍କ ବନ୍ଧୁକରୁ ଭୁଲବଶତଃ ଗୁଳିଫୁଟି ଯାଇଛି  । ଫଳରେ ଏଥିରେ ଆଉ ଜଣେ ଯବାନଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି  । ମୃତ ଯବାନ ବିପିନ…

୧୬୮ ମୂଷା ଧରିବା ପାଇଁ ରେଲୱେର ୬୯ ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ମୂଷାଙ୍କ ପାଇଁ ଅନେକ ସମସ୍ୟା ଉପୁଜିଥାଏ। ବେଳେ ବେଳେ ଅନେକ କର୍ମକ୍ଷେତ୍ର, ବିଦ୍ୟାଳୟ ଏବଂ ରେଲୱେ ପ୍ଲାଟଫର୍ମରେ ମଧ୍ୟ ମୂଷାମାନେ ସମସ୍ୟା ସୃଷ୍ଟି କରନ୍ତି। ଆଉ ଏହି ସମସ୍ୟା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କର ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଏ।…