Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଠକେଇ ମାମଲାରେ ଜରିନ ଖାନଙ୍କ ନାମରେ ଜାରି ହେଲା ଆରେଷ୍ଟ ଓ୍ଵାରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା…

‘ପୁରୁଣା ସଂସଦ ଭବନକୁ ବିଦେଶୀ କରିଛନ୍ତି ସତ, ହେଲେ ଏଥିରେ ଲାଗିଛି ଭାରତୀୟଙ୍କ ଅର୍ଥ, ପରିଶ୍ରମ ଏବଂ ଝାଳ’

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦ ଭବନର ବିଶେଷ ଅଧବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନକୁ ସମ୍ବୋଧନ କରି ପୁରୁଣା ସଂସଦ ଭବନର ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ହୁଏତ ଏହି ସଂସଦକୁ ବିଦେଶୀ ଶାସନ ନିର୍ମାଣ କରାଇଛନ୍ତି । କିନ୍ତୁ ଏଥିରେ ଲାଗିଛି ଆମ…

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ଲୋଦିରୋଡ୍‌‌ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି…

ତାଇୱାନ ସୀମା ଅତିକ୍ରମ କଲା ଚୀନର ୧୦୩ ଯୁଦ୍ଧ ବିମାନ

ବେଜିଂ: ଚୀନ ତାର ବିସ୍ତାରବାଦୀ ନୀତି ଯୋଗୁ ଧିରେ ଧିରେ ଦୁନିଆର ଅନ୍ୟ ଦେଶମାନଙ୍କଠାରୁ ଅଲଗା ହେବାରେ ଲାଗିଛି । ଏବେ ଚୀନର ନଜର ତାଇୱାନ ଉପରେ ରହିଛି । ରିପୋର୍ଟ ମୁତାବକ ସୋମବାର ସୁଦ୍ଧା ଚୀନର ୧୦୩ ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରିବା ଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି…

ଅନନ୍ତନାଗ ଅପରେସନ: ଆତଙ୍କୀ ଗୁମ୍ଫାକୁ ଚାରି ଦିଗରୁ ଘେରିଛନ୍ତି ସେନା, ଗୁମ୍ଫା ନିକଟରୁ ମିଳିଲା ଅଧାପୋଡ଼ା ଶବ

ଶ୍ରୀନଗର:ଅନନ୍ତନାଗରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଅପରେଶନ ଏବେ ବି ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀ କୋକରନାଗ ନିକଟରେ ଥିବା ଆତଙ୍କୀ ଶିବିର ପାଖରେ ପହଞ୍ଚି ଏହାକୁ ଚାରି ଦିଗରୁ ଘେରି ରଖିଛନ୍ତି । ଏହି ଶିବିରରେ ଲୁଚି ରହି ଆତଙ୍କୀମାନେ ଲଗାତାର ଗୁଳିବର୍ଷା…

ଭାରତର ୫ଟି ପ୍ରସିଦ୍ଧ ଗଣେଷ ମନ୍ଦିର, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ନୂଆଦିଲ୍ଲୀ: ରାତି ପାହିଲେ ଶ୍ରୀଗଣେଷ ପୂଜା । ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସମସ୍ତ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ଥିବାରୁ…

କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର ? ଆସନ୍ତୁ ଜାଣିବା..

କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର  । ଜାଣିଛନ୍ତି କି କେଉଁଠାରେ ରହିଛି  । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର  । ଏହି ମନ୍ଦିର ନିର୍ମାଣ ପାଇଁ  ବହୁ ବର୍ଷ ସମୟ ଲାଗିଥିଲା  ।…

ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ବିପକ୍ଷଙ୍କୁ ମୋଦିଙ୍କ ଟାର୍ଗେଟ: କନ୍ଦାକଟା କରିବା ପାଇଁ ବହୁତ ସମୟ ଅଛି

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦର ବିଶେଷ ଅଧିବେଶନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସେ ମିଡିଆକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ର ସଫଳତାଠାରୁ ଆରମ୍ଭ କରି ଜି-୨୦ର ସଫଳତା ପର୍ଯ୍ୟନ୍ତ ସବିଶେଷ ବିବରଣୀ…

ପୁରୁଣା ସଂସଦର ସ୍ମୃତି ବଖାଣିଲେ ୧୦ ମହିଳା ସାଂସଦ

ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି  ।  ଆଜି ପ୍ରଥମ ଦିନର ପ୍ରକ୍ରିୟା ପୁରୁଣା ସଂସଦରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ନୂତନ ସଂସଦରେ କାର୍ଯ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ନୂତନ ସଂସଦ ଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା…

୨୦୩୫ ସୁଦ୍ଧା ଭାରତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ ୧୭୫ ଯୁଦ୍ଧଜାହାଜ

ନୂଆଦିଲ୍ଲୀ: କେବଳ ସ୍ଥଳ ସୀମାରେ ନୁହେଁ, ସମୁଦ୍ରରେ ମଧ୍ୟ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ପରିସ୍ଥିତି ରହିଛି । ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି। ଭାରତର ମହାସାଗରରେ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ନୌସେନାକୁ ମଜବୁତ…