Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୬୮ ମୂଷା ଧରିବା ପାଇଁ ରେଲୱେର ୬୯ ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ମୂଷାଙ୍କ ପାଇଁ ଅନେକ ସମସ୍ୟା ଉପୁଜିଥାଏ। ବେଳେ ବେଳେ ଅନେକ କର୍ମକ୍ଷେତ୍ର, ବିଦ୍ୟାଳୟ ଏବଂ ରେଲୱେ ପ୍ଲାଟଫର୍ମରେ ମଧ୍ୟ ମୂଷାମାନେ ସମସ୍ୟା ସୃଷ୍ଟି କରନ୍ତି। ଆଉ ଏହି ସମସ୍ୟା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କର ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଏ।…

ଏମିତି ବି ଆସେ ମୃତ୍ୟୁ : ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତରେ ମୃତ୍ୟୁ, ସିସିଟିଭିରେ ଭିଜୁଆଲ କଏଦ

ଗାଜିଆବାଦ: ଏମିତି ବି ଆସେ ମୃତ୍ୟୁ । ଜିମରେ ଓ୍ବାର୍କ ଆଉଟ୍ କରିବାବେଳେ ଉଡିଗଲା ପ୍ରାଣବାୟୁ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି  ।ଏମିତି କିଛି ଘଟଣା ଘଟିଛି ଗାଜିଆବାଦର ସରସ୍ବତୀ ବିହାରରେ  । ଜଣେ ଯୁବକ ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତର ଶିକାର ହୋଇଛନ୍ତି  । ଫଳରେ ସେ ତଳେ…

ଯଶୋଭୂମି ଏକ୍ସପୋ ସେଣ୍ଟର ଉଦ୍‌ଘାଟନ କଲେ ମୋଦୀ, ମେଟ୍ରୋରେ ଯାତ୍ରା କରି ଯାତ୍ରୀଙ୍କ ସହ ନେଲେ ସେଲ୍ଫି

ନୂଆଦିଲ୍ଲୀ: ଉଦଘାଟିତ ହୋଇଛି ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ। ଯଶୋଭୂମି ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ତମ ଜନ୍ମ ଦିବସ। ଏହି…

ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ: ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୩ତମ ଜନ୍ମଦିନ  । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି  । ବଲିଉଡ ତାରକା ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ପଠାଉଛନ୍ତି । କଙ୍ଗନା ରାନାୱତ, ଅନୁପମ ଖେର,…

ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, ୧୪ ମୃତ

ବ୍ରାଜିଲ୍‌: ବ୍ରାଜିଲର ଆମାଜନ୍ ସହରରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି  । ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି  । ବିମାନରେ ୧୨ ଜଣ ପର୍ଯ୍ୟଟକ ଓ ୨ ଜଣ କ୍ରିଉ ମେମ୍ବର ରହିଥିଲେ । ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ…

ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରବିବାର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ସେ ନୂଆ ସଂସଦ ଭବନର 'ଗଜ ଦ୍ୱାର' ଉପରେ ପତାକା ଉତ୍ତୋଳନ କରିଛନ୍ତି। ଉଭୟ ବିଶ୍ୱକର୍ମା ପୂଜା ଓ…

ଉତ୍ତରରୁ ଦକ୍ଷିଣ ଭାରତ ସବୁଠି ପ୍ରକୃତିର ତାଣ୍ଡବ: ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଦିଲ୍ଲୀ: ୟୁପି , ମହାରାଷ୍ଟ୍ର, ଗୁଜୁରାଟ ସମେତ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସବୁଠି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି  । ଗତକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା   । ୟୁପିରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  କିଛି…

୭୩ ବର୍ଷରେ ପଦାର୍ପଣ କଲେ ନରେନ୍ଦ୍ର ମୋଦୀ, ପିଏମ୍ ବିଶ୍ୱକର୍ମା ଯୋଜନାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି ଯେ ସେ ଆଶା ରଖିଛନ୍ତି ଯେ ମୋଦୀ ତାଙ୍କର…

ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କର, ବିଜେପିର ସନାତନ ଧର୍ମ ପ୍ରସଙ୍ଗରୁ ନିବୃତ୍ତ ରୁହ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ରଣନୀତି ଉପରେ ଧ୍ୟାନ ଦେବାକୁ କଂଗ୍ରେସ ନେତାମାନଙ୍କୁ ରାହୁଲ ଶନିବାର ଆହ୍ୱାନ ଦେଇଛନ୍ତି। ସନାତନ ଧର୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦୂରେଇ ରହିବାକୁ ରାହୁଲ ଦଳୀୟ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ…

ନ୍ୟୁଜ ଆଙ୍କରଙ୍କୁ ବଏକଟ ନିଷ୍ପତ୍ତି, ଇଣ୍ଡିଆ ମେଣ୍ଟର ପ୍ରଥମ ନେତା ନୀତିଶ କଲେ ବିରୋଧ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଦିନ ୧୪ ଜଣ ସାମ୍ବାଦିକ ଏବଂ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବା ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ମୁଁ କୌଣସି ସାମ୍ବାଦିକଙ୍କ ବିରୋଧରେ ନୁହେଁ ଏବଂ ବୟକଟ୍ କରିବା ଭୁଲ୍। ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୪ ଜଣ…